Breaking News

ବିବାହ ପରେ ଅଭିନେତ୍ରୀ ଗୁନଗୁନ (Gungun) ସ୍ଵାମୀଙ୍କ ସହ ପୁରୀ ଗଲେ ଓ ସମୁଦ୍ରକୂଳରେ ମଜା କରିଲେ – ଦେଖନ୍ତୁ ଭିଡିଓ

ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ ସମୟ ରେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଅନେକ ଲୋକ ପ୍ରିୟ ଅଭିନେତ୍ରୀ ମାନେ ଅଛନ୍ତି ଓ ଏହି ଅଭିନେତ୍ରୀ ମାନେ ନିଜର ଜବରଦସ୍ତ ଅଭିନୟ ପାଇଁ ବେସ ଲୋକ ପ୍ରିୟ ହୋଇପାରିଛନ୍ତି , ତାହେଲେ ବନ୍ଧୁଗଣ ଆଜି ଆମେ ଯେଉଁ ଅଭିନେତ୍ରୀ ଙ୍କ ବିଷୟ ରେ ଆପଣ ଙ୍କୁ କହିବାକୁ ଯାଉଛୁ ଏହି ଅଭିନେତ୍ରୀ ଜଣକ ନିଜ ଅଭିନୟ ପାଇଁ ଯେତିକି ଲୋକ ପ୍ରିୟ ହୋଇପାରିଛନ୍ତି ନିଜ ଜବରଦସ୍ତ ଆଙ୍କରିଙ୍ଗ ପାଇଁ ବେସ ଲୋକ ପରିଚିତ ।


ତାହେଲେ ବନ୍ଧୁଗଣ ଏହି ଅଭିନେତ୍ରୀ ଜଣକ ହେଉଛନ୍ତି ଆପଣ ମାନ ଙ୍କ ପ୍ରିୟ ଅଭିନେତ୍ରୀ ଗୁନଗୁନ । ତାହେଲେ ବନ୍ଧୁଗଣ ଏହି ଅଭିନେତ୍ରୀ ଙ୍କୁ ଆପଣ ମାନେ ବେସ ଭଲ ଭାବ ରେ ଜାଣିଥିବେ , ତେବେ ଗୁନଗୁନ ନିଜ ଜବରଦସ୍ତ ଅଭିନୟ ପାଇଁ ବେସ ଲୋକ ପ୍ରିୟ ହେବା ସହିତ ଓଡିଆ ଇଣ୍ଡଷ୍ଟ୍ରି ରେ ଏକ ସ୍ଵତନ୍ତ୍ର ପରିଚୟ ପାଇଛନ୍ତି । ତାହେଲେ ବନ୍ଧୁଗଣ ଆପଣ ମାନେ ଅଭିନେତ୍ରୀ ଗୁନଗୁନ ଙ୍କୁ ବହୁସାରା ଚଳଚିତ୍ର ଓ ଧାରାବାହିକ ରେ ଜବରଦସ୍ତ ଅଭିନୟ କରି ଥିବାର ନିଶ୍ଚୟ ଦେଖିଥିବେ ।


ତାହେଲେ ବନ୍ଧୁଗଣ ଅଭିନେତ୍ରୀ ଗୁନଗୁନ ନିଜ ଅଭିନୟ ଛାଡିବା ପରେ ବହୁ ରିଆଲିଟି ସୋ ରେ ଜବରଦସ୍ତ ଆଙ୍କରିଙ୍ଗ କରୁଥିବାର ଆପଣ ମାନେ ନିଶ୍ଚୟ ଦେଖୁଥିବେ । ତେବେ ବର୍ତ୍ତମାନ ସମୟ ରେ ଅଭିନେତ୍ରୀ ଗୁନଗୁନ ବିବାହ ବନ୍ଧନ ରେ ବାନ୍ଧି ହୋଇ ସାରିଛନ୍ତି ଓ ବର୍ତ୍ତମାନ ସମୟ ରେ ନିଜ ଶାଶୁଘରେ ବେସ ଖୁସି ରେ ଅଛନ୍ତି । ତାହେଲେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଅଭିନେତ୍ରୀ ଗୁନଗୁନ ନିଜ ସ୍ଵାମୀ ଓ ଶାଶୁଘର ଲୋକ ଙ୍କ ସହିତ ପ୍ରଥମ ଥର ପାଇଁ ବୁଲିବାକୁ ଆସିଛନ୍ତି ।


ବୁଲିବାକୁ ଆସିଛନ୍ତି ପୁରୀ ତାହା ପୁଣି ରାତ୍ର ସମୟ ରେ , ତେବେ ଅଭିନେତ୍ରୀ ଗୁନଗୁନ ନିଜ ସ୍ଵାମୀ ଙ୍କ ସହିତ ପୁରୀ ବେଳାଭୂମି ରେ ବୁଲିବା ସହିତ ବହୁ ସାରା ମଜାମସ୍ତି କରୁଥିବା ର ଦେଖିବାକୁ ମିଳିଛି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ବର୍ଷା (Varsha) ଅନୁଭବ (Anubhav) ଙ୍କ ଠାରୁ ଅଲଗା ହେବା ପରେ ତାଙ୍କର ଅବସ୍ଥା ଏବେ ଏମିତି, ଦେଖିଲେ ଆଖି ଓଦା ହୋଇଯିବେ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତ୍ରୀ ମାନେ ସୋସିଆଲ …

Leave a Reply

Your email address will not be published. Required fields are marked *