Breaking News

ସକାଳୁ ସକାଳୁ ସ୍ତ୍ରୀ ସୋମାଲିନ (Somalin) ଙ୍କ ପାଇଁ ସ୍ଵାମୀ ନିଶୀଥ କରିଲେ କଫି – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରି ରେ ଅନେକ ଲୋକ ପ୍ରିୟ ଅଭିନେତ୍ରୀ ମାନେ ଅଛନ୍ତି ଓ ଏହି ଅଭିନେତ୍ରୀ ମାନେ ନିଜ ଜବରଦସ୍ତ ଅଭିନୟ ବେସ ଲୋକ ପ୍ରିୟ ହୋଇପାରିଛନ୍ତି । ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଚଳିତ ବର୍ଷ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଅନେକ ଲୋକ ପ୍ରିୟ ଅଭିନେତ୍ରୀ ବିବାହ ବନ୍ଧନ ରେ ବାନ୍ଧି ହେବା ପରେ ନିଜ ଶାଶୁଘରେ ବେସ ଖୁସି ରେ ଅଛନ୍ତି ।

ତାହେଲେ ବନ୍ଧୁଗଣ ସେହିଭଳି ଜଣେ ଅଭିନେତ୍ରୀ ହେଉଛନ୍ତି ସୋମାଲିନ ପରିଡା ଯିଏ କି ଗତ କିଛି ଦିନ ତଳେ ନିଶୀଥ ଙ୍କୁ ବିବାହ କରି ଥିଲେ ଓ ବର୍ତ୍ତମାନ ସମୟ ରେ ନିଜ ଶାଶୁଘର ରେ ବେସ ଖୁସି ରେ ଅଛନ୍ତି । ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ଏହି ଦୁଇ ଯୋଡି ବିବାହ ବନ୍ଧନ ରେ ବାନ୍ଧି ହେବା ପୂର୍ବ ରୁ ସୋସିଆଲ ମିଡିଆ ରେ ବେସ ଆକ୍ଟିଭ ରହୁଥିଲେ ଓ ବହୁସାରା ମଜା ମସ୍ତି କରୁଥିବାର ଦୃଶ୍ୟ ସୋସିଆଲ ମିଡିଆ ରେ ଦେଖିବାକୁ ମିଳିଥିଲା କିନ୍ତୁ ବର୍ତ୍ତମାନ ସମୟ ରେ ଉଭୟ ସାତ ଜନମ ର ସାଥି ।


ତାହେଲେ ବନ୍ଧୁଗଣ ଆପଣ ମାନେ ସୋମାଲିନ ଙ୍କୁ ବେସ ଭଲ ଭାବ ରେ ଜାଣିଥିବେ , ତେବେ ସୋମାଲିନ ଓ ଜାଙ୍କଲିନ ଏହି ଦୁଇ ଭଉଣୀ ହେଉଛନ୍ତି ଆମ ଓଡିଆ ଇଣ୍ଡଷ୍ଟ୍ରି ର ଟ୍ଵିନ ସିଷ୍ଟର । ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଏହି ଦୁଇ ଭଉଣୀ ଏକ ରିଆଲିଟି ସୋ ରେ ବିଜେତା ହେବା ପରେ ଓଡିଆ ଇଣ୍ଡଷ୍ଟ୍ରି ରେ ପାଦ ଦେଇଥିଲେ ।


ତାହେଲେ ବନ୍ଧୁଗଣ ସୋମାଲିନ ବର୍ତ୍ତମାନ ସମୟ ରେ ନିଜ ଶାଶୁଘରେ ବେସ ଖୁସି ରେ ଥିଲେ ମଧ୍ୟ ସୋସିଆଲ ମିଡିଆ ରେ ବେସ ଆକ୍ଟିଭ ରହୁଛନ୍ତି , ତେବେ ବର୍ତ୍ତମାନ ସମୟ ରେ ସୋମାଲିନ ଙ୍କ ଏକ ଭିଡିଓ ବହୁ ପରିମାଣ ରେ ଭାଇରାଲ ହେବା ରେ ଲାଗିଛି ଯେ ସୋମାଲିନ ଙ୍କ ପାଇଁ ନିଶୀଥ କଫି କରି ଦେଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି ଓ ଏହି ଭିଡିଓ ଟି ନିଜେ ସୋମାଲିନ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ରେ ପୋଷ୍ଟ କରି ଜଣାଇଛନ୍ତି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ବର୍ଷା (Varsha) ଅନୁଭବ (Anubhav) ଙ୍କ ଠାରୁ ଅଲଗା ହେବା ପରେ ତାଙ୍କର ଅବସ୍ଥା ଏବେ ଏମିତି, ଦେଖିଲେ ଆଖି ଓଦା ହୋଇଯିବେ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତ୍ରୀ ମାନେ ସୋସିଆଲ …

Leave a Reply

Your email address will not be published. Required fields are marked *