Breaking News

ଭଗବାନ ଅଛନ୍ତି ସବୁ ଠିକ ହୋଇଯିବ, ମିହିର ଦାସଙ୍କୁ (Mihir Das) ନେଇ କହିଲେ ପୁଅ ଅମ୍ଳାନ ଦାସ (Amlan Das) ବାପା ଶୀଘ୍ର ସୁସ୍ଥ ହୋଇଯିବେ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ ସମୟ ରେ ଆମ ଓଡିଆ ଇଣ୍ଡଷ୍ଟ୍ରି ଲୋକ ପ୍ରିୟ ବା ଜଣେ ପ୍ରତିଷ୍ଠିତ ଅଭିନେତା ମିହିର ଦାସ କଟକ ର ଏକ ଘରୋଇ ହସ୍ପିଟାଲ ରେ ଭେଣ୍ଟିଲେଟର ରେ ଚିକିତ୍ସିଧୀନ ଅଛନ୍ତି । ତାହେଲେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ମିହିର ଦାସ ଙ୍କ ସ୍ୱାସ୍ଥ୍ୟ ଅବସ୍ଥା କୁ ନେଇ ପୁଅ ଅମ୍ଳାନ ଦେଲେ ବଡ ସୂଚନା , ଏହି ସୂଚନା ଟି ସମସ୍ତେ ଶୁଣିବା ପରେ ଟିକେ ଅଶ୍ବସ୍ଥି ମିଳିଛି , ତାହେଲେ ଆସନ୍ତି ଜାଣିବା କଣ ସୂଚନା ଦେଇଛନ୍ତି ଅଭିନେତା ଅମ୍ଳାନ ।


ତାହେଲେ ବନ୍ଧୁଗଣ ଆପଣ ମାନେ ମିହିର ଦାସ ଙ୍କୁ ବେସ ଭଲ ଭାବ ରେ ଜାଣିଥିବେ , ଏହି ଅଭିନେତା ଙ୍କୁ କିଏ ବା ନଜାଣେ ସେ ଘରେ ପରିଚିତ ଛୋଟ ପିଲା ଠାରୁ ବୃଦ୍ଧ ଲୋକ ପର୍ଯ୍ୟନ୍ତ ସମସ୍ତେ ଜାଣିଛନ୍ତି ଏହି ଅଭିନେତା ଙ୍କୁ , ତେବେ ଏହି ଅଭିନେତା ବହୁ ବର୍ଷ ହେବ ଓଡିଆ ଇଣ୍ଡଷ୍ଟ୍ରି ରେ କାମ କରି ଆସୁଛନ୍ତି ଓ ବହୁ ସାରା ଚଳଚିତ୍ର ରେ ମୁଖ୍ୟ ଅଭିନେତା, ସାନ ଭାଇ ବଡ ଭାଇ , ବାପା , ନେଗେଟିଭ ଭଳି ଅନେକ ଚରିତ୍ର ରେ ନଜର ଆସିଛନ୍ତି , ଆମ ଓଡିଆ ଇଣ୍ଡଷ୍ଟ୍ରି ର ମିହିର ଦାସ ହେଉଛନ୍ତି ଜଣେ ଏମିତି ଅଭିନେତା ଯିଏ କି ସବୁ ଚରିତ୍ର ରେ ଅଭିନୟ କରିବା ରେ ବେସ ପାରଙ୍ଗମ ।

ତାହେଲେ ବନ୍ଧୁଗଣ ଏହି ଅଭିନେତା ଜଣକ ଗତ କିଛି ଦିନ ତଳେ ନିଜ ସ୍ୱାସ୍ଥ୍ୟ ଅବସ୍ଥା ବେସ ଗୁରୁତର ହେବାରୁ କଟକ ର ଏକ ଘରୋଇ ହସ୍ପିଟାଲ ରେ ଚିକିତ୍ସିତ ହେଉଥିଲେ ତେବେ ମିହିର ଦାସ ଙ୍କ ପ୍ରଶଂସକ ଓ ଦର୍ଶକ ମାନେ ବେସ ବହୁତ ମନ ଦୁଃ-ଖ କରିଥିଲେ , ତେବେ ବର୍ତ୍ତମାନ ସମୟ ରେ ଏକ ଅଶ୍ବସ୍ଥି ଭଳି ଖବର ଦେଇଛନ୍ତି ପୁଅ ଅମ୍ଳାନ ଦାସ

ଅମ୍ଳାନ ଦାସ ଙ୍କ ପ୍ରତିକ୍ରିୟା ଅନୁଯାୟୀ ଯେ ବର୍ତ୍ତମାନ ସମୟ ରେ ଆପଣ ମାନ ଙ୍କ ପ୍ରିୟ ଅଭିନେତା ମିହିର ଦାସ ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ରେ ଧୀରେ ଧୀରେ ପରିବର୍ତ୍ତନ ହେବା ରେ ଲାଗିଛି ଓ ସଂପୂର୍ଣ୍ଣ ସ୍ୱାସ୍ଥ୍ୟ ଠିକ ହେବା ପାଇଁ କିଛି ସମୟ ଲାଗିବ । ତେବେ ଅଭିନେତା ମିହିର ଦାସ ଙ୍କ ପୂର୍ବ ରୁ କି-ଡ଼ି-ନୀ ସମସ୍ଯା ଥିଲା ଓ ସେ 25 ବର୍ଷ ହେଲା ସୁଗାର ରେ ପୀଡିତ ଅଛନ୍ତି ।

ତେବେ ବର୍ତ୍ତମାନ ସମୟ ରେ ଏହା ହେଉଛି ତାର ପ୍ରଭାବ ଯାହା କି ଡାକ୍ତର ଆମ କୁ ପୂର୍ବ ରୁ କହିଥିଲେ । ତେବେ ବର୍ତ୍ତମାନ ସମୟ ରେ ମିହିର ଦାସ ଚିକିତ୍ସାଧୀନ ଅବସ୍ଥା ରେ ଅଛନ୍ତି ଓ ସ୍ୱାସ୍ଥ୍ୟ ଅବସ୍ଥା ରେ ଧୀରେ ଧୀରେ ପରିବର୍ତ୍ତନ ଆସୁଛି ଓ ସେ ଖୁବ ଶୀଘ୍ର ସୁସ୍ଥ ହୋଇଯିବେ ବୋଲି ଅମ୍ଳାନ ଦାସ କହିଛନ୍ତି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ବର୍ଷା (Varsha) ଅନୁଭବ (Anubhav) ଙ୍କ ଠାରୁ ଅଲଗା ହେବା ପରେ ତାଙ୍କର ଅବସ୍ଥା ଏବେ ଏମିତି, ଦେଖିଲେ ଆଖି ଓଦା ହୋଇଯିବେ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତ୍ରୀ ମାନେ ସୋସିଆଲ …

Leave a Reply

Your email address will not be published. Required fields are marked *