Breaking News

ସୋସିଆଲ ମିଡିଆରେ ସବ୍ୟସଚୀ (Sabyasachi) ପ୍ରକାଶ ନିଜ ମନର କଥା କହିଲେ ଏମିତି…

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଆମ ଓଡିଆ ଇଣ୍ଡଷ୍ଟ୍ରି ରେ ଲୋକ ପ୍ରିୟ ଯୋଡି ଅଛନ୍ତି ଯେଉଁ ମାନେ ନିଜ ଜବରଦସ୍ତ ଅଭିନୟ ପାଇଁ ବେସ ଲୋକ ପ୍ରିୟ ହୋଇପାରିଛନ୍ତି । ତାହେଲେ ବନ୍ଧୁଗଣ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଚଳଚିତ୍ର ଦୁନିଆ ର ଲୋକ ପ୍ରିୟ ଯୋଡି ହେଉଛନ୍ତି ସବ୍ୟଶଚି ଓ ଅର୍ଚ୍ଚିତା ତେବେ ଏହି ଦୁଇ ଯୋଡି ନିଜ ଜବରଦସ୍ତ ଅଭିନୟ ପାଇଁ ବେସ ଲୋକ ପ୍ରିୟ ହୋଇପାରିଛନ୍ତି ।

ତାହେଲେ ବନ୍ଧୁଗଣ ଆପଣ ମାନେ ଏହି ଦୁଇ ଯୋଡି ଙ୍କୁ ବହୁତ ସାରା ଚଳଚିତ୍ର ରେ ନିଶ୍ଚୟ ଦେଖିଥିବେ , ତାହେଲେ ଉଭୟ ଙ୍କୁ ଦର୍ଶକ ମାନେ ବେସ ପସନ୍ଦ କରିଥାନ୍ତି , ତେବେ ବର୍ତ୍ତମାନ ସମୟ ରେ ଏହି ଦୁଇ ଯୋଡି ବିବାହ ବନ୍ଧନ ରେ ବାନ୍ଧି ହେବା ପରେ ସୋସିଆଲ ମିଡିଆ ରେ ବେସ ଆକ୍ଟିଭ ରହୁଛନ୍ତି ଓ ସାମାଜିକ କାମ ମଧ୍ୟ କରୁଛନ୍ତି ।

ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ଏହି ଦୁଇ ଯୋଡି କରୋନା ସମୟ ରେ ଅନେକ ଲୋକ ଙ୍କୁ ସାହାର୍ଯ୍ୟ କରି ବେସ ଲୋକ ପ୍ରିୟ ହୋଇପାରିଛନ୍ତି ଓ ବହୁ ଲୋକ ମାନ ଙ୍କ ମୁହଁ ରେ ହସ ଦେଇଛନ୍ତି । ତେବେ ବନ୍ଧୁଗଣ ରିଅଲ ଲାଇଫ ର ହିରୋ ହୋଇଥିଲେ । ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଏହି ଦୁଇ ଯୋଡି ସୋସିଆଲ ମିଡିଆ ରେ ମଧ୍ୟ ବେସ ସକ୍ରିୟ ରହୁଛନ୍ତି ।

ତାହେଲେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ସବ୍ୟଶଚି ନିଜ ସୋସିଆଲ ମିଡିଆ ଆକାଉଣ୍ଟ ରେ ଫଟୋ ପୋଷ୍ଟ କରି ଏମିତି କିଛି ଲେଖିଛନ୍ତି ଯାହା କି ବର୍ତ୍ତମାନ ସମୟ ରେ ବେସ ଚର୍ଚ୍ଚା ର ବିଷୟ ପାଲଟିଛନ୍ତି । ତାହେଲେ ବନ୍ଧୁଗଣ ଏହି ଫଟୋ ରେ ଅର୍ଚ୍ଚିତା ନଜର ଆସିଛନ୍ତି ଓ ଏହା କୁ ସବ୍ୟଶଚି ପୋଷ୍ଟ କରିବା ସହ ଉଲ୍ଲେଖ କରିଥିଲେ ଯେ ସ୍ତ୍ରୀ ରା-ଗି-ଛ-ନ୍ତି ବୋଧେ କେମିତି କହି ତାଙ୍କୁ ବୁଝେଇବି , ତେବେ ଏହି ଭଳି କିଛି ଲେଖିଥିଲେ । ଯାହାକି ସେ ଇଙ୍ଗିତ ରେ ଲେଖିଥିଲେ , ତେବେ ବର୍ତ୍ତମାନ ସମୟ ରେ ଉଭୟ ବେସ ଖୁସି ରେ ଅଛନ୍ତି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ବର୍ଷା (Varsha) ଅନୁଭବ (Anubhav) ଙ୍କ ଠାରୁ ଅଲଗା ହେବା ପରେ ତାଙ୍କର ଅବସ୍ଥା ଏବେ ଏମିତି, ଦେଖିଲେ ଆଖି ଓଦା ହୋଇଯିବେ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତ୍ରୀ ମାନେ ସୋସିଆଲ …

Leave a Reply

Your email address will not be published. Required fields are marked *