Breaking News

ସିନ୍ଦୁରର ଅଧିକାର ସିରିଏଲର ହିରୋଇନ ଇତି (Nilakhi) ଲୋକପ୍ରିୟ ଅଭିନେତ୍ରୀ ଅର୍ଚ୍ଚିତା (Archita) ଙ୍କ ସହ କରିବେ ସିନେମା! – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଆମ ଓଡିଆ ଇଣ୍ଡଷ୍ଟ୍ରି ରେ ଅନେକ ଲୋକ ପ୍ରିୟ ଅଭିନେତ୍ରୀ ମାନେ ଅଛନ୍ତି ଓ ଏହି ଅଭିନେତ୍ରୀ ମାନେ ଇଜ ଜବରଦସ୍ତ ଅଭିନୟ ପାଇଁ ବେସ ଲୋକ ପ୍ରିୟ । ତାହେଲେ ବନ୍ଧୁଗଣ ଆଜି ଆମେ ଯେଉଁ ଅଭିନେତ୍ରୀ ଙ୍କ ବିଷୟ ରେ କହିବାକୁ ଯାଉଛୁ ସେହି ଅଭିନେତ୍ରୀ ଜଣକ ବର୍ତ୍ତମାନ ସମୟ ରେ ଏକ ଧାରାବାହିକ ରେ ନଜର ଆସୁଛନ୍ତି ଓ ଏହି ଧାରାବାହିକ ଟି ହେଲା ସିନ୍ଦୁର ର ଅଧିକାର ଯାହାକି ତରଙ୍ଗ ଟିଭି ରେ ପ୍ରସାରିତ ହେଉଛି

ତାହେଲେ ବନ୍ଧୁଗଣ ଏହି ଧାରାବାହିକ ରେ ଅଭିନୟ କରୁଥିବା ଇତି ଙ୍କୁ ଆପଣ ମାନେ ବେସ ଭଲ ଭାବ ରେ ଜାଣିଥିବେ , ତେବେ ଇତି ଏହି ଧାରାବାହିକ ରେ ମୁଖ୍ୟ ଅଭିନେତ୍ରୀ ଭାବେ ନଜର ଆସୁଛନ୍ତି । ତାହେଲେ ବର୍ତ୍ତମାନ ସମୟ ରେ ଇତି ଙ୍କୁ ନେଇ ଏକ ବଡ ଖୁସି ଖବର ଆସିଛି , ତାହେଲେ ଆସନ୍ତୁ ଏହି ଖୁସି ର ଖବର ଟି କଣ ଜାଣିବା ।


ତାହେଲେ ବନ୍ଧୁଗଣ ଆପଣ ମାନେ ଅଭିନେତ୍ରୀ ଇତି ଙ୍କୁ ବେସ ଭଲ ଭାବ ରେ ଜାଣିଥିବେ , ତେବେ ଏହି ଅଭିନେତ୍ରୀ ଙ୍କ ଜବରଦସ୍ତ ଅଭିନୟ ନିଶ୍ଚୟ ଦେଖୁଥିବେ ତରଂଗ ଟିଭି ର ଲୋକ ପ୍ରିୟ ଧାରାବାହିକ ସିନ୍ଦୁର ର ଅଧିକାର ରେ । ତେବେ ଏହି ଧାରାବାହିକ ରେ ମୁଖ୍ୟ ଅଭିନେତ୍ରୀ ଭୂମିକା ରେ ଇତି ନିଜ ଜବରଦସ୍ତ ଅଭିନୟ ଦେଖାଇ ବେସ ଲୋକ ପ୍ରିୟ ହୋଇପାରିଛନ୍ତି ।

ତାହେଲେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଇତି ନିଜ ସୋସିଆଲ ମିଡିଆ ଆକାଉଣ୍ଟ ରେ କିଛି ଫଟୋ ପୋଷ୍ଟ କରିଥିଲେ । ତେବେ ଏହି ଫଟୋ ଓଡିଆ ଚଳଚିତ୍ର ର ଅଭିନେତ୍ରୀ ଅର୍ଚ୍ଚିତା ସହିତ ନଜର ଆସିଥିଲେ । ତେବେ ଇତି ଙ୍କ ର ସ୍ଵପ୍ନ ଥିଲା ଯେ ସେ କେବେ ଅଭିନେତ୍ରୀ ଅର୍ଚ୍ଚିତା ଙ୍କ ସହ ଦେଖା କରିବେ ତାଙ୍କ ସହିତ ମିଶି ଫଟୋ ଉଠାଇବେ ଓ ତାଙ୍କ ସହିତ ମିଶି ଏକ ଚଳଚିତ୍ର ରେ ଅଭିନୟ କରିବେ ।

ତାହେଲେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ତାଙ୍କ ସ୍ଵପ୍ନ ସତ ହୋଇଛି , ତେବେ ତାଙ୍କର ଆଉ ଏକ ସ୍ଵପ୍ନ ରହିଲା ଯେ ସେ ଅର୍ଚ୍ଚିତା ଙ୍କ ସହ ଏକ ଚଳଚିତ୍ର ରେ ଅଭିନୟ କରିବେ , ତେବେ ଏହି ସ୍ଵପ୍ନ ମଧ୍ୟ ଆଗାମୀ ଦିନ ମାନ ଙ୍କ ଭିତରେ ନିଶ୍ଚୟ ସତ ହେବ ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ସରିଲା ରିୟା ଦେଙ୍କର ବାହାଘର ରିୟା ବାହାହେଲେ ହେଲେ ଗୋଟେ ବଙ୍ଗାଳି Hero ଙ୍କୁ ଦେଖନ୍ତୁ ବାହାଘର ସମ୍ପୂର୍ଣ ଭିଡ଼ିଓ !

ହେଲୋ ଫ୍ରେଣ୍ଡ୍ ଏବେ ଆସି ଯାଉଛି ଏକ ବୋହୁତ ବଡ ଖୁସୀ ଖବର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଇଛନ୍ତି …

Leave a Reply

Your email address will not be published.