Breaking News

ଓଡିଶାର ଦୁଇ ଲୋକପ୍ରିୟ ସିଙ୍ଗର ଈପ୍ସିତା (Ipseeta Panda) ଓ କୂଳଦୀପ (Kuldeep) ଙ୍କ ବିବାହ ପୂର୍ବରୁ ରୋ-ମା-ନ୍ସ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଆମ ଓଡିଆ ଇଣ୍ଡଷ୍ଟ୍ରି ରେ ଅନେକ ଲୋକ ପ୍ରିୟ ଗାୟକ ଓ ଗାୟିକା ଅଛନ୍ତି । ତେବେ ଏହି ଗାୟକ ଓ ଗାୟିକା ମାନେ ନିଜ ସୁ ମଧୁର କଣ୍ଠ ପାଇଁ ବେସ ଲୋକପ୍ରିୟ । ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ଏହି ଗାୟକ ଓ ଗାୟିକା ମାନ ଙ୍କ ମଧ୍ୟ ବହୁ ଗାୟକ ଓ ଗାୟିକା ବିବାହ ବନ୍ଧନ ରେ ବାନ୍ଧି ହୋଇସାରିଛନ୍ତି , ତାହେଲେ ବନ୍ଧୁଗଣ ଆଜି ଆମେ ଯେଉଁ ଗାୟକ ଓ ଗାୟିକା ଙ୍କ ବିଷୟ ରେ କହିବାକୁ ଯାଉଛୁ ଏହି ଗାୟକ ଗାୟିକା ଓଡିଶା ର ଘରେ ଘରେ ପରିଚିତ ।


ଏହି ଗାୟକ ଓ ଗାୟିକା ହେଉଛନ୍ତି ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଗାୟକ କୁଳଦୀପ ଓ ଗାୟିକା ଇପ୍ସିତା , ତାହେଲେ ବନ୍ଧୁଗଣ ଆପଣ ଏହି ଦୁଇ ଯୋଡି ଙ୍କୁ ବେସ ଭଲ ଭାବ ରେ ଜାଣିଥିବେ । ତେବେ ଏହି ଦୁଇ ଯୋଡି ବିବାହ ବନ୍ଧନ ରେ ବାନ୍ଧି ହେବା କୁ ଯାଉଛନ୍ତି । ତାହେଲେ ବନ୍ଧୁଗଣ ପରସ୍ପର କୁ ଭଲ ପାଇ ବିବାହ ବନ୍ଧନ ର ଏ ବାନ୍ଧି ହେବାକୁ ଯାଉଛନ୍ତି ।

ତାହେଲେ ବନ୍ଧୁଗଣ ଆପଣ ମାନେ କୁଳଦୀପ ଙ୍କୁ ବେସ ଭଲ ଭାବ ରେ ଜାଣିଥିବେ , ତେବେ ଏହି ଗାୟକ ଙ୍କ ର ଆଲବମ ଗୀତ ବର୍ତ୍ତମାନ ସମୟ ରେ ବେସ ଚର୍ଚ୍ଚା ରେ ଅଛି । ତେବେ ତାଙ୍କର ସମସ୍ତ ଗୀତ ବେସ ସୁପର ହିତ ହୋଇଛି ଓ ଦର୍ଶକ ମାନେ ମଧ୍ୟ ପସନ୍ଦ କରିଛନ୍ତି । ଠିକ ସେହିଭଳି ଭାବେ ଆପଣ ମାନେ ଇପ୍ସିତା ଙ୍କୁ ବେସ ଭଲ ଭାବ ରେ ଜାଣିଥିବେ ଏହି ଗାୟିକା ଜଣକ ନିଜ ସୁ ମଧୁର କଣ୍ଠ ପାଇଁ ବେସ ଲୋକ ପ୍ରିୟ ।

ତେବେ ବର୍ତ୍ତମାନ ସମୟ ରେ ଏହି ଦୁଇ ଯୋଡି ଙ୍କ ବିବାହ ପୂର୍ବ ର କିଛି ଦୃଶ୍ୟ ସୋସିଆଲ ମିଡିଆ ରେ ବହୁ ପରିମାଣ ରେ ଭାଇରାଲ ହେବା ରେ ଲାଗିଛି ଓ ଏହି ଭିଡିଓ ରେ ଉଭୟ ନିଜ ବିବାହ ର ଆଲବମ ପାଇଁ ଫଟୋ ଉଠାଉ ଥିବାର ଦୃଶ୍ୟ ଦେଖିବାକୁ ମିଳିଛି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ବର୍ଷା (Varsha) ଅନୁଭବ (Anubhav) ଙ୍କ ଠାରୁ ଅଲଗା ହେବା ପରେ ତାଙ୍କର ଅବସ୍ଥା ଏବେ ଏମିତି, ଦେଖିଲେ ଆଖି ଓଦା ହୋଇଯିବେ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତ୍ରୀ ମାନେ ସୋସିଆଲ …

Leave a Reply

Your email address will not be published. Required fields are marked *