Breaking News

ତପସ୍ଵିନୀଙ୍କୁ (Tapaswini) ଛାଡି ଚାଲିଗଲେ ସୁମିତ, କା-ନ୍ଦି କା-ନ୍ଦି ଭିଡିଓ ଜାରିକଲେ ତପସ୍ଵିନୀ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ର ବଡ ଖବର ଯେ ତପସ୍ଵିନୀ ଙ୍କୁ ଛାଡି ଡାକ୍ତର ସୁମିତ ଫେରାର ହେବା ପରେ ତପସ୍ଵିନୀ ଙ୍କୁ କେହି ବି ସାହାର୍ଯ୍ୟ କରୁ ନାହାଁନ୍ତି ବୋଲି ତପସ୍ଵିନୀ ଲାଇଭ ଆସି କହିଛନ୍ତି , ତାହେଲେ ଆସନ୍ତୁ ଜାଣିବା ତପସ୍ଵିନୀ ଲାଇଭ ଆସି କଣ କହିଛନ୍ତି , ତେବେ ତପସ୍ଵିନୀ ନିଜର ଏକ ଭିଡିଓ କରି କା-ନ୍ଦି କା-ନ୍ଦି କହିଛନ୍ତି ଯେ ତାଙ୍କ ସ୍ଵାମୀ ଫେ-ରା-ର ଅଛନ୍ତି ଓ ମୋତେ ନ୍ୟା-ୟ ଦିଅନ୍ତୁ କାରଣ ଏଠି ମୋତେ କେହି ବି ସାହାର୍ଯ୍ୟ କରୁ ନାହାଁନ୍ତି ,

ସେଥିପାଇଁ ଆପଣ ମୋତେ ନ୍ୟାୟ ଦିଅନ୍ତୁ ଦୋ-ଷୀ ମାନ ଙ୍କୁ ଦ-ଣ୍ଡ ଦିଅନ୍ତୁ । ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ତପସ୍ଵିନୀ ଓ ସୁମିତ ଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ ଏକାଠି ରହିବା ପାଇଁ କିନ୍ତୁ ରହିବା ର ଦୁଇ ଦିନ ପରେ ତାଙ୍କ ପାଖ କୁ କେହି ଜଣେ ଫୋନ କରିଥିଲେ ଓ ଯାହା ଫଳ ରେ କି ସେ ରୁମ ଭିତର କୁ ଗଲେ ନହିଁ ଓ ବରଣ୍ଡା ରହିଲେ ।

ତେବେ ସ୍ଵାମୀ ବରଣ୍ଡା ରେ ରହିବା ଦେଖି ସେ ମଧ୍ୟ ବରଣ୍ଡା ରେ ନିଜ ସ୍ଵାମୀ ଙ୍କ ପାଖ ରେ ରହିଲେ ଓ ସାତ ଦିନ ସେହିଭଳି ବରଣ୍ଡା ରେ ରହିଲେ । ତେଣେ ପରବର୍ତ୍ତୀ ସମୟ ରେ ନୂଆ ନିର୍ଦ୍ଦେଶ ଦିଆ ଯାଇଥିଲା ଯେ ସେ ତପସ୍ଵିନୀ ଙ୍କ ସମସ୍ତ ଦାୟିତ୍ଵ ନେବେ ଓ ଭଡା ଘରେ ରହିବେ । ତେବେ ସୁମିତ ଙ୍କ ଡ୍ୟୁଟି ହେଲା ଦିନ 11 ଟା ରୁ ରାତି 9 ଟା ପର୍ଯ୍ୟନ୍ତ ତେବେ ଗତକାଲି ସୁମିତ ସକାଳ ୯ ଟା ରୁ ଯାଇଥିଲେ ଯେ ଆଉ ଫେରି ନଥିଲେ ।

ତେବେ ଏହି ଖବର ଟି ତପସ୍ଵିନୀ ଆସ୍କା ଆଇଶି ଙ୍କୁ ଫୋନ କରି ଜଣାଇଥିଲେ ଓ ଆସ୍କା ଆଇସୀ ଯୋଗାଯୋଗ କରି ତପସ୍ଵିନୀ ଙ୍କୁ ଜଣାଇ ଥିଲେ ଯେ ସୁମିତ ଙ୍କ ନାଇଟ ଡ୍ୟୁଟି ରହିଛି । ତେବେ ବନ୍ଧୁଗଣ କୋର୍ଟ ଙ୍କ ନୁଆ ନିର୍ଦ୍ଦେଶ ପରେ ସୁମିତ ତପସ୍ଵିନୀ ଙ୍କୁ କହିଥିଲେ ଯେ ତୋ ଟଙ୍କା ନେଇଯା ମୁଁ ତୋ ସହିତ ରହି ପାରିବି ନାହିଁ ।  ଏହି ଭଳି ଅନେକ କିଛି କହିଛନ୍ତି ତପସ୍ଵିନୀ ଯାହାକି ଆପଣ ମାନେ ଆମର ଏହି ପେଜ ମାଧ୍ୟମ ରେ ସେହି ଭିଡିଓ ଟି ନିଶ୍ଚିନ୍ତ ଭାବ ରେ ଦେଖିବାକୁ ପାଉଥିବେ ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ରାଜ୍ୟରେ ପୁଣିଥରେ କମିଲା ସୁନା ଦର, ଜାଣନ୍ତୁ କେତେ ଟଙ୍କାରେ ପହଁଚିଲା ସୁନା ଦାମ !

ତେବେ ଦର୍ଶକବନ୍ଧୁ ଆଜି ରାଜ୍ୟରେ ଉନି କମିଛି ସୁନା ଦର 22 କ୍ୟାରେଟ ଓ 24 କ୍ୟାରେଟ ସୁନା ଦାମ …

Leave a Reply

Your email address will not be published.