Breaking News

ଅଭିନେତ୍ରୀ ସୋମାଲିନ (Somalin) ତାଙ୍କ ସ୍ଵାମୀ ନିଶୀଥଙ୍କ ସହ ସାଙ୍ଗ ବାହାଘର ରେ କରିଲେ ଏମିତି ମଜା – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରି ରେ ଅନେକ ଲୋକ ପ୍ରିୟ ଅଭିନେତ୍ରୀ ମାନେ ଅଛନ୍ତି , ତେବେ ଏହି ଅଭିନେତ୍ରୀ ମାନେ ନିଜ ଜବରଦସ୍ତ ଅଭିନୟ ପାଇଁ ବେସ ଲୋକ ପ୍ରିୟ ହୋଇପାରିଛନ୍ତି । ତାହେଲେ ବନ୍ଧୁଗଣ ଆଜି ଆମେ ଯେଉଁ ଅଭିନେତ୍ରୀ ଙ୍କ ବିଷୟ ରେ ଜାଣିବା କୁ ପାଇବା ସେହି ଅଭିନେତ୍ରୀ ଏକ ରିଆଲିଟି ସୋ ମାଧ୍ୟମ ରେ ଆମ ଓଡିଆ ଇଣ୍ଡଷ୍ଟ୍ରି ରେ ପାଦ ଦେଇଥିଲେ ଓ ମାତ୍ର କମ ଦିନ ର ଅଭିନୟ ରେ ବେସ ଲୋକ ପ୍ରିୟ ହୋଇ ପାରିଥିଲେ ।


ତାହେଲେ ବନ୍ଧୁଗଣ ଏହି ଅଭିନେତ୍ରୀ ଜଣକ ହେଉଛନ୍ତି ସୋମଳିନ ପରିଡା ଯିଏ କି ଜବରଦସ୍ତ ଅଭିନୟ ଫଳ ରେ ବେସ ଲୋକ ପ୍ରିୟ ହେବା ସହିତ ଲୋକ ପରିଚିତ ହୋଇଥିଲେ । ତାହେଲେ ବନ୍ଧୁଗଣ ଏହି ଅଭିନେତ୍ରୀ ଜଣକ ବର୍ତ୍ତମାନ ସମୟ ରେ ବିବାହ ବନ୍ଧନ ରେ ହୋଇ ନିଜ ଶାଶୁଘରେ ବେସ ଖୁସି ରେ ଅଛନ୍ତି । ତାହେଲେ ବନ୍ଧୁଗଣ ସବୁଠୁ ବଡ କଥା ହେଲା ଯେ ଏହି ଅଭିନେତ୍ରୀ ଜଣକ ବିବାହ ପୂର୍ବ ରୁ ଯେଉବ ଭଳି ସୋସିଆଲ ମିଡିଆ ରେ ଆକ୍ଟିଭ ରହୁଥିଲେ ,


ତେବେ ବିବାହ ପରେ ମଧ୍ୟ ନିଜ ସ୍ଵାମୀ ନିଶୀଥ ଙ୍କ ସହିତ ବହୁତ ସାରା ମଜାମସ୍ତି କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ତାହେଲେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଉଭୟ ଙ୍କ ର ଭିଡିଓ ବହୁ ପରିମାଣ ରେ ଭାଇରାଲ ହେବା ରେ ଲାଗିଛି ଓ ଏହି ଭିଡିଓ ସୋମାଲିନ ଓ ନିଶୀଥ ବହୁତ ସାରା ମଜାମସ୍ତି କରୁଥିବାର ଦେଖିବାକୁ ମିଳିଛି । ତାହେଲେ ବନ୍ଧୁଗଣ ଏହି ଭିଡିଓ ଟି ସୋମାଲିନ ନିଜ ସୋସିଆଲ ମିଡିଆ ଆକାଉଣ୍ଟ ରେ ପୋଷ୍ଟ କରି ବେସ ଚର୍ଚ୍ଚା ରେ ଅଛନ୍ତି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ସରିଲା ରିୟା ଦେଙ୍କର ବାହାଘର ରିୟା ବାହାହେଲେ ହେଲେ ଗୋଟେ ବଙ୍ଗାଳି Hero ଙ୍କୁ ଦେଖନ୍ତୁ ବାହାଘର ସମ୍ପୂର୍ଣ ଭିଡ଼ିଓ !

ହେଲୋ ଫ୍ରେଣ୍ଡ୍ ଏବେ ଆସି ଯାଉଛି ଏକ ବୋହୁତ ବଡ ଖୁସୀ ଖବର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଇଛନ୍ତି …

Leave a Reply

Your email address will not be published.