Breaking News

ପୁରୀ ସମୁଦ୍ରକୂଳରେ ସୋମାଲିନ (Somalin) ଓ ତାଙ୍କ ସ୍ଵାମୀଙ୍କ ରୋ-ମା-ନ୍ସ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଚଳିତ ବର୍ଷ ଆମ ଓଡିଆ ଇଣ୍ଡଷ୍ଟ୍ରି ରେ ଅନେକ ଲୋକ ପ୍ରିୟ ଅଭିନେତ୍ରୀ ମାନେ ବିବାହ ବନ୍ଧନ ରେ ବାନ୍ଧି ହେବା ପରେ ନିଜ ଶାଶୁଘରେ ବେସ ହସ ଖୁସି ରେ ଅଛନ୍ତି । ତାହେଲେ ବନ୍ଧୁଗଣ ଆଜି ଆମେ ଯେଉଁ ଅଭିନେତ୍ରୀ ଙ୍କ ବିଷୟ ରେ ଜାଣିବା କୁ ପାଇବା ଏହି ଅଭିନେତ୍ରୀ ଜଣକ ବିବାହ ପରେ ସୋସିଆଲ ମିଡିଆ ରେ ବେସ ଆକ୍ଟିଭ ରହୁଛନ୍ତି ।

ତାହେଲେ ବନ୍ଧୁଗଣ ଏହି ଅଭିନେତ୍ରୀ ଜଣକ ହେଉଛନ୍ତି ସୋମାଲିନ ପରିଡା , ତାହେଲେ ବନ୍ଧୁଗଣ ଆପଣ ମାନେ ସୋମାଲିନ ପରିଡା ଙ୍କୁ ବେସ ଭଲ ଭାବ ରେ ଜାଣିଥିବେ ତେବେ ଅଭିନେତ୍ରୀ ସୋମାଲିନ ଓ ତାଙ୍କ ଭଉଣୀ ଉଭୟ ଏକାଠି ହୋଇ ଏକ ରିଆଲିଟି ସୋ ରେ ବିଜେତା ହୋଇଥିଲେ ଓ ପରବର୍ତ୍ତୀ ସମୟ ରେ ନିଜ ଜବରଦସ୍ତ ଅଭିନୟ ପାଇଁ ବେସ ଲୋକ ପ୍ରିୟ ହୋଇ ପାରିଥିଲେ ।

ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ସୋମାଲିନ ଓ ଜାଙ୍କଲିନ ଏହି ଦୁଇ ଭଉଣୀ ଆମ ଓଡିଆ ଇଣ୍ଡଷ୍ଟ୍ରି ରେ ଟ୍ଵିନ ସିଷ୍ଟର ଭାବେ ବେସ ପରିଚିତ । ତାହେଲେ ବନ୍ଧୁଗଣ ଗତ କିଛି ମାସ ତଳେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତା ଅରବିନ୍ଦ ଙ୍କୁ ଜାଙ୍କଲିନ ଭଲ ପାଇ ବିବାହ କରିଥିଲେ । ତେବେ ବର୍ତ୍ତମାନ ସମୟ ରେ ସୋମାଲିନ ମଧ୍ୟ ବିବାହ ବନ୍ଧନ ରେ ବାନ୍ଧି ହୋଇ ସାରିଛନ୍ତି ।

ତାହେଲେ ବନ୍ଧୁଗଣ ସୋମାଲିନ ବିବାହ ବନ୍ଧନ ରେ ବାନ୍ଧି ହେବା ନିଜ ଶାଶୁଘରେ ରହି ସୋସିଆଲ ମିଡିଆ ରେ ନିଜ ସ୍ଵାମୀ ନିଶୀଥ ଙ୍କ ସହିତ ବେସ ଆକ୍ଟିଭ ରହୁଛନ୍ତି । ତେବେ ବର୍ତ୍ତମାନ ସ୍ମାୟ ର ଏ ଉଭୟ ଙ୍କ ଏକ ଭିଡିଓ ସୋସିଆଲ ମିଡିଆ ରେ ବହୁ ପରିମାଣ ରେ ଭାଇର ହେବା ରେ ଲାଗିଛି ଓ ଏହି ଭିଡିଓ ରେ ସୋମାଲିନ ଓ ତାଙ୍କ ସ୍ଵାମୀ ପୁରୀ ସମୁଦ୍ର କୁଳ ରେ ମଜା ମସ୍ତି କରୁଥିବାର ଦେଖିବାକୁ ମିଳିଛି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ବର୍ଷା (Varsha) ଅନୁଭବ (Anubhav) ଙ୍କ ଠାରୁ ଅଲଗା ହେବା ପରେ ତାଙ୍କର ଅବସ୍ଥା ଏବେ ଏମିତି, ଦେଖିଲେ ଆଖି ଓଦା ହୋଇଯିବେ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତ୍ରୀ ମାନେ ସୋସିଆଲ …

Leave a Reply

Your email address will not be published. Required fields are marked *