Breaking News

ସୁମିତ ଏଯାଏଁ ମୋତେ ଫୋନ୍ କରିନାହାନ୍ତି, ମୁଁ ଏଯାଏଁ ଖାଇ ଖାଇନଥିଲି… ତପସ୍ଵିନୀ କହିଲେ ଏମିତି କଥା – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ବର୍ତ୍ତମାନ୍ ସମୟ ରେ ସୁମିତ ଓ ତପସ୍ଵିନୀ ଙ୍କ ବାସ୍ତବିକ୍ ଘଟଣା ଟି ଏକ ଚଳଚ୍ଚିତ୍ର ର ଦୃଶ୍ୟ ଭଳି ଲାଗୁଛି । ତାହେଲେ ବନ୍ଧୁଗଣ ଏହି ଉଭୟ ଙ୍କ ମଝି ରେ ବିବାଦ ହେବା ରୁ କୋର୍ଟ ଉଭୟ କୁ ଗୋଟିଏ ଛାତ ତଳେ ଏକାଠି ରହିବାକୁ ନିର୍ଦ୍ଦେଶ ଦେଇଥିଲେ ୭ ଦିନ ପଯ୍ୟନ୍ତ । ତେବେ ୭ ଦିନ ରହିଥିଲେ ମଧ୍ୟ ମଧ୍ୟ ଉଭୟ ଙ୍କ ମଝି ରେ ଯେଉଁଭଳି ବିବାଦ ରହିଥିଲା ସେହିଭଳି ଭାବେ ବିବାଦ ରହିଛି ।

ତେବେ ବର୍ତ୍ତମାନ୍ ସମୟ ରେ କୋର୍ଟ ଉଭୟ ଙ୍କୁ ନୂଆ ନିର୍ଦ୍ଦେଶ ଦେଇଥିବା ସମୟ ରେ ଗୋଟିଏ ଦିନ ପରେ ଫେରାର ହୋଇଯାଇଛନ୍ତି ସୁମିତ । ତେବେ ଏ ନେଇ ତପସ୍ଵିନୀ କହିଥିଲେ ଯେ ୭ ଦିନ ପର୍ଯ୍ୟନ୍ତ ଏକାଠି ଏକ ଭଡ଼ା ଘରେ ରହିଥିଲେ ମଧ୍ୟ କିଛି ଠିକଠାକ ନଥିଲା । ସେ ସ୍ବାମୀ ସହ ବାରଣ୍ଡା ରେ ରହୁଥିଲେ ଓ ଶୋଉ ଥିଲେ ମଧ୍ୟ । ତେବେ ଫେରାର ହେବା କୁ ନେଇ ପତ୍ନୀ ତପସ୍ଵିନୀ କହିଛନ୍ତି ଯେ ପରିବାର ଚାପ ରେ ସେ ଫେରାର ହୋଇଛନ୍ତି ।

ତାହେଲେ ବନ୍ଧୁଗଣ ଗତ ୯ ତାରିଖ ରେ ଉଭୟ ଙ୍କ ମାମଲା ର ଶୁଣାଣି ପରେ ବ୍ରହ୍ମପୁର ଏସେଡିଜେଏମ କୋର୍ଟ ନିର୍ଦ୍ଦେଶ ଦେଇଥିଲେ ଯେ , ତପସ୍ଵିନୀ ଙ୍କ ପାଇଁ ଏକ ସ୍ବତନ୍ତ୍ର ଭଡ଼ା ଘର ଯୋଗାଡ କରିବେ ସୁମିତ ସାହୁ , ତେବେ ଏହି ଭଡା ଘରେ ବିଜୁଳି ଓ ପାଣି ସହିତ ପରିମଳ ବ୍ୟବସ୍ଥା ରହିଥିବା ନିହାତି ଦରକାର ।

ତେବେ ଡାକ୍ତର ସୁମିତ ତପସ୍ଵିନୀ ଙ୍କ ସମସ୍ତ ଦାୟିତ୍ଵ ନେବେ ଓ ଅତ୍ୟାବଶ୍ୟକ ସାମଗ୍ରୀ ଜିନିଷ ଯୋଗାଇ ଦେବେ । ତେବେ ଉଭୟ ଙ୍କ ଶୁଣାଣି ନହେବା ପର୍ଯ୍ୟନ୍ତ ଉଭୟ ଏକାଠି ହୋଇ ରହିବେ । ତେବେ ଉଭୟ ଙ୍କ ପରିବାର ଲୋକ ଚାହିଁଲେ ମଧ୍ୟ ଉଭୟ ଙ୍କୁ ଦେଖା କରି ପାରିବେ । ତେବେ ଏହି ଭଳି ଅନେକ କିଛି ନିର୍ଦ୍ଦେଶ ଦେଇଥିବା ସମୟ ରେ ସୁମିତ ଫେରାର ଅଛନ୍ତି । ତେବେ କୋର୍ଟ ଦେଇଥିବା ନିର୍ଦ୍ଦେଶ କୁ ଖାତିର ନକରି ତାର ଉଲ୍ଲଂଘନ କରିଛନ୍ତି ।

ଯଦି କୋର୍ଟ ନିର୍ଦ୍ଦେଶ ପାଇଁ ଭଡା ଘର ଖୋଜିବା ପାଇଁ ଯାଇଛନ୍ତି , ତାହେଲେ ତପସ୍ଵିନୀ ଙ୍କୁ କଣ ପାଇଁ ଫୋନ କରୁ ନାହାଁନ୍ତି , ଯଦି କୋର୍ଟ ନିର୍ଦ୍ଦେଶ କ୍ରମେ ସୁମିତ ଘର ଭଡା ଖୋଜିବା ପାଇଁ ଚାଲିଗଲେ ତେବେ କୋର୍ଟ ନିର୍ଦ୍ଦେଶ ମଧ୍ୟ ଦେଇଛି ଯେ ତପସ୍ଵିନୀ ଙ୍କ ଦାୟିତ୍ଵ ନେବା ପାଇଁ ତାହେଲେ ଏହି ନିର୍ଦ୍ଦେଶ ଟି କୁ କଣ ପାଇଁ ପାଳନ କରୁ ନାହାଁନ୍ତି । ତେବେ ସକାଳେ ତପସ୍ଵିନୀ ଙ୍କ ମାମା ଖାଇବା ଆଣିଥିଲେ ସେ ଖାଇଥିଲେ , ତେବେ ଆଗକୁ କଣ ହେବ ସେ କିଛି ବି ଜାଣି ନାହାଁନ୍ତି ॥

ତେବେ ଡାକ୍ତର ସୁମିତ ତପସ୍ଵିନୀ ଙ୍କ ସମସ୍ତ ଦାୟିତ୍ଵ ନେବେ ଓ ଅତ୍ୟାବଶ୍ୟକ ସାମଗ୍ରୀ ଜିନିଷ ଯୋଗାଇ ଦେବେ । ତେବେ ଉଭୟ ଙ୍କ ଶୁଣାଣି ନହେବା ପର୍ଯ୍ୟନ୍ତ ଉଭୟ ଏକାଠି ହୋଇ ରହିବେ । ତେବେ ଉଭୟ ଙ୍କ ପରିବାର ଲୋକ ଚାହିଁଲେ ମଧ୍ୟ ଉଭୟ ଙ୍କୁ ଦେଖା କରି ପାରିବେ । ତେବେ ଏହି ଭଳି ଅନେକ କିଛି ନିର୍ଦ୍ଦେଶ ଦେଇଥିବା ସମୟ ରେ ସୁମିତ ଫେରାର ଅଛନ୍ତି । ତେବେ କୋର୍ଟ ଦେଇଥିବା ନିର୍ଦ୍ଦେଶ କୁ ଖାତିର ନକରି ତାର ଉଲ୍ଲଂଘନ କରିଛନ୍ତି ।।

About admin

Check Also

ତପସ୍ଵିନୀ – ସୁମିତ ଙ୍କ ବିବାଦରେ Tapaswini ଙ୍କୁ ଲାଗିଲା ବଡ ଝଟକା, ଜାଣନ୍ତୁ କଣ ସେ ଝଟକା – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ର ବଡ ଖବର ଆସି ଯାଇଛି ସୁମିତ ଓ ତପସ୍ଵିନୀ ଙ୍କ ବିବାଦ କୁ …

Leave a Reply

Your email address will not be published. Required fields are marked *