Breaking News

ବିବାହ ବେଦୀ ଉପରେ ଗୀତ ଗାଇଲେ କୂଳଦୀପ (Kuldeep), ହାତଗଣ୍ଠି ଫିଟାଇବା ସମୟରେ ଶାଳି ଶୁଣିବ ପାଇଁ ଚାହିଲେ ଗୀତ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଆମ ଓଡିଆ ଇଣ୍ଡଷ୍ଟ୍ରି ରେ ଅନେକ ଲୋକ ପ୍ରିୟ ଗାୟକ ଓ ଗାୟିକା ଅଛନ୍ତି ଓ ଏହି ଗାୟକ ଗାୟିକା ମାନେ ନିଜ ସୁ ମଧୁର କଣ୍ଠ ପାଇଁ ବେସ ଲୋକ ପ୍ରିୟ । ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଏହି ଗାୟକ ଓ ଗାୟିକା ମାନ ଙ୍କ ଗୀତ ବେସ ହୃଦୟସ୍ପର୍ଶୀ ହୋଇଥାଏ ।


ତାହେଲେ ବନ୍ଧୁଗଣ ଆପଣ ମାନେ ଗାୟକ କୁଳଦୀପ ଙ୍କୁ ବେସ ଭଲ ଭାବ ରେ ଜାଣିଥିବେ , ତେବେ ଏହି ଗାୟକ ଜଣକ ନିଜ ସୁ ମଧୁର କଣ୍ଠ ପାଇଁ ବେସ ଲୋକପ୍ରିୟ । ତାହେଲେ ବନ୍ଧୁଗଣ ତାଙ୍କର ସମସ୍ତ ଗୀତ ହୃଦୟ ଙ୍କୁ ଛୁଇଂଲା ଭଳି ଗୀତ । ତାହେଲେ ବନ୍ଧୁଗଣ କୁଳଦୀପ ଅତି ନିକଟ ରେ କିଛି ଆଲବମ ଗୀତ ଗାଇଛନ୍ତି ଓ ଏହି ସମସ୍ତ ଗୀତ ମଧ୍ୟ ସୁପର ହିଟ ହେବା ସହିତ ସୋସିଆଲ ମିଡିଆ ରେ ବର୍ତ୍ତମାନ ସମୟ ରେ ବେସ ଚର୍ଚ୍ଚା ରେ ରହିଛି ।

ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଗାୟକ କୁଳଦୀପ ଗତକାଲି ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ଗାୟିକା ଇପ୍ସିତା ପଣ୍ଡା ଙ୍କୁ ବିବାହ କରିଛନ୍ତି , ତାହେଲେ ବନ୍ଧୁଗଣ ଆପଣ ମାନେ ଈପ୍ସିତା ଙ୍କୁ ବେସ ଭଲ ଭାବ ରେ ଜାଣିଥିବେ । ତାହେଲେ ବନ୍ଧୁଗଣ ଗତକାଲି ଉଭୟ ଙ୍କ ବିବାହ ବେସ ଧୁମଧାମ ରେ ହୋଇଥିଲା । ତାହେଲେ ବର୍ତ୍ତମାନ ସମୟ ରେ ଉଭୟ ଙ୍କ ର ବିବାହ ଦୃଶ୍ୟ ସୋସିଆଲ ମିଡିଆ ରେ ବହୁ ପରିମାଣ ରେ ଭାଇରାଲ ହେବା ରେ ଲାଗିଛି ।


ତାହେଲେ ବନ୍ଧୁଗଣ ଏହି ବିବାହ ଘର ଦୃଶ୍ୟ ମଧ୍ୟ ରୁ ହାତ ଗଣ୍ଠି ର ଦୃଶ୍ୟ ସୋସିଆଲ ମିଡିଆ ରେ ବହୁ ପରିମାଣ ରେ ଭାଇରାଲ ହେବ ରେ ଲାଗିଛି , ହାତ ଗଣ୍ଠି ପଡିଥିବା ସମୟ ରେ ଗାୟକ କୁଳଦୀପ ସମସ୍ତ ଙ୍କ ସମ୍ମୁଖ ରେ ଏକ ଗୀତ ଗାଇଥିଲେ ଓ ଏହି ଗୀତ ଗାଇବା ସମୟ ରେ ତାଙ୍କ ଆଖିରୁ ଲୁହ ପଳାଇ ଆସିଥିଲା ଓ ଏହି ଦୃଶ୍ୟ ସୋସିଆଲ ମିଡିଆ ରେ ବହୁ ପରିମାଣ ର ଏ ଭାଇରାଲ ହେବା ରେ ଲାଗିଛି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ବର୍ଷା (Varsha) ଅନୁଭବ (Anubhav) ଙ୍କ ଠାରୁ ଅଲଗା ହେବା ପରେ ତାଙ୍କର ଅବସ୍ଥା ଏବେ ଏମିତି, ଦେଖିଲେ ଆଖି ଓଦା ହୋଇଯିବେ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତ୍ରୀ ମାନେ ସୋସିଆଲ …

Leave a Reply

Your email address will not be published. Required fields are marked *