Breaking News

କୁଆଁରି ବୋହୁ ସିରିଏଲର ଅଭିନେତ୍ରୀ ପଲ୍ଲବୀ (Suprava) ବାହାଘର ପରେ ପ୍ରଥମଥର ଶାଶୂଘରେ ରୋଷେଇକଲେ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ବର୍ତ୍ତମାନ ଆପଣ ମାନେ ଜାଣିଥିବେ ଯେ ଚଳିତ ବର୍ଷ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଅନେକ ଲୋକ ପ୍ରିୟ ଅଭିନେତ୍ରୀ ମାନେ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି । ତାହେଲେ ଆଜି ଆମେ ସେହିଭଳି ଜଣେ ଅଭିନେତ୍ରୀ ଙ୍କ ବିଷୟ ରେ ଜାଣିବା ଯିଏ କି ଅତି ନିକଟ ରେ ତରଂଗ ଟିଭି ରେ ପୂର୍ବ ରୁ ପ୍ରସାରିତ ହେଉଥିବା ଲୋକ ପ୍ରିୟ ଧାରାବାହିକକୁଆଁରୀ ବୋହୁ ରେ ମୁଖ୍ୟ ଅଭିନେତା ସାଇ ଙ୍କ ଭଉଣୀ ଚରିତ୍ର ରେ ଅଭିନୟ କରୁଥିବା ପଲ୍ଲବୀ ଙ୍କୁ ବେସ ଭଲ ଭାବ ରେ ଜାଣିଥିବେ ।


ତାହେଲେ ବନ୍ଧୁଗଣ ଅଭିନେତ୍ରୀ ପଲ୍ଲବୀ ଅତି ନିକଟ ରେ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି ଓ ବର୍ତ୍ତମାନ ସମୟ ରେ ନିଜ ଶାଶୁଘରେ ଅଛନ୍ତି , ତାହେଲେ ବର୍ତ୍ତମାନ ସମୟ ରେ ପଲ୍ଲବୀ ଙ୍କ ର ଏକ ଭିଡିଓ ସୋସିଆଲ ମିଡିଆ ରେ ବହୁ ପରିମାଣ ରେ ଭାଇରାଲ ହେବା ରେ ଲାଗିଛି , ତେବେ ଆଜି ଆମେ ସେହି ଭିଡିଓ ବିଷୟ ରେ ଜାଣିବା ।

ତାହେଲେ ବନ୍ଧୁଗଣ ଆପଣ ମାନେ ପଲ୍ଲବୀ ଙ୍କ ଜବରଦସ୍ତ ଅଭିନୟ ନିଶ୍ଚୟ ଦେଖିଥିବେ କୁଆଁରୀ ବୋହୁ ଧାରାବାହିକ , ତେବେ ଏହି ଅଭିନେତ୍ରୀ ଜଣକ ନିଜ ଜବରଦସ୍ତ ଅଭିନୟ ପାଇଁ ବେସ ଲୋକ ପ୍ରିୟ ହେବ ସହ ଓଡିଶା ଘରେ ଘରେ ପରିଚିତ ହୋଇଥିଲେ । ତେବେ କୁଆଁରୀ ବୋହୁ ଧାରାବାହିକ ଟି ସାରିବା ପରେ ସେ ଆଉ କୌଣସି ଧାରାବାହିକ ରେ ନଜର ଆସି ନଥିଲେ । ତାହେଲେ ବନ୍ଧୁଗଣ ପଲ୍ଲବୀ ବହୁ ସାରା ଆଲବମ ରେ ମଧ୍ୟ ନଜର ଆସିଛନ୍ତି ।


ତେବେ ବର୍ତ୍ତମାନ ସମୟ ରେ ପଲ୍ଲବୀ ନିଜ ଶାଶୁଘରେ ବେସ ହସ ଖୁସି ରେ ଅଛନ୍ତି , ପଲ୍ଲବୀ ନିଜ ଶାଶୁଘରେ ପ୍ରଥମ ଥର ପାଇଁ ରୋଷେଇ କରି ନିଜ ଶାଶୁଘର ଲୋକ ଙ୍କୁ ଖାଇବାକୁ ଦେଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ବର୍ଷା (Varsha) ଅନୁଭବ (Anubhav) ଙ୍କ ଠାରୁ ଅଲଗା ହେବା ପରେ ତାଙ୍କର ଅବସ୍ଥା ଏବେ ଏମିତି, ଦେଖିଲେ ଆଖି ଓଦା ହୋଇଯିବେ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତ୍ରୀ ମାନେ ସୋସିଆଲ …

Leave a Reply

Your email address will not be published. Required fields are marked *