Breaking News

LIC ଆଣିଲା ଦମଦାର ସ୍କିମ, ଯେଉଁଥିରେ ମାତ୍ର ୧୨୦ ଟଙ୍କା ଦେଇ ଆପଣ ପାଆନ୍ତୁ ୨୭ ଲକ୍ଷ ଟଙ୍କା!

ଦର୍ଶକ ବନ୍ଧୁ ଝିଅ ଟିଏ ହେବା ପରେ ବାପା ମା ବହୁତ୍ ଖୁସି ହୋଇ ଥାଆନ୍ତି କିନ୍ତୁ ତା ଭବିଷ୍ୟତ କୁ ନେଇ ବେସ ଚିନ୍ତା ରେ ଥାଆନ୍ତି ଯେ ଝିଅ ବାହା ଘର୍ ପାଇଁ ଲକ୍ଷ ଲକ୍ଷ ଟଙ୍କା କେଉଁଠାରୁ ଆଣିବେ । ତେବେ ଏହି ଚିନ୍ତା କରୁଥିବା ସମୟ ରେ ସେମାନ ଙ୍କ ଚିନ୍ତା ଦୂର କରିବା ପାଇଁ ଆଗେଇ ଆସିଛି Lic । Lic ର ଏକ ନୁଆ ଯୋଜନା ରେ ଗ୍ରାହକ ମାନ ଙ୍କୁ ଦେଉଛି ଭଲ ଫାଇଦା , ମାତ୍ର ୧୨୧ ଟଙ୍କା ଦେବା ବଦଳ ରେ ଝିଅ ବାହାଘର କୁ Lic ଦେବ ଲକ୍ଷ ଲକ୍ଷ ଟଙ୍କା । ତାହେଲେ ଆସନ୍ତୁ ଜାଣିବା ଏହି ଯୋଜନା ବିଷୟ ରେ ।


ତାହେଲେ ବନ୍ଧୁଗଣ ଆଜି ଆମେ Lic ର ଯେଉଁ ନୂଆ ଯୋଜନା ବିଷୟ ରେ କହିବାକୁ ଯାଉଛୁ ଏହି ଯୋଜନା ଟି କନ୍ୟା ମାନ ଙ୍କ ପାଇଁ ଯାହାର ନାମ ହେଉଛି ଜୀବନ ରକ୍ଷକ ଯୋଜନା ବା କନ୍ୟା ଦାନ ଯୋଜନା ।ତେବେ ଏହି ଯୋଜନା ରେ ଆପଣ ମାନେ ଦୈନିକ ୧୨୧ ଟଙ୍କା ଦେଇ ଅର୍ଥାତ୍ ମାସ କୁ ୩୬୦୦ ଟଙ୍କା ପ୍ରିମିୟମ ଦେବ କୁ ପଡିବ । ତାହାଲେ ଆପଣ ଚାହିଁଲେ ଏହାଠୁ ଅଧିକ ଟଙ୍କା ର ପ୍ରିମିୟମ ନେଇ ପାରିବେ ।


ତାହେଲେ ଆପଣ ଯଦି ପ୍ରତିଦିନ ୧୨୧ ଟଙ୍କା ପ୍ରିମିୟମ ଦେଉଛନ୍ତି ତାହାଲେ ଆପଣ ମାନେ ୨୫ ବର୍ଷ ପରେ ୨୭ ଲକ୍ଷ ଟଙ୍କା ପାଇବେ । ତେବେ ପଳିସ ନେବା ପରେ ଯଦି ସେହି ବ୍ୟକ୍ତି ଙ୍କ ମୃତ୍ୟୁ ହୋଇ ଯାଉଛି ତାହାଲେ ସେହି ବ୍ୟକ୍ତି ଙ୍କ ପରିବାର କୁ ପ୍ରିମିୟମ ଆଉ ଦେବାକୁ ପଡ଼ିବ ନାହିଁ ଓ ପ୍ରତିବର୍ଷ ୧ ଲକ୍ଷ ଟଙ୍କା ମିଳିବା ସହିତ ୨୫ ବର୍ଷ ପରେ ନୋମିନ ରେ ଥିବା ବ୍ୟକ୍ତି କୁ ୨୭ ଲକ୍ଷ ଟଙ୍କା ମିଳିବ ।

ତେବେ ଏହି ପଲିସ କୁ କିଣିବା ପାଇଁ ହେଲେ ବ୍ୟକ୍ତି ଙ୍କୁ ସର୍ବନିମ୍ନ ୩୦ ହୋଇଥିବା ସମୟ ରେ ତାଙ୍କ ଝିଅ କୁ ୧ ବର୍ଷ ହୋଇ ଥିବା ଆବଶ୍ୟକ । ତେବେ ଆପଣ ମାନେ ୨୨ ବର୍ଷ ପର୍ଯ୍ୟନ୍ତ ପ୍ରିମିୟମ ଦେବାକୁ ପଡ଼ିବ । ତାହାଲେ ବନ୍ଧୁଗଣ ଏହି ବିଷୟ ରେ ଆହୁରି ଭଲ ଭାବରେ ଜାଣିବା ପାଇଁ ଆପଣ ମାନେ ନିକସ୍ଥ Lic ଅଫିସ କିମ୍ବା ଏଜେନ୍ସି ଙ୍କ ପାଖ ରୁ ଜାଣି ପାରିବେ ।।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଯେତେବେଳେ ଭୟଙ୍କର ସାପ ପାଖରୁ ଏହି ଛୁଆଙ୍କୁ ବଞ୍ଚେଇବା ପାଇଁ ସ୍ୱୟଂ Mahadeba ଚାଲି ଆସିଲେ, ତାପରେ ଯାହା ହେଲା, ଦେଖିକି ସମସ୍ତେ ଯୋଡ଼ିଦେଲେ ହାତ ଦେଖନ୍ତୁ…

ହେଲୋ ଫ୍ରେଣ୍ଡ୍ ଆଜି ଆପଣଙ୍କୁ ଭଗବାନ ଶିବଙ୍କର ନୀଳା ବିଷୟରେ ଜଡିତ ଗୋଟିଏ ଘଟଣା ବିଷୟରେ କହିବୁ ଯାହାକୁ ଜାଣିବା …

Leave a Reply

Your email address will not be published.