Breaking News

୨୦ ଟନ୍‌ର ତିମି ମାଛକୁ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ସମୁଦ୍ର କୂଳରେ ଦେଖି ଲୋକଙ୍କ ଆଖି ଖୋସି ହୋଇଗଲା – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ପୁରୀ ଜିଲ୍ଲା କୃଷ୍ଣ ପ୍ରସାଦ ବ୍ଲକ ଫତେପୁର ଗାଁ ପାଖ ସମୁଦ୍ର କୁଳ ରେ ଏକ ବିଶାଳକାୟ ତିମି ମାଛ , ଗତ ଦୁଇ ଦିନ ତଳେ ମତ୍ସଜୀବୀ ମାନେ ଏହି ମାଛ ଟି କୁ ଦେଖିଥିଲେ ଓ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ତେବେ ମିଳିଥିବା ସୂଚନ ଅନୁଯାୟୀ ଏହି ତିମି ଓଜନ ପାଖାପାଖି 20 ଟନ ରୁ ଅଧିକ ହେବ ବୋଲି ଅନୁମାନ କରା ଯାଉଛି ।


ତାହେଲେ ବନ୍ଧୁଗଣ ଏହି ବିଶାଳକାୟ ତିମି ମାଛ ର ଓଜନ 42 ଫୁଟ ହୋଇଥିବା ସମୟ ରେ ଗୋଳେଇ 20 ଫୁଟ । ତାହେଲେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ସେ ମରି ଯାଇଛି ଓ ତାର ସେସ କାର୍ଯ୍ୟ ମଧ୍ୟ ହୋଇ ସରିଛି , ତାହେଲେ ବନ୍ଧୁଗଣ ଦୁଇ ଦିନ ତଳେ ଯେବେ ଏହି ବିଷଳକାୟ ତିମୀ କୁଳ ରେ ପହଞ୍ଚି ଥିଲା ସେହି ସମୟ ରେ ଏହି ମାଛ ଟି ଜୀବିତ ଥିଲା ।

ତେବେ ସେହି ସମୟ ରେ ତାକୁ ଉଦ୍ଧାର କରିଥିଲେ ସେ ନିଶ୍ଚିନ୍ତ ଭାବ ରେ ବଞ୍ଚି ଯାଇଥାନ୍ତା କିନ୍ତୁ ଏତେ ବଡ ମାଛ ଟି କୁ ଗଭୀର ପାଣି କୁ ନେବା ଅସମ୍ଭବ ହୋଇ ପଡିଥିଲା ଓ ଯାହା ଫଳ ରେ ତିମୀ କୁଳ ରେ ଫସି ରହି ମୃ-ତ୍ୟୁ କରିଥିଲା । ତେବେ ଗତକାଲି ତାକୁ ସେହି ସମୁଦ୍ର କୁଳ ରେ ଏକ ବିରାଟ ବଡ ଗାତ ଖୋଲି ଲୁଣ ପକାଇ ସେହି ମାଛ ଟି ସେହି ଗାତ ରେ ପୋଟା ଯାଇଥିଲା ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ତପସ୍ଵିନୀ – ସୁମିତ ଙ୍କ ବିବାଦରେ Tapaswini ଙ୍କୁ ଲାଗିଲା ବଡ ଝଟକା, ଜାଣନ୍ତୁ କଣ ସେ ଝଟକା – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ର ବଡ ଖବର ଆସି ଯାଇଛି ସୁମିତ ଓ ତପସ୍ଵିନୀ ଙ୍କ ବିବାଦ କୁ …

Leave a Reply

Your email address will not be published. Required fields are marked *