Breaking News

ଶାଶୂଘର ସୋଫା ଉପରେ କେମିତି ଉ-ତ୍ପା-ତ କରିଲେ ଗୁନଗୁନ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଆମ ଓଡିଆ ଇଣ୍ଡଷ୍ଟ୍ରି ରେ ଅନେକ ଲୋକ ପ୍ରିୟ ଅଭିନେତ୍ରୀ ମାନେ ଅଛନ୍ତି , ତାହେଲେ ବନ୍ଧୁଗଣ ଏହି ଅଭିନେତ୍ରୀ ମାନେ ନିଜ ଜବରଦସ୍ତ ଅଭିନୟ ପାଇଁ ବେସ ଲୋକ ପ୍ରିୟ । ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଏହି ଅଭିନେତ୍ରୀ ମାନେ ସୋସିଆଲ ମିଡିଆ ରେ ବେସ ଆକ୍ଟିଭ ରହୁଛନ୍ତି । ତାହେଲେ ବନ୍ଧୁଗଣ ଆଜି ଆମେ ଯେଉଁ ଅଭିନେତ୍ରୀ ଙ୍କ ବିଷୟ ରେ କହିବାକୁ ଯାଉଛୁ , ସେହି ଅଭିନେତ୍ରୀ ଜଣକ ଅତି ନିକଟ ରେ ବିବାହ କରିବା ପରେ ନିଜ ଶାଶୁଘରେ ଅଛନ୍ତି ଓ ସୋସିଆଲ ମିଡିଆ ରେ ବେସ ଆକ୍ଟିଭ ରହୁଛନ୍ତି ।

ତେବେ ସେହି ଅଭିନେତ୍ରୀ ଜଣକ ହେଉଛନ୍ତି ଆପଣ ମାନ ଙ୍କ ପ୍ରିୟ ଅଭିନେତ୍ରୀ ଗୁନଗୁନ , ଆପଣ ମାନେ ଏହି ଅଭିନେତ୍ରୀ ଙ୍କୁ ବେସ ଭଲ ଭାବ ରେ ଜାଣିଥିବେ , ତେବେ ଏହି ଅଭିନେତ୍ରୀ ଜଣକ ନିଜ ଜବରଦସ୍ତ ଅଭିନୟ ଓ ଆଙ୍କରିଙ୍ଗ ପାଇଁ ବେସ ଲୋକ ପ୍ରିୟ ଏବଂ ଘରେ ଘରେ ପରିଚିତ । ତାହେଲେ ବନ୍ଧୁଗଣ ଆପଣ ମାନେ ଏହି ଅଭିନେତ୍ରୀ ଙ୍କୁ ବହୁ ସାରା ଚଳଚିତ୍ର ଓ ଧାରାବାହିକ ରେ ଜବରଦସ୍ତ ଅଭିନୟ କରି ଥିବାର ନିଶ୍ଚୟ ଦେଖିଥିବେ ।

ଏଠି ସହିତ ଆପଣ ମାନେ ନିଶ୍ଚୟ ତାଙ୍କ ଜବରଦସ୍ତ ଆଙ୍କରିଙ୍ଗ ବହୁସରା ରିଆଲିଟି ସୋ ରେ ନିଶ୍ଚିନ୍ତ ଭାବେ ଦେଖିଥିବେ । ତାହେଲେ ସେ ଜଣେ ଭଲ ଅଭିନେତ୍ରୀ ହେବା ସହିତ ଭଲ ଆଙ୍କର ବି ମଧ୍ୟ , ତାହେଲେ ବନ୍ଧୁଗଣ ଏହି ଅଭିନେତ୍ରୀ ଜଣକ ବର୍ତ୍ତମାନ ସମୟ ରେ ବିବାହ ବନ୍ଧନ ରେ ବାନ୍ଧି ହୋଇ ସାରିଛନ୍ତି ଓ ଶାଶୁଘରେ ଅଛନ୍ତି ।


ତାହେଲେ ବନ୍ଧୁଗଣ ଏହି ଅଭିନେତ୍ରୀ ଗୁନଗୁନ ନିଜ ଶାଶୁଘରେ ବେସ ଖୁସି ରେ ରହିବା ସହିତ ସୋସିଆଲ ମିଡିଆ ରେ ବେସ ଆକ୍ଟିଭ ରହୁଛନ୍ତି , ତେବେ ବର୍ତ୍ତମାନ ସମୟ ରେ ଅଭିନେତ୍ରୀ ଗୁନଗୁନ ଙ୍କ ଏକ ଭିଡିଓ ବହୁ ପରିମାଣ ରେ ଭାଇରାଲ ହେବା ରେ ଲାଗିଛି ଓ ଏହି ଭିଡିଓ ରେ ଅଭିନେତ୍ରୀ ଗୁନଗୁନ ନିଜ ଶାଶୁଘରେ ଥିବା ସୋଫା ଉପରେ ଡେଇଁ ନାଚୁ ଥିବାର ଦୃଶ୍ୟ ଦେଖିବାକୁ ମିଳିଛି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ସରିଲା ରିୟା ଦେଙ୍କର ବାହାଘର ରିୟା ବାହାହେଲେ ହେଲେ ଗୋଟେ ବଙ୍ଗାଳି Hero ଙ୍କୁ ଦେଖନ୍ତୁ ବାହାଘର ସମ୍ପୂର୍ଣ ଭିଡ଼ିଓ !

ହେଲୋ ଫ୍ରେଣ୍ଡ୍ ଏବେ ଆସି ଯାଉଛି ଏକ ବୋହୁତ ବଡ ଖୁସୀ ଖବର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଇଛନ୍ତି …

Leave a Reply

Your email address will not be published.