Breaking News

ଓଡିଶାର ସବୁଠାରୁ ଲୋକପ୍ରିୟ ଯୋଡି ରୂପା ପିଣ୍ଟୁ (Rupa Pintu) ପ୍ରଥମ ଥର ପାଇଁ ଗାଇଲେ ଗୀତ, କାଟିଲେ ଅସୀମା ଓ ହ୍ୟୁମାନଙ୍କ ରେକର୍ଡ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ ଏହି ଡିଜିଟାଲ ଦୁନିଆ ରେ ଅନଲାଇନ ବେସ ଗୁରୁତ୍ୱପୂର୍ଣ୍ଣ , ଆଜି କାଲୀ ଅନଲାଇନ ମାଧ୍ୟମ ରେ ସବୁକିଛି ହୋଇ ପାରୁଛି , ଏହି ଅନଲାଇନ ମାଧ୍ୟମ ରେ ସବୁ କିଛି କାର୍ଯ୍ୟ ହେଉଛି । ଆଜିକାଲି ନିଜ ମୋବାଇଲ ମାଧ୍ୟମ ରେ ଲୋକ ମାନେ ସବୁକିଛି କାମ ଅତି ସହଜ ରେ କରି ପାରୁଛନ୍ତି , ତେବେ ଆପଣ ଙ୍କୁ ଯେଉଁ ଜିନିଷ ଟି ଆସୁ ନହିଁ ତାହା ଆପଣ ମାନେ ଅନଲାଇନ ମାଧ୍ୟମ ରେ ବେସ ସହଜ ରେ ଜାଣି ପାରିବେ । ବର୍ତ୍ତମାନ ସମୟ ରେ ଛୋଟ ପିଲା ଙ୍କ ଠାରୁ ବୃଦ୍ଧ ଲୋକ ମାନ ଙ୍କ ପର୍ଯ୍ୟନ୍ତ ସୋସିଆଲ ମିଡିଆ ରେ ବେସ ଆକ୍ଟିଭ ରହୁଛି ।


ତାହେଲେ ବନ୍ଧୁଗଣ ସବୁଠୁ ବଡ କଥା ହେଲା ଏହି ନଲାଇନ ମାଧ୍ୟମ ରେ ଲୋକ ମାନେ ବେସ ଭଲ ପଇସା ପାଉଛନ୍ତି । ଲୋକ ମାନେ ଭଲ ରୋଜଗାର କରି ପାରୁଛନ୍ତି ଏହି ନଲାଇନ ମାଧ୍ୟମ ରେ । ତାହେଲେ ବନ୍ଧୁଗଣ yutube,Instagram , ଫେସବୁକ ଆଦି ଏହି ଭଳି ସୋସିଆଲ ମିଡିଆ ରୁ ବହୁତ ଲୋକ ବେସ ଭଲ ଟଙ୍କା ଇନିକମ କରି ପାରୁଛନ୍ତି । ତାହେଲେ ବନ୍ଧୁଗଣ ଆମ ଭାରତ ଦେଶ ଓ ବିଶ୍ଵ ର ଅନେକ ଲୋକ ଏହି ସୋସିଆଲ ମିଡିଆ ଆକାଉଣ୍ଟ ରୁ ବେସ ଭଲ ପଇସା ରୋଜଗାର କରୁଛନ୍ତି ।

ତାହେଲେ ବନ୍ଧୁଗଣ ଆମ ଓଡିଶା ରେ ମଧ୍ୟ ଅନେକ ଲୋକ ଅଛନ୍ତି ଯେଉଁ ମାନେ ଭଲ ପଇସା ଇନିକମ କରୁଛନ୍ତି । ତାହେଲେ ବନ୍ଧୁଗଣ ଭଲ ରୋଜଗାର କରିବା ସହିତ ଭଲ ଲୋକ ପରିଚିତ ମଧ୍ୟ ହେଉଛନ୍ତି । ତେବେ ବର୍ତ୍ତମାନ ସମୟ ରେ ଯେମିତି ଆମ ଓଡିଶା ର ଲୋକ ପ୍ରିୟ ଯୋଡି ରୂପା, ପିଣ୍ଟୁ ବେସ ଚର୍ଚ୍ଚା ରେ ଅଛନ୍ତି ଓ ସେମାନ ଙ୍କ youtube ଚ୍ଯାନେଲ ମଧ୍ୟ ବେସ ଚର୍ଚ୍ଚା ରେ ଅଛି ।


ତାହେଲେ ବନ୍ଧୁଗଣ ଏହି ଦୁଇ ଙ୍କୁ ଲୋକ ମାନେ ବହୁତ ସାରା ଭଲ ପାଇବା ଦେଉଛନ୍ତି , ଏହି ଦୁଇ ଯୋଡି ଙ୍କ ଆଗକୁ ଏକ ଆଲ୍ବମ ଆସିବାକୁ ଯାଉଛି ଓ ଏହି ଆଲବମ ଗୀତ କୁ ହ୍ୟୁମାନ ସାଗର ଏବଂ ଜଣେ ଲୋକ ପ୍ରିୟ ଗାୟିକା ଗାଇଛନ୍ତି ॥ ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ବର୍ଷା (Varsha) ଅନୁଭବ (Anubhav) ଙ୍କ ଠାରୁ ଅଲଗା ହେବା ପରେ ତାଙ୍କର ଅବସ୍ଥା ଏବେ ଏମିତି, ଦେଖିଲେ ଆଖି ଓଦା ହୋଇଯିବେ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତ୍ରୀ ମାନେ ସୋସିଆଲ …

Leave a Reply

Your email address will not be published. Required fields are marked *