Breaking News

କୂଳଦୀପ (Kuldeep) ଓ ଇପ୍ସିତା (Ipseeta) ଙ୍କ ବାହାଘରରେ ସୁର ରାଉତରାୟ ଙ୍କ କଥା ଶୁଣିଲେ ହସି ହସି ଗଡିଯିବେ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ କଂଗ୍ରେସ ର ବରିଷ୍ଠ ନେତା ବା ଜଟଣୀ ବିଧାୟକ ସୁରେଶ ରାଉତରାୟ ଙ୍କୁ ବେସ ଭଲ ଭାବ ରେ ଜାଣିଥିବେ , ତାହେଲେ ସୁର ଭାଇ ନିଜ କଥା ଶୈଳୀ ପାଇଁ ବେସ ଲୋକ ପ୍ରିୟ । ତାହେଲେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ବହୁ ଯୁବପିଢି ମାନେ ତାଙ୍କୁ ଅଜା ବୋଲି ସମ୍ବୋଧନ କରିଥାନ୍ତି ।

ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ସୁର ଜା ସୋସିଆଲ ମିଡିଆ ରେ ବେସ ଚର୍ଚ୍ଚା ରେ ଥାଆନ୍ତି ନିଜ କଥା ଶୈଳୀ କୁ ନେଇ , ତେବେ ବର୍ତ୍ତମାନ ସମୟ ରେ ପୁଣି ଚର୍ଚ୍ଚା ରେ ଅଛନ୍ତି ନିଜ କଥା ଶୈଳୀ ପାଇଁ , ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ଅତି ନିକଟ ରେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଗାୟକ କୁଳଦୀପ ଓ ଗାୟିକା ଈପ୍ସିତା ଙ୍କୁ ଆପଣ ମାନେ ବେସ ଭଲ ଭାବ ରେ ଜାଣିଥିବେ । ତାହେଲେ ଉଭୟ ନିଜ ସୁ ମଧୁର କଣ୍ଠ ପାଇଁ ଓଡିଶା ରେ ବେସ ପରିଚିତ ।

ଏହି ଦୁଇ ପରସ୍ପର କୁ ଭଲ ପାଇ ଗତକାଲି ବିବାହ କରିଛନ୍ତି , ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଉଭୟ ଙ୍କ ବିବାହ ଘର ଟି ବେସ ଧୁମଧାମ ରେ ହୋଇଥିଲା ଓ ଏହି ଭିଡିଓ ଟି ଆପଣ ମାନେ ସୋସିଆଲ ମିଡିଆ ରେ ବେସ ଭଲ ଭାବ ରେ ଦେଖିଥିବେ । ତେବେ ଉଭୟ ଙ୍କ ବିବାହ ଘର ରେ ବହୁ ଓଡିଆ ସେଲିବ୍ରେଟି ମାନେ ଯୋଗ ଦେଇଥିଲେ ଓ ବହୁତ ସାରା ମଜା ମସ୍ତିକରିଥିଲେ ।

ତାହେଲେ ବନ୍ଧୁଗଣ ଏହି ବିବାହ ଘର ସୁର ଅଜା ମଧ୍ୟ ଉପସ୍ଥିତ ଥିଲେ , ତେବେ ଉଭୟ ଙ୍କୁ ସୁର ଅଜା ଆର୍ଶୀବାଦ ଦେଇ ମାଡିଚାଳ କହିଥିଲେ । ତେବେ ଏହି ଦୃଶ୍ୟ ଟି ବର୍ତ୍ତମାନ ସମୟ ରେ ସୋସିଆଲ ମିଡିଆ ରେ ବହୁ ପରିମାଣ ରେ ଭାଇରାଲ ହେବା ରେ ଲାଗିଛି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ବର୍ଷା (Varsha) ଅନୁଭବ (Anubhav) ଙ୍କ ଠାରୁ ଅଲଗା ହେବା ପରେ ତାଙ୍କର ଅବସ୍ଥା ଏବେ ଏମିତି, ଦେଖିଲେ ଆଖି ଓଦା ହୋଇଯିବେ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତ୍ରୀ ମାନେ ସୋସିଆଲ …

Leave a Reply

Your email address will not be published. Required fields are marked *