Breaking News

ଶାଶୁଘରେ ତାଙ୍କର ପ୍ରଥମ ଗୁରୁବାର ବ୍ରତ ପାଳନ କରିଲେ ଓଡିଆ ଅଭିନେତ୍ରୀ ସୋମାଲିନ (Somalin Parida) – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଆମ ଓଡିଆ ଇଣ୍ଡଷ୍ଟ୍ରି ରେ ଅନେକ ଲୋକ ପ୍ରିୟ ଅଭିନେତ୍ରୀ ଅଛନ୍ତି , ତେବେ ବନ୍ଧୁଗଣ ଏହି ଅଭିନେତ୍ରୀ ମାନ ଙ୍କ ମଧ୍ୟ ରୁ ବହୁ କମ ଅଭିନେତ୍ରୀ ଅଛନ୍ତି , ଯେଉଁ ଅଭିନେତ୍ରୀ ମାନେ ଏକ ରିଆଲିଟି ସୋ ର ବିଜେତା ହେବା ପରେ ଓଡିଆ ଇଣ୍ଡଷ୍ଟ୍ରି ରେ ପାଦ ଦେଇଛନ୍ତି ଓ ମାତ୍ର କମ ଦିନ ର ଅଭିନୟ ରେ ବେସ ଲୋକ ପ୍ରିୟ ହୋଇପାରିଛନ୍ତି । ତାହେଲେ ବନ୍ଧୁଗଣ ସେହିଭଳି ଜଣେ ଅଭିନେତ୍ରୀ ହେଉଛନ୍ତି ସୋମାଲିନ ପରିଡା ,

ଏହି ଅଭିନେତ୍ରୀ ଜଣକ ଏକ ରିଆଲିଟି ସୋ ରେ ବିଜେତା ହେବା ପରେ ଜୀ ସାର୍ଥକ ଟିଭି ରେ ପୂର୍ବ ରୁ ପ୍ରସାରିତ ହେଉଥିବା ଲୋକ ପ୍ରିୟ ଧାରାବାହିକ ମୋ ଜେଜେମା ରେ ଜବରଦସ୍ତ ଅଭିନୟ ଦେଖାଇ ବେସ ଲୋକ ପ୍ରିୟ ହୋଇପାରିଥିଲେ , ତାହେଲେ ବନ୍ଧୁଗଣ ଏହି ଧାରାବାହିକ ଟି ସରିଯିବା ପରେ ସୋମାଲିନ ଆଉ ଅଭିନୟ କରି ନ ଥିଲେ ସେ ସଂପୂର୍ଣ୍ଣ ଭାବେ ଓଡିଆ ଇଣ୍ଡଷ୍ଟ୍ରି ରୁ ଦୂରେଇ ରହିଥିଲେ ।


ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ଅଭିନେତ୍ରୀ ସୋମାଲିନ ଗତ କିଛି ଦିନ ତଳେ ନିଶୀଥ ଙ୍କୁ ବିବାହ କରି ନିଜ ଶାଶୁଘରେ ବର୍ତ୍ତମାନ ସମୟ ରେ ବେସ ଖୁସି ରେ ଅଛନ୍ତି । ତାହେଲେ ବନ୍ଧୁଗଣ ଏହି ଅଭିନେତ୍ରୀ ଜଣକ ବିବାହ ପରେ ନିଜ ସ୍ଵାମୀ ଙ୍କ ସହିତ ସୋସିଆଲ ମିଡିଆ ରେ ବେସ ଆକ୍ଟିଭ ରହୁଛନ୍ତି । ତାହେଲେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ସୋମାଲିନ ଏକ ଭିଡିଓ ବେସ ଚର୍ଚ୍ଚା ରେ ଅଛି ।


ଏହି ଅଭିନେତ୍ରୀ ଜଣକ ନିଜ ଶାଶୁଘରେ ରହି ଶାଶୁଘର ପ୍ରତ୍ଯେକ ମୂହୁର୍ତ୍ତ ରେ କାର୍ଯ୍ୟ କରୁଥିବା ଭିଡିଓ କରି ନିଜ ସୋସିଆଲ ମିଡିଆ ଆକାଉଣ୍ଟ ରେ ପୋଷ୍ଟ କରି ବେସ ଚର୍ଚ୍ଚା ରେ ରୁହନ୍ତି । ତାହେଲେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ସୋମାଲିନ ଙ୍କ ଏକ ଭିଡିଓ ବେସ ଚର୍ଚ୍ଚା ରେ ଅଛି ଯେ ଗତ କାଲୀ ମାଣବସା ଗୁରୁବାର ଓଷା ଥିଲା , ତେବେ ସୋମାଲିନ ନିଜ ଶାଶୁ ଘରେ ମାନ ବସାଉଥିବାର ଦେଖିବାକୁ ମିଳିଛି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ବର୍ଷା (Varsha) ଅନୁଭବ (Anubhav) ଙ୍କ ଠାରୁ ଅଲଗା ହେବା ପରେ ତାଙ୍କର ଅବସ୍ଥା ଏବେ ଏମିତି, ଦେଖିଲେ ଆଖି ଓଦା ହୋଇଯିବେ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତ୍ରୀ ମାନେ ସୋସିଆଲ …

Leave a Reply

Your email address will not be published. Required fields are marked *