Breaking News

ଓଡିଶା ଅଭିନୟ ଦୁନିଆର ବରିଷ୍ଠ ଅଭିନେତା ମିହିରି ଦାସ (Mihir Das) ଙ୍କୁ ନେଇ ଆସିଲା ବଡ ଦୁଃ-ଖ ଖବର – ଭିଡିଓ ଦେଖନ୍ତୁ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ପୁଣି ଏକ ଦୁଃ-ଖ ର ଖବର ଆସିଛି ଆମ ଓଡିଆ ଇଣ୍ଡଷ୍ଟ୍ରି ରୁ , ଆପଣ ମାନ ଙ୍କ ପ୍ରିୟ ଅଭିନେତା ମିହିର ଦାସ ବର୍ତ୍ତମାନ ସମୟ ରେ ଗୁ-ରୁ-ତ-ର ଅବସ୍ଥା ରେ ଏକ ଘରୋଇ ହସ୍ପିଟାଲ ରେ ଭର୍ତ୍ତି ହୋଇଛନ୍ତି , ବର୍ତ୍ତମାନ ସମୟ ର ଏହା ହେଉଛି ବଡ ଖବର ଯେ ଲୋକପ୍ରିୟ  ଅଭିନେତା ମିହିର ଦାସ ବର୍ତ୍ତମାନ ସମୟ ରେ ମେଡିକାଲ ରେ ଭର୍ତ୍ତି ହୋଇଛନ୍ତି ।

ଅଭିନେତା ମିହିର ଦାସ ଙ୍କ ର ପୂର୍ବ କି-ଡି-ନୀ ଜନିତ ସମସ୍ୟା ରହିଥିଲା , ତେବେ ଏହି 2 ରୁ 3 ଦିନ ହେଲା ମିହିର ଦାସ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ବାରେ ଲାଗିଛି ଓ ସେଥିପାଇଁ ଆଜି ମିହିର ଦାସ କଟକ ର ଏକ ଘରୋଇ ହସ୍ପିଟାଲ ରେ ଭେଣ୍ଟିଲେଟର ରେ ଚିକିତ୍ସିତ ହେଉଛନ୍ତି । ତାହେଲେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଏହା ସବୁଠୁ ବଡ ଖବର ।


ତାହେଲେ ବନ୍ଧୁଗଣ ଏହି ଅଭିନେତା ଙ୍କ ପାଇଁ ଆଜି ଓଡିଆ ଇଣ୍ଡଷ୍ଟ୍ରି ର ବହୁତ ଆଗକୁ ଯିବା ସହିତ ବେସ ଲୋକ ପ୍ରିୟ ହୋଇପାରିଛି । ବନ୍ଧୁଗଣ ମିହିର ଦାସ ହେଉଛନ୍ତି ଜଣେ ଏମିତି ଅଭିନେତା ଯିଏ କି ବହୁ ସାରା ଚଳଚିତ୍ର ନିଜ ଜବରଦସ୍ତ ଅଭିନୟ ଦେଖାଇ ଘରେ ଘରେ ପରିଚିତ । ତେବେ ଓଡିଆ ଇଣ୍ଡଷ୍ଟ୍ରି ରେ ବହୁତ ଦୀର୍ଘ ଦିନ ହେଲା ଅଭିନୟ କରି ଆସୁଥିଲେ ମିହିର ଦାସ ।

ତାହେଲେ ବନ୍ଧୁଗଣ ମିହିର ଦାସ ଜଣେ ଲୋକ ପ୍ରିୟ ଅଭିନେତା ହେବା ସହିତ ଜଣେ ସାମାଜିକ କର୍ମୀ , ଏହି ଅଭିନେତା ଜଣକ ତାଙ୍କ ଜୀବନ ରେ ବହୁ ଦମ୍ପତ୍ତି ମାନ ଙ୍କୁ ଏକାଠି କରିଛନ୍ତି ଏକ ରିଆଲିଟି ସୋ ମାଧ୍ୟମ ରେ ଯାହା ର ନାମ ଆସା ର ଆଲୋକ । ତେବେ ଜୀବନ ରେ ବହୁତ ଦମ୍ପତ୍ତି ମାନ ଙ୍କୁ ଏକାଠି କରି ବେସ ଲୋକ ପ୍ରିୟ ହୋଇପାରିଛନ୍ତି , ତେବେ ବର୍ତ୍ତମାନ ସମୟ ରେ ଏହି ଅଭିନେତା ଜଣକ ଗୁରୁତର ଅବସ୍ଥା ରେ ଭେଣ୍ଟିଲେଟର ରେ ଚିକିତ୍ସିତ ହେଉଛନ୍ତି , ତାହେଲେ ବନ୍ଧୁଗଣ ଆମେ ଭଗବାନ ନିକଟ ରେ ପ୍ରାର୍ଥନା କରୁଛୁ ଯେ ମିହିର ଦାସ ସୁସ୍ଥ ହୋଇ ପୁଣି ଆମ ଗହଣ କୁ ଫେରି ଆସନ୍ତୁ ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ବର୍ଷା (Varsha) ଅନୁଭବ (Anubhav) ଙ୍କ ଠାରୁ ଅଲଗା ହେବା ପରେ ତାଙ୍କର ଅବସ୍ଥା ଏବେ ଏମିତି, ଦେଖିଲେ ଆଖି ଓଦା ହୋଇଯିବେ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତ୍ରୀ ମାନେ ସୋସିଆଲ …

Leave a Reply

Your email address will not be published. Required fields are marked *