Breaking News

ଶାଶୂଘର ଲୋକଙ୍କ ସହ ମିଶି ପିକନିକ ରେ ସୋମାଲିନଙ୍କ ଜବରଦସ୍ତ ଡ୍ୟାନ୍ସ ଦେଖିଲେ ହସି ହସି ଗଡିବେ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ ସମୟ ରେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଅନେକ ଲୋକ ପ୍ରିୟ ଅଭିନେତ୍ରୀ ମାନେ ବିବାହ ବନ୍ଧନ ରେ ବାନ୍ଧି ହେବା ପରେ ନିଜ ଶାଶୁଘରେ ବେସ ହସ ଖୁସି ରେ ରହୁଛନ୍ତି । ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଏହି ସମସ୍ତ ଅଭିନେତ୍ରୀ ବିବାହ ବନ୍ଧନ ରେ ବାନ୍ଧି ହେବା ପରେ ମଧ୍ୟ ପୂର୍ବ ରୁ ସୋସିଆଲ ମିଡିଆ ରେ ଯେମିତି ଆକ୍ଟିଭ ରହୁଥିଲେ ଠିକ ସେହିଭଳି ବର୍ତ୍ତମାନ ସମୟ ରେ ନିଜ ଶାଶୁଘରେ ରହିଥିଲେ ମଧ୍ୟ ସୋସିଆଲ ମିଡିଆ ରେ ସେହିଭଳି ଆକ୍ଟିଭ ରହୁଛନ୍ତି ନିଜ ଫଟୋ ଓ ଭିଡିଓ ପୋଷ୍ଟ କୁ ନେଇ ବେସ ଚର୍ଚ୍ଚା ରେ ରହୁଛନ୍ତି ।

ତାହେଲେ ବନ୍ଧୁଗଣ ସେହିଭଳି ଜଣେ ଅଭିନେତ୍ରୀ ହେଉଛନ୍ତି ସୋମାଲିନ ଯିଏ କି ବର୍ତ୍ତମାନ ସମୟ ରେ ନିଜ ଶାଶୁଘରେ ବେସ ଖୁସି ରେ ଅଛନ୍ତି , ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଏହି ଅଭିନେତ୍ରୀ ଜଣକ ପ୍ରଥମେ ଏକ ରିଆଲିଟି ସୋ ରେ ବିଜେତା ହେବା ପରେ ଓଡିଆ ଧାରାବାହିକ ରେ ପାଦ ଦେଇଥିଲେ ଓ ନିଜ ଜବରଦସ୍ତ ଅଭିନୟ ପାଇଁ ସୋମାଲିନ ବହୁତ କମ ଦିନ ରେ ବେସ ଲୋକ ପ୍ରିୟ ହୋଇପାରିଥିଲେ ।

ତାହେଲେ ବନ୍ଧୁଗଣ ସୋମାଲିନ ଏକ ଧାରାବାହିକ ରେ ନଜର ଆସିଥିଲେ , ତେବେ ପରବର୍ତ୍ତୀ ସମୟ ରେ ଏହି ଧାରାବାହିକ ଟି ସରିଯିବା ପୂର୍ବ ରୁ ସୋମାଲିନ ଆଉ କୌଣସି ଧାରାବାହିକ ରେ ଆଉ ନଜର ଆସି ନଥିଲେ କିଛି ନା କିଛି କାରଣ ରୁ ଅଭିନୟ ଜଗତ ରୁ ଦୂରେଇ ଯାଇଥିଲେ । ତେବେ ସୋମାଲିନ ଅଭିନୟ ଜଗତ ରୁ ଦୂରେଇ ଯାଇଥିଲେ ମଧ୍ୟ ନିଜ ପ୍ରଶଂସକ ଓ ଦର୍ଶକ ମାନ ଙ୍କ ପାଇଁ ସେ ସୋସିଆଲ ମିଡିଆ ରେ ବେସ ଆକ୍ଟିଭ ରହୁଥିଲେ ।

ତେବେ ବର୍ତ୍ତମାନ ସମୟ ରେ ସୋମାଲିନ ବିବାହ ବନ୍ଧନ ର ଏ ବାନ୍ଧି ହୋଇ ସାରିଛନ୍ତି , ସେ ନିଶୀଥ ନାୟକ ଙ୍କୁ ବିବାହ କରି ବର୍ତ୍ତମାନ ସମୟ ରେ ଶାଶୁଘରେ ଅଛନ୍ତି । ତେବେ ନିଜ ଶାଶୁଘରେ ସୋମାଲିନ ରହିଥିଲେ ମଧ୍ୟ ସୋସିଆଲ ମିଡିଆ ରେ ବେସ ଆକ୍ଟିଭ ରହୁଛନ୍ତି ଓ ପ୍ରତିଦିନ ସୋମାଲିନ ଫଟୋ ହେଉ ବା ଭିଡିଓ ପୋଷ୍ଟ କରି କରି ବେସ ଚର୍ଚ୍ଚା ରେ ରୁହନ୍ତି ।

ତାହେଲେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ସୋମାଲିନ ଙ୍କ ଏକ ଭିଡିଓ ବହୁ ପରିମାଣ ରେ ଭାଇରାଲ ହେବା ରେ ଲାଗିଛି ଓ ଏହି ଭିଡିଓ ରେ ସୋମାଲିନ ଙ୍କ ସହିତ ଶାଶୁଘର ଲୋକ ଓ କିଛି ସମ୍ପର୍କୀୟ ଲୋକ ଙ୍କ ସହିତ ନାଚୁଥିବା ର ଦେଖିବାକୁ ମିଳିଛି , ତେବେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ସୋମାଲିନ ନିଜ ସ୍ଵାମୀ ଓ ଶଶୁର ଙ୍କ ସହିତ ବୁଲିବାକୁ ଆସିଛନ୍ତି ପିକିନିକ , ତେବେ ପିକିନିକ ଆସି ବହୁସାରା ମଜା ମସ୍ତି କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ବର୍ଷା (Varsha) ଅନୁଭବ (Anubhav) ଙ୍କ ଠାରୁ ଅଲଗା ହେବା ପରେ ତାଙ୍କର ଅବସ୍ଥା ଏବେ ଏମିତି, ଦେଖିଲେ ଆଖି ଓଦା ହୋଇଯିବେ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତ୍ରୀ ମାନେ ସୋସିଆଲ …

Leave a Reply

Your email address will not be published. Required fields are marked *