Breaking News

ସ୍ଵାମୀଙ୍କ ସହ ପୁରୀ ଗଲେ ଓଡିଆ ଅଭିନେତ୍ରୀ ସୋମାଲିନ (Somalin Parida) ଓ କରିଲେ ଢେର ସାରା ମସ୍ତି – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରି ରେ ଅନେକ ଲୋକ ପ୍ରିୟ ଅଭିନେତ୍ରୀ ଅଛନ୍ତି ଓ ଏହି ଅଭିନେତ୍ରୀ ମାନେ ନିଜ ଜବରଦସ୍ତ ଅଭିନୟ ପାଇଁ ଓଡିଆ ଇଣ୍ଡଷ୍ଟ୍ରି ରେ ଏକ ସ୍ଵତନ୍ତ୍ର ପରିଚୟ ପାଇଛନ୍ତି ଓ ଅଲଗା କିଛି ନାମ ରେ ବେସ ପରିଚିତ ଅଛନ୍ତି । ଯେମିତି କି ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତ୍ରୀ ଜାଙ୍କଲିନ ଓ ସୋମାଲିନ ଆମ ଓଡିଆ ଇଣ୍ଡଷ୍ଟ୍ରି ରେ ଟ୍ଵିନ ଶିଷ୍ଟର ଭାବେ ପରିଚିତ ହେବା ସହିତ ଓଡିଆ ଇଣ୍ଡଷ୍ଟ୍ରି ରୁ ଏକ ସ୍ଵତନ୍ତ୍ର ପରିଚୟ ପାଇଛନ୍ତି ।


ତାହେଲେ ବନ୍ଧୁଗଣ ଆପଣ ମାନେ ଜାଙ୍କଲିନ ଓ ସୋମାଲିନ ଙ୍କ ଜବରଦସ୍ତ ଅଭିନୟ ନିଶ୍ଚୟ ଦେଖିଥିବେ , ତେବେ ଏହି ଦୁଇ ଅଭିନେତ୍ରୀ ଜଣକ ଏକ ରିଆଲିଟି ସୋ ରେ ବିଜେତା ହେବା ପରେ ଆମ ଓଡିଆ ଇଣ୍ଡଷ୍ଟ୍ରି ରେ ପାଦ ଦେଇଥିଲେ , ଉଭୟ ଏକ ଧାରାବାହିକ ରେ ନଜର ଆସି ଥିଲେ , ତେବେ ଏହି ଧାରାବାହିକ ରେ ଉଭୟ ନିଜ ଜବରଦସ୍ତ ଅଭିନୟ ଦେଖାଇ ବେସ ଲୋକ ପ୍ରିୟ ହୋଇ ପାରିଛନ୍ତି ।

ତାହେଲେ ବନ୍ଧୁଗଣ ଏହି ଧାରାବାହିକ ଟି ସାରିବା ପରେ ଜାଙ୍କଲିନ ଅନ୍ୟ ଏକ ଧାରାବାହିକ ରେ ନଜର ଆସି ଥିଲେ କିନ୍ତୁ ସୋମାଲିନ ସଂପୂର୍ଣ୍ଣ ଭାବେ ଓଡିଆ ଇଣ୍ଡଷ୍ଟ୍ରି ରୁ ଦୂରେଇ ଯାଇଥିଲେ । ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଅଭିନେତ୍ରୀ ସୋମାଲିନ ଅଭିନୟ ଜଗତ ରୁ ସଂପୂର୍ଣ୍ଣ ଭାବେ ଦୂରେଇ ଯାଇଥିଲେ ମଧ୍ୟ ନିଜ ପ୍ରଶଂସକ ମାନ ଙ୍କ ପାଇଁ ସୋସିଆଲ ମିଡିଆ ରେ ବେସ ଆକ୍ଟିଭ ରହିଛନ୍ତି ।

ତାହେଲେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଏହି ଅଭିନେତ୍ରୀ ଜଣକ ନିଜ ଶାଶୁଘରେ ବେସ ଖୁସି ରେ ଅଛନ୍ତି ଓ ବିବାହ ପରେ ମଧ୍ୟ ନିଜ ସ୍ଵାମୀ ନିଶୀଥ ଙ୍କ ସହିତ ସୋସିଆଲ ମିଡିଆ ରେ ବେସ ଆକ୍ଟିଭ ରହୁଛନ୍ତି , ତାହେଲେ ବନ୍ଧୁଗଣ ବର୍ତ୍ତମାନ ସମୟ ର ଏ ସୋମାଲିନ ନିଜ ସ୍ଵାମୀ ନିଶୀଥ ଙ୍କ ସହିତ ପୁରୀ ଯାଉଛନ୍ତି ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ଦର୍ଶନ ପାଇଁ ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ବର୍ଷା (Varsha) ଅନୁଭବ (Anubhav) ଙ୍କ ଠାରୁ ଅଲଗା ହେବା ପରେ ତାଙ୍କର ଅବସ୍ଥା ଏବେ ଏମିତି, ଦେଖିଲେ ଆଖି ଓଦା ହୋଇଯିବେ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତ୍ରୀ ମାନେ ସୋସିଆଲ …

Leave a Reply

Your email address will not be published. Required fields are marked *