Breaking News

ଅଭିନେତା ଶ୍ରୀତମ ଦାସ (Sritam Das) କଣ କହୁଛନ୍ତି ମିହିର ଦାସଙ୍କ (Mihir Das) ସ୍ୱାସ୍ଥ୍ୟ ଅବସ୍ଥା କୁ ନେଇ କହିଲେ ମିହିର ଭାଇ ଏବେ… – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ ସମୟ ରେ ଆପଣ ମାନ ଙ୍କ ପ୍ରିୟ ଅଭିନେତା ମିହିର ଦାସ ବର୍ତ୍ତମାନ ସମୟ ରେ ମେଡିକାଲ ରେ ଚିକିତ୍ସାଧୀନ ଅଛନ୍ତି । ତେବେ ଗତକାଲି ମିହିର ଙ୍କ ସ୍ୱାସ୍ଥ୍ୟ ଅବସ୍ଥା କୁ ନେଇ ପୁଅ ଅମ୍ଳାନ ଦାସ ସୂଚନା ଦେଇଥିଲେ ଯେ ମିହିର ଦାସ ବର୍ତ୍ତମାନ ସମୟ ରେ ଧୀରେ ଧୀରେ ସୁସ୍ଥ ହେଉଛନ୍ତି , ତେବେ ବର୍ତ୍ତମାନ ସମୟ ରେ ଅଭିନେତା ଶ୍ରିତମ ଦାସ ମିହିର ଦାସ କୁ ଦେଖିବା ପାଇଁ ସେହି ମେଡିକାଲ ଯାଇଥିଲେ ଓ ବର୍ତ୍ତମାନ ସମୟ ରେ ନିଜ ପ୍ରତିକ୍ରିୟା ରଖିଛନ୍ତି , ତାହେଲେ ଆସନ୍ତୁ ଜାଣିବା ସେ କଣ ପ୍ରତିକ୍ରିୟା ରଖିଛନ୍ତି ।


ତାହେଲେ ବନ୍ଧୁଗଣ ଆମ ଓଡିଆ ଇଣ୍ଡଷ୍ଟ୍ରି ର ପ୍ରତିଷ୍ଠିତ ଅଭିନେତା ମିହିର ଦାସ ଙ୍କୁ କିଏ ବା ନ ଜାଣେ । ତେବେ ଏହି ଅଭିନେତା ଜଣକ ଓଡିଆ ଇଣ୍ଡଷ୍ଟ୍ରି ରେ ବହୁ ବର୍ଷ ରୁ କାମ କରି ଆସିଛନ୍ତି ଓ ନିଜ ଜବରଦସ୍ତ ଅଭିନୟ ପାଇଁ ନିଜ ଲୋକପ୍ରିୟ ହେବା ସହିତ ଓଡିଆ ଇଣ୍ଡଷ୍ଟ୍ରି କୁ ମଧ୍ୟ ବେସ ପରିଚୟ ସୃଷ୍ଟି କରାଇ ପାରିଛନ୍ତି ।

ତାହେଲେ ବନ୍ଧୁଗଣ ଏହି ଅଭିନେତା ଜଣକ ଗତ କିଛି ଦିନ ଗୁରୁତର ଅବସ୍ଥା ରେ କଟକ ର ଏକ ଘରୋଇ ହସ୍ପିଟାଲ ରେ ଭର୍ତ୍ତି ହୋଇଥିଲେ ଓ ବର୍ତ୍ତମାନ ସମୟ ରେ ଭେଣ୍ଟିଲେଟର ରେ ଚିକିତ୍ସାଧୀନ ଅଛନ୍ତି । ତାହେଲେ ବନ୍ଧୁଗଣ ଗତକାଲି ଓଡିଆ ଅଭିନେତା ଶ୍ରିତମ ଦାସ ମିହିର ଦାସ ଙ୍କୁ ଦେଖିବା ପାଇଁ ସେହି କଟକ ର ଘରୋଇ ହସ୍ପିଟାଲ କୁ ଯାଇଥିଲେ ଓ ଦେଖିଥିଲେ ।

ତେବେ ବର୍ତ୍ତମାନ ସମୟ ରେ ଅଭିନେତା ଶ୍ରିତମ ନିଜ ପ୍ରତିକ୍ରିୟା ରଖିଛନ୍ତି ଯେ ବର୍ତ୍ତମାନ ସମୟ ରେ ମିହିର ଦାସ ସଂପୂର୍ଣ୍ଣ ଭାବେ ସୁସ୍ଥ ଅଛନ୍ତି ଓ ଆଗାମୀ ଦୁଇ ଦିନ ଭିତରେ ସେ ସଂପୂର୍ଣ୍ଣ ଭାବେ ସୁସ୍ଥ ହୋଇ ଘର କୁ ଯିବେ । ତେବେ ଏହି ଭଳି ଖବର ଓଡିଶା ବାସୀ ଓ ମିହିର ଙ୍କ ପ୍ରଶଂସକ ମାନେ ଜାଣିବା ପରେ ଅତ୍ୟନ୍ତ ଖୁସି ଅଛନ୍ତି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ବର୍ଷା (Varsha) ଅନୁଭବ (Anubhav) ଙ୍କ ଠାରୁ ଅଲଗା ହେବା ପରେ ତାଙ୍କର ଅବସ୍ଥା ଏବେ ଏମିତି, ଦେଖିଲେ ଆଖି ଓଦା ହୋଇଯିବେ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତ୍ରୀ ମାନେ ସୋସିଆଲ …

Leave a Reply

Your email address will not be published. Required fields are marked *