Breaking News

ଓଡିଆ ସିଙ୍ଗର ଇପ୍ସିତା (Ipseeta) ତାଙ୍କର ପ୍ରଥମ ଦିନ କେମିତି ଶାଶୂ ଘରେ କାଟିଲେ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଗତକାଲି ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଗାୟକ କୁଳଦୀପ ଓ ଗାୟିକା ଈପ୍ସିତା ଉଭୟ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି । ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଉଭୟ ଙ୍କ ବିବାହ ଘର ବେସ ଧୁମଧାମ ରେ ହୋଇଥିଲା ।

ତାହେଲେ ବନ୍ଧୁଗଣ ଆପଣ ମାନେ ଗାୟକ କୁଳଦୀପ ପଟ୍ଟନାୟକ ଙ୍କୁ ବେସ ଭଲ ଭାବ ରେ ଜାଣିଥିବେ , ତେବେ ଏହି ଗାୟକ ଜଣକ ବର୍ତ୍ତମାନ ସମୟ ରେ ଓଡିଶା ର ଘରେ ଘରେ ନିଜ ସୁ ମଧୁର କଣ୍ଠ ପାଇଁ । ତାହେଲେ ବନ୍ଧୁଗଣ ଆପଣ କୁଳଦୀପ କଣ୍ଠ ରୁ ବହୁ ସାରା ଗୀତ ନିଶ୍ଚିତ ଭାବ ରେ ଦେଖିଥିବେ । ତେବେ ତାଙ୍କର ସମସ୍ତ ଗୀତ ବେସ ହୃଦୟସ୍ପର୍ଶୀ । ବର୍ତ୍ତମାନ ସମୟ ରେ ମଧ୍ୟ ତାଙ୍କ ବହୁତ ଗୀତ ସୋସିଆଲ ମିଡିଆ ରେ ବେସ ଚର୍ଚ୍ଚା ରେ ଅଛି ।

ଠିକ ସେହିଭଳି ଆପଣ ମାନେ ଗାୟିକା ଈପ୍ସିତା ଙ୍କୁ ବେସ ଭଲ ଭାବ ରେ ଜାଣିଥିବେ , ତେବେ ଏହି ଗାୟିକା ଜଣକ ନିଜ ସୁ ମଧୁର କଣ୍ଠ ପାଇଁ ବେସ ଲୋକ ପ୍ରିୟ , ତାହେଲେ ବନ୍ଧୁଗଣ ଆପଣ ମାନେ ଈପ୍ସିତା ଙ୍କୁ ପ୍ରାୟ ଅଧିକ ଦେଖିଥିବେ ପ୍ରାର୍ଥନା ଚ୍ୟାନେଲ ରେ ପ୍ରସାରିତ ହେଉଥିବା ଲୋକ ପ୍ରିୟ ରିଆଲିଟି ସୋ ଭଜନ ଅନ୍ତକ୍ଷ୍ୟାରୀ ରେ , ତେବେ ଏହି ସୋ ରେ ଆପଣ ମାନେ ନିଶ୍ଚୟ ତାଙ୍କ ସୁ ମଧୁର କଣ୍ଠ ରୁ ବହୁ ସାରା ଗୀତ ନିଶ୍ଚୟ ଶୁଣିଥିବେ ।

ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ କୁଳଦୀପ ଏବଂ ଈପ୍ସିତା ଙ୍କ ର ଅତି ନିକଟ ରେ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି । ତେବେ ଈପ୍ସିତା ନିଜ ଶାଶୁଘରେ ବା କୁଳଦୀପ ଙ୍କ ଘରେ ବେସ ଖୁସି ରେ ଅଛନ୍ତି ଓ ବିବାହ କରିବା ର ପ୍ରଥମ ଦିନ ଟି ବେସ ଖୁସି ରେ ଅତି ବାହିତ ହୋଇଛି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ସରିଲା ରିୟା ଦେଙ୍କର ବାହାଘର ରିୟା ବାହାହେଲେ ହେଲେ ଗୋଟେ ବଙ୍ଗାଳି Hero ଙ୍କୁ ଦେଖନ୍ତୁ ବାହାଘର ସମ୍ପୂର୍ଣ ଭିଡ଼ିଓ !

ହେଲୋ ଫ୍ରେଣ୍ଡ୍ ଏବେ ଆସି ଯାଉଛି ଏକ ବୋହୁତ ବଡ ଖୁସୀ ଖବର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଇଛନ୍ତି …

Leave a Reply

Your email address will not be published.