Breaking News

ଓଡିଆ ହିରୋଇନ ଜାଙ୍କଲିନ (Janklin) ତାଙ୍କର ପ୍ରଥମ ମାଣବସା ଗୁରୁବାର ଦିଲ୍ଲୀରେ କେମିତି ପାଳନ କରିଲେ ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଟ୍ଵିନ ସିଷ୍ଟର ଭାବେ ପରିଚିତ ଥିବା ଜାଙ୍କଲିନ ଓ ସୋମାଲିନ ଙ୍କୁ ବେସ ଭଲ ଭାବ ରେ ଜାଣିଥିବେ । ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ଏହି ଦୁଇ ଭଉଣୀ ନିଜର ଜବରଦସ୍ତ ପ୍ରଦର୍ଶନ ଦେଖାଇ ଏକ ରିଆଲିଟି ସୋ ରେ ବିଜେତା ହେବା ପରେ , ଉଭୟ ଦୁଇ ଭଉଣୀ ଏକାଠି ହୋଇ ଏକ ଧାରାବାହିକ ରେ ଜବରଦସ୍ତ ଅଭିନୟ ଦେଖାଇ ବେସ ଲୋକ ପ୍ରିୟ ହୋଇ ପାରିଥିଲେ ।

ତାହେଲେ ବନ୍ଧୁଗଣ ସୋମାଲିନ ଅଭିନୟ ଜଗତ ରୁ ଦୂରେଇ ଯିବା ପରେ ଜାଙ୍କଲିନ ନିଜ ଅଭିନୟ ଜାରି ରଖିଥିଲେ । ତେବେ ଜାଙ୍କଲିନ ଙ୍କ ଜବରଦସ୍ତ ଅଭିନୟ ପାଇଁ ଜାଙ୍କଲିନ ବେସ ଲୋକ ପରିଚିତ ହେବା ସହିତ ଘରେ ଘରେ ମଧ୍ୟ ପରିଚିତ ହୋଇ ପାରିଥିଲେ ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଏହି ଅଭିନେତ୍ରୀ ଜଣକ ଓଡିଆ ଧାରାବାହିକ ର ଲୋକ ପ୍ରିୟ ଅଭିନେତା ଅରବିନ୍ଦ ଙ୍କୁ ବିବାହ କରିଥିଲେ ।

ତେବେ ବିବାହ ପରେ ଉଭୟ ସୋସିଆଲ ମିଡିଆ ରେ ବେସ ଆକ୍ଟିଭ ରହୁଥିଲେ ଓ ବହୁସାରା ମଜାମସ୍ତି କରୁଥିବାର ଆପଣ ମାନେ ନିଶ୍ଚୟ ଦେଖିବାକୁ ପାଉଥିବେ । ତାହେଲେ ବନ୍ଧୁଗଣ ଏହି ଦୁଇ ଯୋଡି ବର୍ତ୍ତମାନ ସମୟ ରେ ଅଭିନୟ ଜଗତ ରୁ ସଂପୂର୍ଣ୍ଣ ଭାବେ ଦୂରେଇ ଯିବା ପରେ ଓଡିଶା ଛାଡି ଦିଲ୍ଲୀ ରେ ରହୁଛନ୍ତି ଏହି ଲୋକ ପ୍ରିୟ ଯୋଡି ଓ ସେଠାରେ ରହି ମଧ୍ୟ ଉଭୟ ସୋସିଆଲ ମିଡିଆ ରେ ବେସ ଆକ୍ଟିଭ ରହୁଛନ୍ତି ।

ତାହେଲେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଜାଙ୍କଲିନ ଙ୍କ ଏକ ଭିଡିଓ ସୋସିଆଲ ମିଡିଆ ରେ ବହୁ ପରିମାଣ ରେ ଭାଇରାଲ ହେବା ରେ ଲାଗିଛି ଓ ଏହି ଭିଡିଓ ରେ ଜାଙ୍କଲିନ ଗୁରୁବାର ମାଣବସା ରେ ଦିଲ୍ଲୀ ରେ ରହି ଝୋଟି ପକାଇ ମାଣ ବସାଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି ଓ ଏହି ଭିଡିଓ ଟି ଜାଙ୍କଲିନ ନିଜେ ନିଜର ସୋସିଆଲ ମିଡିଆ ଆକାଉଣ୍ଟ ରେ ପୋଷ୍ଟ କରି ଜଣାଇଛନ୍ତି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ସରିଲା ରିୟା ଦେଙ୍କର ବାହାଘର ରିୟା ବାହାହେଲେ ହେଲେ ଗୋଟେ ବଙ୍ଗାଳି Hero ଙ୍କୁ ଦେଖନ୍ତୁ ବାହାଘର ସମ୍ପୂର୍ଣ ଭିଡ଼ିଓ !

ହେଲୋ ଫ୍ରେଣ୍ଡ୍ ଏବେ ଆସି ଯାଉଛି ଏକ ବୋହୁତ ବଡ ଖୁସୀ ଖବର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଇଛନ୍ତି …

Leave a Reply

Your email address will not be published.