Breaking News

ହେ ପ୍ରଭୁ! ଓଡିଆ ସିରିଏଲ ଅଭିନେତ୍ରୀ ଜାଙ୍କଲିନ (Janklin) ସହ ଘଟିଲା ବଡ ଦୁ-ର୍ଘ-ଟ-ଣା ! – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ର ବଡ ଖବର ଯେ ଆମ ଓଡିଆ ଇଣ୍ଡଷ୍ଟ୍ରି ରେ ଲୋକ ପ୍ରିୟ ଅଭିନେତ୍ରୀ ଜାଙ୍କଲିନ ପରିଡା ବର୍ତ୍ତମାନ ସମୟ ରେ ଦୁର୍ଘଟଣା ର ଶିକାର ହୋଇଛନ୍ତି ବୋଲି ସୋସିଆଲ ମିଡିଆ ରେ ବେସ ଭାଇରାଲ ହେବା ରେ ଲାଗିଛି , ତାହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଖବର ଟି ପଛ ରେ ଥିବା ରହସ୍ୟ ଟି କୁ ,

ତାହେଲେ ବନ୍ଧୁଗଣ ଆପଣ ମାନେ ଜାଙ୍କଲିନ ପରିଡା ଙ୍କୁ ବେସ ଭଲ ଭାବ ରେ ଜାଣିଥିବେ , ତେବେ ନିଜ ଜବରଦସ୍ତ ଅଭିନୟ ପାଇଁ ବେସ ଲୋକ ପ୍ରିୟ ହୋଇପାରିଛନ୍ତି । ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଏହି ଅଭିନେତ୍ରୀ ଜଣକ ଓଡିଆ ଧାରାବାହିକ ଲୋକ ପ୍ରିୟ ଅଭିନେତା ଅରବିନ୍ଦ ଙ୍କୁ ଭଲ ପାଇ ବିବାହ କରିଥିଲେ । ତାହେଲେ ବନ୍ଧୁଗଣ ଜାଙ୍କଲିନ ଓ ଅରବିନ୍ଦ ବିବାହ ବନ୍ଧନ ରେ ବାନ୍ଧି ହେବା ପରେ ସୋସିଆଲ ମିଡିଆ ରେ ବେସ ଆକ୍ଟିଭ ରହୁଛନ୍ତି ।


ତାହେଲେ ବନ୍ଧୁଗଣ ଆପଣ ମାନେ ଏହି ଦୁଇ ଯୋଡି ଙ୍କୁ ବେସ ଭଲ ଭାବ ରେ ଜାଣିଥିବେ , ତେବେ ଏହି ଦୁଇ ଯୋଡି ନିଜ ଜବରଦସ୍ତ ଅଭିନୟ ପାଇଁ ବେସ ଲୋକ ପ୍ରିୟ । ତାହେଲେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଏହି ଦୁଇ ଯୋଡି ଓଡିଆ ଇଣ୍ଡଷ୍ଟ୍ରି ରୁ ସଂପୂର୍ଣ୍ଣ ଭାବେ ଦୂରେଇ ହୋଇ ରହିଛନ୍ତି ଓ ବର୍ତ୍ତମାନ ସମୟ ରେ ଉଭୟ ଓଡିଶା ଛାଡି ହାଇଦ୍ରାବାଦ ରେ ବେସ ଖୁସି ରେ ଅଛନ୍ତି ।

ତାହେଲେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଜାଙ୍କଲିନ ଙ୍କୁ ନେଇ ସୋସିଆଲ ମିଡିଆ ରେ ଏକ ଖବର ଭାଇରାଲ ହେବା ରେ ଲାଗିଛି ଯେ ଜାଙ୍କଲିନ ଦୁ-ର୍ଘ-ଟ-ଣା ର ଶିକାର ହୋଇଛନ୍ତି ଓ ଏକ ଫଟୋ ମଧ୍ୟ ଦେଖିବାକୁ ମିଳିଛି ଓ ଏହି ଫଟୋ ରେ ଅରବିନ୍ଦ ଜାଙ୍କଲିନ ଙ୍କୁ ରାସ୍ତା ମଝି ର ଧରିକି ବସିଥିବା ର ଦେଖିବାକୁ ମିଳିଛି । ତାହେଲେ ବନ୍ଧୁଗଣ ଆପଣ ଙ୍କୁ ଆମେ କହି ରଖୁଛୁ ଯେ ଏହା ହେଉଛି ବହୁତ ପୁରୁଣା ଦିନ ର ଫଟୋ ଓ ଏହି ଫଟୋ ଶୁଟିଙ୍ଗ ସେଟ ର ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ସରିଲା ରିୟା ଦେଙ୍କର ବାହାଘର ରିୟା ବାହାହେଲେ ହେଲେ ଗୋଟେ ବଙ୍ଗାଳି Hero ଙ୍କୁ ଦେଖନ୍ତୁ ବାହାଘର ସମ୍ପୂର୍ଣ ଭିଡ଼ିଓ !

ହେଲୋ ଫ୍ରେଣ୍ଡ୍ ଏବେ ଆସି ଯାଉଛି ଏକ ବୋହୁତ ବଡ ଖୁସୀ ଖବର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଇଛନ୍ତି …

Leave a Reply

Your email address will not be published.