Breaking News

ସିରିଏଲ ଅଭିନେତା ସ୍ଵାତ୍ତିକ (jagajit) ଶୁ-ଟି-ଙ୍ଗ ଚାଲୁଥିବା ସମୟରେ କ୍ୟାମେରା ମ୍ୟାନ ସହ ଝ-ଗ-ଡା କରିଲେ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରି ରେ ଅନେକ ଲୋକ ପ୍ରିୟ ଅଭିନେତା ମାନେ ଅଛନ୍ତି , ତେବେ ଏଇ ଅଭିନେତା ମାନ ଙ୍କ ମଧ୍ୟ ରୁ କିଛି ଅଭିନେତା ଚଳଚିତ୍ର ରେ ଅଭିନୟ କରି ବେସ ଲୋକ ପ୍ରିୟ ହୋଇପାରିଛନ୍ତି ତ ଆଉ କିଏ ଧାରାବାହିକ ରେ ଅଭିନୟ କରି ବେସ ଲୋକ ପ୍ରିୟ ହୋଇ ପାରିଛନ୍ତି । ତାହେଲେ ବନ୍ଧୁଗଣ ଆଜି ଆମେ ଯେଉଁ ଅଭିନେତା ଙ୍କ ବିଷୟ ରେ ଜାଣିବା କୁ ପାଇବା ସେହି ଅଭିନେତା ଜଣକ ଧାରାବାହିକ ରେ ନିଜ ଜବରଦସ୍ତ ଅଭିନୟ ଦେଖାଇ ବେସ ଲୋକ ପ୍ରିୟ ହେବା ସହିତ ଓଡିଶା ର ଘରେ ଘରେ ପରିଚିତ ।

ତାହେଲେ ବନ୍ଧୁଗଣ ଏହି ଅଭିନେତା ଜଣକ ହେଉଛନ୍ତି ଆପଣ ମାନ ଙ୍କ ପ୍ରିୟ ଅଭିନେତା ସତ୍ଵିକ , ତାହେଲେ ଆପଣ ମାନେ ନିଶ୍ଚୟ ସାତ୍ଵିକ ଙ୍କୁ ବେସ ଭଲ ଭାବ ରେ ଜାଣିଥିବେ । ତେବେ ଏହି ଅଭିନେତା ଜଣକ ଗତ କିଛି ଦିନ ତଳେ ତରଙ୍ଗ ଟିଭି ରେ ପ୍ରସାରିତ ହେଉଥିବା ଲୋକ ପ୍ରିୟ ଧାରାବାହିକ ନୂଆ ବୋହୁ ଧାରାବାହିକ ରେ ମୁଖ୍ୟ ଅଭିନେତା ଙ୍କ ଚରିତ୍ର ରେ ନଜର ଆସିଥିଲେ ।


ତାହେଲେ ବନ୍ଧୁଗଣ ସାତ୍ଵିକ ଙ୍କ ଏହି ଜବରଦସ୍ତ ଅଭିନୟ ପାଇଁ ସେ ଆଜି ଓଡିଶା ଘର ଘରେ ପରିଚିତ ହେବା ସହିତ ଦର୍ଶକ ମାନ ଙ୍କ ହୃଦୟ ରେ ଏକ ସ୍ଵତନ୍ତ୍ର ପରିଚିୟ ପାଇଛନ୍ତି । ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଏହି ଅଭିନେତା ଜଣକ ଆଉ ଏକ ନୂଆ ଧାରାବାହିକ ରେ ନଜର ଆସିବାକୁ ଯାଉଛନ୍ତି ଯାହାର ନାମ ରହିଛି ବନ୍ଧନ ଏ ଜନ୍ମ ଜନ୍ମ ର ।

ତେବେ ବର୍ତ୍ତମାନ ସମୟ ରେ ସାତ୍ଵିକ ଙ୍କ ଏକ ଭିଡିଓ ବହୁ ପରିମାଣ ରେ ସୋସିଆଲ ମିଡିଆ ରେ ଭାଇରାଲ ହେବା ଲାଗିଛି ଓ ଏହି ଭିଡିଓ ରେ ସାତ୍ଵିକ କ୍ୟାମେରା ମ୍ୟାନ ସହିତ ଝ-ଗ-ଡା କରୁଥିବା ର ଦେଖିବାକୁ ମିଳିଛି , ତେବେ ବନ୍ଧୁଗଣ ଏହି ଝଗଡା ଟି ହେଉଛି ମଜା ମସ୍ତି ର ଝଗଡା ।କ୍ୟାମେରା ମ୍ୟାନ ଏବଂ ଅଭିନେତା ସାତ୍ଵିକ ଇଙ୍ଗିତ ରେ ଝ-ଗ-ଡା ଲାଗି ମଜାମସ୍ତି କରୁଛନ୍ତି ଓ ଯାହାକି ଆପଣ ମାନେ ଆମର ଏହି ପେଜ ରେ ନିଶ୍ଚିନ୍ତ ଭାବ ରେ ଦେଖିବାକୁ ପାଉଥିବେ ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ବର୍ଷା (Varsha) ଅନୁଭବ (Anubhav) ଙ୍କ ଠାରୁ ଅଲଗା ହେବା ପରେ ତାଙ୍କର ଅବସ୍ଥା ଏବେ ଏମିତି, ଦେଖିଲେ ଆଖି ଓଦା ହୋଇଯିବେ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତ୍ରୀ ମାନେ ସୋସିଆଲ …

Leave a Reply

Your email address will not be published. Required fields are marked *