Breaking News

ଅଭିନେତ୍ରୀ ଗୁନଗୁନ (Gungun) ବିବାହ ପରେ ଫୁଣିଥରେ ଶୁଟିଙ୍ଗ ସେଟ କୁ ଫେରିଲେ – ଭିଡିଓ ଦେଖନ୍ତୁ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଚଳିତ ବର୍ଷ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଅନେକ ଲୋକ ପ୍ରିୟ ଅଭିନେତ୍ରୀ ବିବାହ ବନ୍ଧନ ରେ ବାନ୍ଧି ହେବା ପରେ ଶାଶୁଘରେ ବର୍ତ୍ତମାନ ସମୟ ରେ ବେସ ଖୁସି ରେ ଅଛନ୍ତି । ତେବେ ଆଜି ଆମେ ଏହି ଅଭିନେତ୍ରୀ ମାନ ଙ୍କ ମଧ୍ୟ ରୁ ଜଣେ ଏମିତି ଅଭିନେତ୍ରୀ ଙ୍କ ବିଷୟ ର ଏ ଜାଣିବା ଯିଏ କି ବିବାହ ପରେ ପୁଣି ଶୁଟିଙ୍ଗ ସେଟ କୁ ଫେରିଛନ୍ତି , ଆପଣ ମାନ ଙ୍କ ପ୍ରିୟ ଅଭିନେତ୍ରୀ ଗୁନଗୁନ ବର୍ତ୍ତମାନ ଅସମୟ ରେ ଓଡିଆ ଇଣ୍ଡଷ୍ଟ୍ରି କୁ ଫେରିଛନ୍ତି । ତାହେଲେ ଆସନ୍ତୁ ଜାଣିବା ଏହା ପଛ ରେ ଥିବା ସତ୍ୟତା କୁ ।

ତାହେଲେ ବନ୍ଧୁଗଣ ଆପଣ ମାନେ ଅଭିନେତ୍ରୀ ଗୁନଗୁନ ଙ୍କୁ ବେସ ଭଲ ଭାବ ରେ ଜାଣିଥିବେ , ତେବେ ଏହି ଅଭିନେତ୍ରୀ ଜଣକ ଜଣେ ଲୋକ ପ୍ରିୟ ଅଭିନେତ୍ରୀ ହେବା ସହିତ ଲୋକ ପ୍ରିୟ ଆଙ୍କର ଭାବେ ଘରେ ଘରେ ପରିଚିତ । ତାହେଲେ ବନ୍ଧୁଗଣ ଆପଣ ମାନେ ତାଙ୍କ ଜବରଦସ୍ତ ଅଭିନୟ ଅନେକ ଚଳଚିତ୍ର ଓ ଧାରାବାହିକ ରେ ନିଶ୍ଚିନ୍ତ ଭାବ ରେ ଦେଖିଥିବେ ।


ତେବେ ଏହି ଅଭିନେତ୍ରୀ ଜଣକ ନିଜ ଅଭିନୟ ଠାରୁ ଦୂରେଇ ରହିବା ପରେ ବହୁସାରା ରିଆଲିଟି ସୋ ରେ ଜବରଦସ୍ତ ଆଙ୍କରିଙ୍ଗ କରୁଥିବାର ଦେଖିବାକୁ ମିଳିଛି ଓ ଆପଣ ମଧ୍ୟ ଦେଖିଥିବେ ଅଭିନେତ୍ରୀ ଗୁନଗୁନ ଆଙ୍କରିଙ୍ଗ କରୁଥିବାର । ତାହେଲେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଅଭିନେତ୍ରୀ ଗୁନଗୁନ ବିବାହ ବନ୍ଧନ ରେ ବାନ୍ଧି ହେବା ନିଜ ଶାଶୁଘରେ ବେସ ଖୁସି ରେ ଅଛନ୍ତି ।

ତାହେଲେ ବନ୍ଧୁଗଣ ଅଭିନେତ୍ରୀ ଗୁନଗୁନ ବିବାହ ପରେ ପୁଣି ଶୁଟିଙ୍ଗ ସେଟ କୁ ଫେରିଛନ୍ତି , କଥା ଟି ସତ୍ୟ ଅଟେ ଯେ ଅଭିନେତ୍ରୀ ଗୁନଗୁନ ପୁଣି ଶୁଟିଙ୍ଗ ସେଟ କୁ ଫେରିଛନ୍ତି ଓ ନିଜ ଶୁଟିଙ୍ଗ କାର୍ଯ୍ୟ ଆରମ୍ଭ କରିବା ପୂର୍ବ ରୁ ଅଭିନେତ୍ରୀ ଗୁନଗୁନ ଏବଂ ଅଭିନେତ୍ରୀ ଅନୁ ଚୌଧୁରୀ ଏକାଠି ନାଚୁ ଥିବାର ଦୃଶ୍ୟ ସୋସିଆଲ ମିଡିଆ ରେ ଦେଖିବାକୁ ମିଳିଛି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ବର୍ଷା (Varsha) ଅନୁଭବ (Anubhav) ଙ୍କ ଠାରୁ ଅଲଗା ହେବା ପରେ ତାଙ୍କର ଅବସ୍ଥା ଏବେ ଏମିତି, ଦେଖିଲେ ଆଖି ଓଦା ହୋଇଯିବେ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତ୍ରୀ ମାନେ ସୋସିଆଲ …

Leave a Reply

Your email address will not be published. Required fields are marked *