Breaking News

ମାଳିକାର ବଡ ଭବିଷ୍ୟବାଣୀ, ପୃଥିବୀକୁ ଆସିବ ୭ଟି ମ-ହା-ମା-ରୀ; ବ୍ରହ୍ମାଣ୍ଡରେ ଶୁଭିବ ‘ମଲା ମଲା’ ଶବ୍ଦ – ଦେଖନ୍ତୁ ଭିଡିଓ

ବନ୍ଧୁଗଣ ଆପଣ ମାନେ ଜାଣିଛନ୍ତି କି ଯେ ବର୍ତ୍ତମାନ ସମୟ ର ମଣିଷ ମାନ ଙ୍କୁ ସତର୍କ କରାଇବା ପାଇଁ ଓ ଆଗାମୀ ଦିନ ମାନ ଙ୍କ ରେ ଘଟିବାକୁ ଯାଉଥିବା ବଡ ବଡ ଦୁ-ର୍ଘ-ଟ-ଣା କୁ ମହାପୁରୁଷ ମାନେ ଆଜି କୁ ପ୍ରାୟ 600 ବର୍ଷ ତଳେ ଉଲ୍ଲେଖ କରି ଯାଇଥିଲେ ଓ ଯାହା ବର୍ତ୍ତମାନ ସମୟ ରେ ଗୋଟେ ପରେ ଗୋଟେ ସତ୍ୟ ହେବା କୁ ଯାଉଛି ।

ତେବେ ମହାପୁରୁଷ ମାନେ ମାଳିକା ରେ ସବୁକିଛି ଲେଖି ଯାଇଛନ୍ତି ଆମ ମାନ ଙ୍କ ପାଇଁ । ତାହେଲେ ବନ୍ଧୁଗଣ ପଞ୍ଚୁଭୂତ ଯେମିତି ସତ୍ୟ , ଜନ୍ମ ,ମରଣ ଯେମିତି ସତ୍ୟ ଠିକ ସେହିଭଳି ମାଳିକା ରେ ଉଲ୍ଲେଖ ହୋଇଥିବା ସମସ୍ତ ଘଟନା ଗୁଡିକ ମଧ୍ୟ ସତ୍ୟ ଯାହା କି ବର୍ତ୍ତମାନ ସମୟ ରେ ଘଟି ଯାଉଛି ।

ତେବେ ମହା ପୁରୁଷ ମାନେ ଉଲେଖ କରିଥିଲେ ଯେ ମଲା ମଲା ଶବ୍ଦ ବର୍ତ୍ତମାନ ସମୟ ରେ 7 ଥର ହେବ , , ମାନେ ବର୍ତ୍ତମାନ ସମୟ ରେ ଯେଉଁ ଭଳି କାରୋନା ତାର କାୟା ବିସ୍ତାର କରି ସରିଛି ସମଗ୍ର ବିଶ୍ଵ ରେ ଓ ଅନେକ ସ୍ଥାନ ରେ ଖାଲି ମଲା ମଲା ଆହାକାର ଶୁଣିବାକୁ ମିଳୁଛି । ତାହେଲେ ମହା ପୁରୁଷ ଅଚ୍ୟୁତ ଲେଖିଛନ୍ତି 7 ଟି ମହାମାରୀ ଆସିବ ଓ ଏହି ମ-ହା-ମା-ରୀ ଯେବେ ଆସିବ ଲୋକ ମାନେ କାଲୀ ମଲା ମଲା କହିବେ , ଶ୍ମଶାନ ରେ ଜାଗା ହେବ ନହିଁ ସବ ପୋଡିବାକୁ ।

ତାହେଲେ ବନ୍ଧୁଗଣ ବର୍ତ୍ତମାନ ମଧ୍ୟ ସମୟ ଅଛି ଏହି ସବୁ ଥିରୁ ମୁକ୍ତ ପାଇବା ପାଇଁ , ତେବେ ଏହି ମୁକ୍ତି ର ପଥ ହେଉଛି ଭଗବାନ ଙ୍କ ଶରଣ ନେବା ଓ କଲି ର ଯୁଗ କୁ ଅନ୍ତ କରି ପୁଣି ସତ୍ୟଯୁଗ କୁ ଆସିବା । ତାହେଲେ ଏମିତି ଯଦି ନ ହୁଏ ତାହେଲେ ସୂର୍ଯ୍ୟ ପଛ କେ ପଶ୍ଚିମ ଉଦୟ ହେବେ , ପଥର ରେ କଇଁ ମଧ୍ୟ ଫୁଟିବ ଠିକ ସେହିଭଳି ଏହି ଅଚ୍ୟୁତ ର ବାଣୀ ପଥର ର ଗାର ଭଳି , ତାହେଲେ ବନ୍ଧୁଗଣ ଜଣେ ମାଳିକା ଭକ୍ତ ଏହି କଥା ଟି କୁ କହିଛନ୍ତି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ, ପାଣିରେ ଜଳୁଛି ଦୀପ !

ଭାରତରେ ରହିଥିବା ବିଭିନ୍ନ ଧର୍ମ ସ୍ଥାନ ଗୁଡିକର ସ୍ୱତନ୍ତ୍ର ମାହାତ୍ମ୍ୟ ରହିଛି ସେଗୁଡିକର ପୌରାଣିକ ଗ୍ରନ୍ଥା ଓ ଚମତ୍କାରୀର ରହସ୍ୟ …

Leave a Reply

Your email address will not be published.