Breaking News

ପ୍ରଥମ ଥର ପାଇଁ ଭାରତରେ ପଞ୍ଚାୟତ ସଭାରେ ସମସ୍ତଙ୍କ ଆଗରେ ଯୁବକ ଯୁ-ବ-ତୀ କରିଲେ ବି-ବା-ହ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ଆମ ଦୁନିଆ ବେସ ଆଗକୁ ଯାଉଛି ଓ ସବୁ କ୍ଷେତ୍ର ରେ ମଧ୍ୟ ଟେକ୍ନୋଲୋଜି ବ୍ୟବହାର କରାଯାଉଛି । ତେବେ ଏହା ରି ଭିତରେ ସୋସିଆଲ ମିଡିଆ ମଧ୍ୟ ବହୁ ଲୋକ ପ୍ରିୟ ହୋଇ ପାରିଛି । ସୋସିଆଲ ମିଡିଆ ବର୍ତ୍ତମାନ ସମୟ ରେ ସମସ୍ତ ଙ୍କ ର ଅଙ୍ଗ ମଧ୍ୟ କହିଲେ ଭୁଲ ହେବ ନହିଁ । କାରଣ ସୋସିଆଲ ମିଡିଆ ରେ ପ୍ରତ୍ଯେକ ବ୍ୟକ୍ତି କିଛି ନା କିଛି ଫଟୋ ହେଉ ବା ଭିଡିଓ ପୋଷ୍ଟ କରି ବେସ ଚର୍ଚ୍ଚା ରେ ରୁହନ୍ତି ।

ତାହେଲେ ବନ୍ଧୁଗଣ ଆମେ ମାନେ ପ୍ରତିଦିନ ସୋସିଆଲ ମିଡିଆ ରୁ କିଛି ଏମିତି ଭିଡିଓ ଦେଖି ଥାଉ ଯାହାକି ଦେଖିବା ପରେ ଆଶ୍ଚର୍ଯ୍ୟ ଲାଗିଥାଏ । ତେବେ ବନ୍ଧୁଗଣ ଆଶ୍ଚର୍ଯ୍ୟ ଭିଡିଓ ମଧ୍ୟ ରୁ ଅଧିକ ଭିଡିଓ ରହିଛି ପ୍ରେମୀ ଯୁଗଲ ମାନ ଙ୍କୁ ନେଇ , ପ୍ରେମୀ ଯୁଗଲ ମାନ ଙ୍କୁ ନେଇ ଆଶ୍ଚର୍ଯ୍ୟ କଳା ଭଳି ଖବର ମିଳିଥାଏ ଯେ କେଉଁଠି ପ୍ରେମୀ ଯୁଗଲ ମାନେ ନିଜ ପ୍ରେମ ପାଇଁ ଘର ଲୋକ ଙ୍କୁ ଛାଡି ଦେଉଥିବା ସମୟ ରେ ଆଉ କେଉଁ ପ୍ରେମ ପାଇଁ ନିଜ ଜୀବନ କୁ ମଧ୍ୟ ହାରି ଦେଉଛନ୍ତି ।


ତାହେଲେ ବନ୍ଧୁଗଣ ଆଜି ଆମେ ଯେଉଁ ଭିଡିଓ ବିଷୟ ରେ କହିବାକୁ ଯାଉଛୁ ତାହା ହେଉଛି ଏହି ପ୍ରେମୀ ଯୁଗଲ କୁ ନେଇ କିନ୍ତୁ ସଂପୂର୍ଣ୍ଣ ଭିନ୍ନ କାହାଣୀ , ଜଣେ ପ୍ରେମିକି ତାର ପ୍ରେମିକା କୁ ଦେଖା କରିବା ପାଇଁ ତାର ଗାଁ କୁ ଯାଇଥିବା ସମୟ ରେ ଧରା ପଡିଗଲା ଓ ସେହିଠାରେ ପଞ୍ଚାୟତ ସାମ୍ନା ରେ ସେହି ପ୍ରେମୀ ଯୁଗଲ ଙ୍କ ବିବାହ କରାଇ ଦିଆଯାଇଥିଲା , ତେବେ ଘଟନା ଟି କେଉଁଠି ଘଟିଛି ସ୍ପଷ୍ଟ ଭାବେ ଜଣା ପଡି ନଥିଲେ ମଧ୍ୟ ଘଟନା ଟି ଆମ ଭାରତ ଦେଶ ଘଟିଛି କିନ୍ତୁ କେଉଁ ରାଜ୍ୟ ରେ ହୋଇଛି ଜଣା ପଡି ନହିଁ ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଫୁଣି ଜଣେ ଯୁବତୀଙ୍କ ରାସ୍ତା ଉପରେ ଲା-ଜ୍ୟା ଜନକ କାର୍ଯ୍ୟ ଭାଇରାଲ ହେଲା – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ ସମୟ ରେ ସୋସିଆଲ ମିଡିଆ ରେ ଆମ ପାଇଁ ବେସ …

Leave a Reply

Your email address will not be published. Required fields are marked *