Breaking News

କେନ୍ଦ୍ରପଡା ସାଂସଦ Anubhav Mohanty ଙ୍କ ଡକ୍ଟରେଟ ଉପାଧି ଉପରେ ଉଠିଲା ପ୍ରଶ୍ନବାଚୀ? କଂଗ୍ରେସ ଓ ବିଜେପି ଏମିତି କଥା କହିଲେ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ଆପଣ ମାନ ଙ୍କ ପ୍ରିୟ ଅଭିନେତା ବା କେନ୍ଦ୍ରପଡା ସାଂସଦ ଅନୁଭବ ମହାନ୍ତି ବେସ ଚର୍ଚ୍ଚା ରେ ଅଛନ୍ତି ଡକ୍ତରେଟ ପାଇଁ । ସାଂସଦ ଅନୁଭବ ମହାନ୍ତି ଙ୍କୁ ବେନାମୀ କଲେଜ ରୁ ମିଳିଛି ଉପାଧି । ତେବେ କଲେଜ ର ଆକ୍ରଡେଶନ ନାହିଁ ଅପରେସନାଲ କ୍ୟାମ୍ପସ ନହିଁ । ତେବେ ଫାକଲଟି ଙ୍କ ବିଷୟ ରେ ନହିଁ କି କୌନଶୀ ସୂଚନା ନହିଁ ।


ତାହେଲେ ବନ୍ଧୁଗଣ ଡିସେମ୍ବର 7 ତାରିଖ ରେ ଦିଲ୍ଲୀ ରେ ଏହି ସମ୍ମାନ ପାଇଥିଲେ ଅନୁଭବ । ତେବେ ଫେକ ୟୁନିଭର୍ସିଟି ରୁ ଫେକ ଡିଗ୍ରୀ । ତେବେ ଆମେରିକା ରେ ଇଣ୍ଟରନ୍ୟାସନାଲ ୟୁନିଭର୍ସିଟି ରୁ ସମ୍ମାନ ସୂଚକ ଡକ୍ତରେଟ ପାଇଛନ୍ତି କେନ୍ଦ୍ରପଡା ର ସାଂସଦ ଅନୁଭବ ମହାନ୍ତି । ତାହେଲେ ବନ୍ଧୁଗଣ ଯେଉଁ ଅନୁଷ୍ଠାନ ଏହି ଉପାଧି ଦେଇଛି ଆପଣ ସେହି ଅନୁଷ୍ଠାନ ବିଷୟ ରେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ।

ତାହେଲେ ବନ୍ଧୁଗଣ ସମ୍ମାନ ସୂଚକ ପାଇଥିବା ଡକ୍ତରେଟ ଉପାଧି ର ପ୍ରଦାନ କରିଥିବା ଅନୁଷ୍ଠାନ ବିଷୟ ରେ କୌଣସି ସୂଚନା ନହିଁ କିନ୍ତୁ ସେହି ଅନୁଷ୍ଠାନ ର ଏକ ୱେବ ପୋର୍ଟାଲ ରହିଛି ଓ ଏହି ୱେବ ପୋର୍ଟାଲ ରୁ ସ୍ପଷ୍ଟ ଭାବେ ଜଣା ପଡୁଛି ଯେ ଅକ୍ଟୋବର 21 ତାରିଖ 2021 ରେ ଏହା ପଞ୍ଜୀକୃତ ହୋଇଛି । ତେବେ ବିଶ୍ଵ ବିଦ୍ୟାଳୟ ରେ ଏହି ପୋର୍ଟାଲ ରେ କେବଲ ଚେୟାର ମ୍ୟାନ ଫଟୋ ଓ ତାଙ୍କ ନାମ ରହିଛି କିନ୍ତୁ ପ୍ରିନ୍ସପାଳ ଏବଂ ଫାକଲଟି ଙ୍କ ବିଷୟ ରେ ଉଲ୍ଲେଖ ନହିଁ ।


ତାହେଲେ ବନ୍ଧୁଗଣ ଯେ କୌଣସି ଶିକ୍ଷାନୁଷ୍ଠାନ ହେଉନା କାହିଁକି ଫାକଲଟି ଏବଂ ପ୍ରିନ୍ସପାଳ ଙ୍କ ବିଷୟ ରେ ନିହାତି ଥିବା ଆବଶ୍ୟକ । କିନ୍ତୁ ଏହି ଶିକ୍ଷାନୁଷ୍ଠାନ ରେ କେବଳ ଚେୟାର ମ୍ୟାନ ଙ୍କ ନାମ ରହିଛି ଯାହାକି ଗୁଗୁଲି ରେ ସର୍ଚ କଲେ ମଧ୍ୟ ମିଳୁନାହିଁ । ତେବେ ବନ୍ଧୁଗଣ ନିକଟ ରେ ଦିଲ୍ଲୀ ର ଇଣ୍ଡିଆ ଇଣ୍ଟରନ୍ୟାସନାଲ ସେଣ୍ଟର ରେ ରେ ଅନୁଭବ ଙ୍କୁ ଡକ୍ତରେଟ ଉପାଧି ସହିତ ଇଣ୍ଟରନ୍ୟାସନଳ ହ୍ୟୁମାନ ରାଇଟିସ ଡିଫେଣ୍ଡରସ 2021 ଆୱାର୍ଡ ମିଳିଥିଲା ।

ତେବେ ବନ୍ଧୁଗଣ ସବୁଠୁ ବଡ କଥା ହେଲା ଯେ ସୋସିଆଲ ମିଡିଆ ରେ ବେସ ଆକ୍ଟିଭ ରହୁଥିବା ଅଭିନେତା ଅନୁଭବ କଣ ପାଇଁ ଏତେବେଦ ଉପାଧି ପାଇଥିଲେ ନିଜ ସୋସିଆଲ ମିଡିଆ ଆକାଉଣ୍ଟ ରେ ପୋଷ୍ଟ କରିନ ଥିଲେ ଯାହାକି ଚର୍ଚ୍ଚା ର ବିଷୟ ପାଲଟିଛି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ବର୍ଷା (Varsha) ଅନୁଭବ (Anubhav) ଙ୍କ ଠାରୁ ଅଲଗା ହେବା ପରେ ତାଙ୍କର ଅବସ୍ଥା ଏବେ ଏମିତି, ଦେଖିଲେ ଆଖି ଓଦା ହୋଇଯିବେ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତ୍ରୀ ମାନେ ସୋସିଆଲ …

Leave a Reply

Your email address will not be published. Required fields are marked *