Breaking News

ଓଡିଆ ସିଙ୍ଗର ଯୋଡି (Kuldeep ଓ Ipseeta) ଙ୍କ ବାହାଘର ର ଫୁଲ ଭିଡିଓ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରି ରେ ଆନେ ଲୋକ ପ୍ରିୟ ଗାୟକ ଓ ଗାୟିକା ଅଛନ୍ତି , ତାହେଲେ ବନ୍ଧୁଗଣ ଏହି ସମସ୍ତ ଲୋକ ପ୍ରିୟ ଗାୟକ ଓ ଗାୟିକା ନିଜ ସୁ ମଧୁର କଣ୍ଠ ପାଇଁ ବେସ ଲୋକ ପ୍ରିୟ ହୋଇ ପାରିଛନ୍ତି । ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଏହି ଗାୟକ ଓ ଗାୟିକା ମାନ ଙ୍କ ମଧ୍ୟ ରୁ କମ ଗାୟକ ଓ ଗାୟିକା ଅଛନ୍ତି ଯେଉଁ ମାନେ ଭଲ ପାଇ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି ।


ତାହେଲେ ବନ୍ଧୁଗଣ ଗତକାଲି ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଗାୟକ ଓ ଗାୟିକା ମାନେ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି ,  ଏହି ଗାୟକ ଓ ଗାୟିକା ଜଣକ ହେଉଛନ୍ତି ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଗାୟକ କୁଳଦୀପ ପଟ୍ଟନାଏକ ଏବଂ ଗାୟିକା ଇପ୍ସିତା ପଣ୍ଡା , ତାହେଲେ ବନ୍ଧୁଗଣ ଆପଣ ମାନେ ନିଶ୍ଚୟ କୁଳଦୀପ ଙ୍କୁ ଜାଣିଥିବେ ଯାହାଙ୍କ ଗୀତ ବର୍ତ୍ତମାନ ସମୟ ରେ ବେସ ଚର୍ଚ୍ଚା ରେ ଅଛି ।


ଠିକ ସେହିଭଳି ଆପଣ ମାନେ ଈପ୍ସିତା ପଣ୍ଡା ଙ୍କୁ ବେସ ଭଲ ଭାବ ରେ ଜାଣିଥିବେ , ତାଙ୍କ ସୁ ମଧୁର କଣ୍ଠ ରୁ ବହୁସରା ଗୀତ ନିଶ୍ଚିତ ଭାବେ ଶୁଣିଥିବେ । ତେବେ ଏହି ଦୁଇ ଯୋଡି ନିଜ ସୁ ମଧୁର କଣ୍ଠ ପାଇଁ ବେସ ଲୋକ ପ୍ରିୟ ହେବା ସହିତ ବେସ ଲୋକ ପରିଚିତ ମଧ୍ୟ ।

ତାହେଲେ ବନ୍ଧୁଗଣ ଗତକାଲି ଏହି ଦୁଇ ଯୋଡି ଙ୍କ ବିବାହ ସରିଯାଇଛି ଓ ଉଭୟ ଙ୍କ ବିବାହ ଘର ଏ ବହୁସରା ଲୋକ ପ୍ରିୟ ଗାୟକ ଓ ଗାୟିକା ମାନେ ଉପସ୍ଥିତ ଥିଲେ । ତେବେ ଉଭୟ ଙ୍କ ବିବାହ ଟି ବେସ ଧୁମଧାମ ରେ ହୋଇଥିଲା ଓ ହସ ଖୁସି ରେ ବିବାହ ଟି ସମ୍ପନ୍ନ ହୋଇଥିଲା ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ବର୍ଷା (Varsha) ଅନୁଭବ (Anubhav) ଙ୍କ ଠାରୁ ଅଲଗା ହେବା ପରେ ତାଙ୍କର ଅବସ୍ଥା ଏବେ ଏମିତି, ଦେଖିଲେ ଆଖି ଓଦା ହୋଇଯିବେ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତ୍ରୀ ମାନେ ସୋସିଆଲ …

Leave a Reply

Your email address will not be published. Required fields are marked *