Breaking News

ଓଡିଆ ଗାୟିକା ଦୀପ୍ତିରେଖା (Dipitirekha Padhi) ନିଜର ପ୍ରଥମ ବିବାହ ଆନିଭରସରି ଧୂମଧାମରେ ପାଳନ କରିଲେ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଆମ ଓଡିଆ ଅଣ୍ଡଷ୍ଟ୍ରି ରେ ଅନେକ କଳାକାର ରହିଛନ୍ତି ଓ ଏହି କଳାକାର ମାନ ଙ୍କ ଜବରଦସ୍ତ ପ୍ରଦର୍ଶନ ପାଇଁ ଓଡିଆ ଇଣ୍ଡଷ୍ଟ୍ରି ଆଜି ବେସ ଲୋକ ପ୍ରିୟ ହୋଇପାରିଛି । ତାହେଲେ ବନ୍ଧୁଗଣ ଏହି କଳାକାର ମାନ ଙ୍କ ମଧ୍ୟ ରେ ରହିଛନ୍ତି ଅନେକ ଅଭିନେତା ଓ ଅଭିନେତ୍ରୀ ମାନେ ଅଛନ୍ତି ଅନେକ ଗାୟକ ଓ ଗାୟିକା ମାନେ ଅଛନ୍ତି ଓ ଆହୁରି ଅନେକ ଚରିତ୍ର ର ଲୋକ ରହିଛନ୍ତି । ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ଆମ ଓଡିଆ ଇଣ୍ଡଷ୍ଟ୍ରି ରେ ଅନେକ ଲୋକ ପ୍ରିୟ ଗାୟିକା ଅଛନ୍ତି ଓ ଏହି ଗାୟିକା ମାନେ ନିଜ ସୁ ମଧୁର କଣ୍ଠ ପାଇଁ ସବୁଠି ପରିଚିତ ।


ତାହେଲେ ବନ୍ଧୁଗଣ ଆଜି ଆମେ ଯେଉଁ ଗାୟିକା ଙ୍କ ବିଷୟ ରେ ଜାଣିବା କୁ ପାଇବା ସେହି ଗାୟିକା ଜଣକ ଜଣେ ଲୋକ ପ୍ରିୟ ଗାୟିକା ଭାବେ ବେସ ପରିଚିତ ଥିବା ସହିତ ଲୋକ ପ୍ରିୟ ଅଭିନେତ୍ରୀ ଭାବେ ବେସ ପରିଚିତ ଆମ ଓଡିଆ ଇଣ୍ଡଷ୍ଟ୍ରି ରେ । ତେବେ ସେହି ଗାୟିକା ଜଣକ ହେଉଛନ୍ତି ଆପଣ ମାନ ଙ୍କ ପ୍ରିୟ ଗାୟିକା ଦିପ୍ତିରେଖା ପାଢୀ ।


ତାହେଲେ ବନ୍ଧୁଗଣ ଆପଣ ମାନେ ନିଶ୍ଚୟ ଦିପ୍ତିରେଖା ଙ୍କ ବହୁ ସାରା ଗୀତ ଶୁଣିଥିବେ ନିଜ ସୁମଧୁର କଣ୍ଠ ରୁ ସେ ଚଳଚିତ୍ର ରେ ଗୀତ ଗାଇବା ସହିତ ବହୁ ଗୁଡିଏ ଭଜନ ଓ ଆଲବମ ରେ ଗୀତ ଗାଇଛନ୍ତି । ତେବେ ଅଭିନେତ୍ରୀ ଜଣକ ବେସ ଲୋକ ପ୍ରିୟ ହୋଇ ପରିଛନ୍ତି ନିଜ କଣ୍ଠ କୁ ନେଇ । ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଦିପ୍ତିରେଖା ଜଣେ ଭଲ ଅଭିନେତ୍ରୀ ମଧ୍ୟ ।

ତାହେଲେ ବନ୍ଧୁଗଣ ଆପଣ ଜାଣିଥିବେ ଦିପ୍ତିରେଖା ବର୍ତ୍ତମାନ ସମୟ ରେ ବିବାହ ବନ୍ଧନ ରେ ବାନ୍ଧି ହେବା ପରେ ନିଜ ଶାଶୁଘରେ ବେସ ଖୁସି ରେ ଅଛନ୍ତି । ତେବେ ଏହାରି ଭିତରେ ଦିପ୍ତିରେଖା ବିବାହ କରିବାର 1 ବର୍ଷ ସଂପୂର୍ଣ୍ଣ ହୋଇ ଯାଇଛି । ତେବେ ନିଜ ପ୍ରଥମ ବିବାହ ବାର୍ଷିକ ଉତ୍ସବ ଟି ଦିପ୍ତିରେଖା ନିଜ ସ୍ଵାମୀ ଙ୍କ ସହିତ ବେସ ଧୁମଧାମ ରେ ପାଳନ କରିଛନ୍ତି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ବର୍ଷା (Varsha) ଅନୁଭବ (Anubhav) ଙ୍କ ଠାରୁ ଅଲଗା ହେବା ପରେ ତାଙ୍କର ଅବସ୍ଥା ଏବେ ଏମିତି, ଦେଖିଲେ ଆଖି ଓଦା ହୋଇଯିବେ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତ୍ରୀ ମାନେ ସୋସିଆଲ …

Leave a Reply

Your email address will not be published. Required fields are marked *