Breaking News

ପ୍ରଥମ ଥର ଦେଖନ୍ତୁ ଶ-ହୀ-ଦ ବିପିନ ରାୱାତଙ୍କ (Bipin Rawat) – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ବର୍ତ୍ତମାନ୍ ସମୟ ରେ ଦେଡ ସମ୍ପୂର୍ଣ ଭାବେ ସ୍ତବ୍ଧ ହୋଇ ଯାଇଛି ,ଭାରତ ପ୍ରଥମ ପ୍ରତିରକ୍ଷା ଷ୍ଟାଫ୍ ଜେନେରାଲ ବିପିନ ରାୱାତ ଏବଂ ତାଙ୍କ ସହିତ ଥିଲେ ପତ୍ନୀ ଓ ସେନା ର ଅଧିକାରୀ ମାନେ ବାୟୁସେନା ଏକ ହେଲିକପ୍ଟର ତାମିଲନାଡୁ କୁନୁର ନିକଟ କ୍ରା-ଶ ହୋଇ ଯିବାରୁ ୧୩ ଜନକ ଙ୍କ ର ମୃ-ତ୍ୟୁ ହୋଇଛି ।


ତାହେଲେ ବନ୍ଧୁଗଣ ଯାହା ସୂଚନା ମିଳିଥିଲା ଯେ ଏହି ହେଲିକପ୍ଟର ୧୪ ଜଣ ଥିଲେ ଓ ହେଲିକପ୍ଟର ଦୁ-ର୍ଘ-ଟ-ଣା ହେବା ରୁ ୧୪ ଜଣ ମଧ୍ୟ ରୁ ୧୩ ଜଣ ଙ୍କ ର ମୃ-ତ୍ତ୍ୟୁ ହୋଇଛି ଓ ଆଉ ଜଣେ ବ୍ୟକ୍ତି ବର୍ତ୍ତମାନ୍ ସମୟ ରେ ବେସ ଗୁ-ରୁ-ତ-ର ଭାବେ ଚିକିତ୍ସାଧୀନ ଅଵସ୍ଥା ରେ ଚିକିତ୍ସିତ ହେଉଛନ୍ତି ।

ତାହେଲେ ବନ୍ଧୁଗଣ ସବୁଠୁ ବଡ ଦୁଃ-ଖ ର କଥା ହେଲା ଯେ ଏହି ଦୁର୍ଘଟଣା ରେ ଆମ ଦେଶ ର ପ୍ରଥମ ସିଡିଏସ ଜେନେରାଲ ବିପିନ ରାୱତ୍ ଙ୍କ ଦେ-ହା-ନ୍ତ ହୋଇ ଯାଇଛି । ତାହେଲେ ବନ୍ଧୁଗଣ ଏହି ଭଳି ଜଣେ ଯବାନ ଙ୍କ ଦେହାନ୍ତ ହେବା ପରେ ତାଙ୍କ ସ୍ଥାନ କୁ କେହି ବି ପୂରଣ କରି ପାରିବେ ନାହିଁ ।

ଭାରତ ସରକାର ଏହି ନୂଆ ପଦବୀ ଟି କେବଳ ଆରମ୍ଭ କରିଥିଲେ ୩ ସେନା ଙ୍କୁ ଏକାଠି କରାଇ ନୁଆ ଚ୍ୟାଲେଞ୍ଜ କୁ ସାମ୍ନା କରିବା ପାଇଁ ।ତାହେଲେ ବନ୍ଧୁଗଣ ବିପିନ ରାୱତ୍ କୌଣସି ଏକ କାର୍ଯ୍ୟକ୍ରମ ରେ ଯୋଗ ଦେବା ପାଇଁ ଯାଉଥିଲେ ଓ ସେ ତାଙ୍କ ସାଥିରେ ନିଜ ପତ୍ନୀ ଓ ତାଙ୍କ କର୍ମଚାରୀ ଙ୍କ ସହ ବାୟୁସେନା ର ବିଶ୍ୱସନୀୟ ହେଲିକପ୍ଟର ଚପ୍ପର ରେ ଯାଉଥିବା ସମୟ ରେ ହେଲିକପ୍ଟର ତାମିଲନାଡୁ କୁନୁର ନିକଟ କ୍ରା-ସ ହୋଇ ଯିବାରୁ ୧୩ ଜନକ ଙ୍କ ର ମୃ-ତ୍ୟୁ ହୋଇଛି ଓ ଆଉ ଜଣେ ବର୍ତମାନ ସମୟ ରେ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି ।।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଯେତେବେଳେ ପୋଖରୀରେ ପ୍ରକଟ ହେଲେ Maa Durga ଆଉ ନିଜ ଭକ୍ତଙ୍କୁ ଦେଲେ ଦର୍ଶନ, ତାପରେ ହେଲା ଏମିତି ଚମତ୍କାର ଦେଖିକି ପୁରା ସରକାର ବି ହଲିଗଲେ…ଦେଖନ୍ତୁ

ହେଲୋ ଫ୍ରେଣ୍ଡ୍ କଣ ହେଲା ଯେତେ ବେଳେ ଝାଡ଼ଖଣ୍ଡ ର ଗୋଟିଏ ଛୋଟ ଗାଁ ରେ ଏକ ପୋଖରୀରେ ଅଚାନକ …

Leave a Reply

Your email address will not be published.