Breaking News

ବାପା ହେବା ପରେ ସପୂର୍ଣ୍ଣ ବଦଳିଗଲେ ହିରୋ ବାବୁଶାନ (Babushan), ଦେଖିଲେ ଆଶ୍ଚର୍ଯ୍ୟ ହେବେ! – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତା ମାନ ଙ୍କୁ ବେସ ଭଲ ଭାବ ରେ ଜାଣିଥିବେ , ତାହେଲେ ବନ୍ଧୁଗଣ ଆପଣ ଅଭିନେତା ବାବୁଷାନ ଙ୍କୁ ବେସ ଭଲ ଭାବ ରେ ଜାଣିଥିବେ । ତାହେଲେ ବନ୍ଧୁଗଣ ଏହି ଅଭିନେତା ଜଣକ ବର୍ତ୍ତମାନ ସମୟ ରେ ଅଭିନୟ କରି ଯେତିକି ଲୋକ ପ୍ରିୟ ସେତିକି ଲୋକ ପ୍ରିୟ ଅଭିନୟ କରିବା ପୂର୍ବ ରୁ ମଧ୍ୟ ଥିଲେ ।ବାପା ଉତ୍ତମ ମହାନ୍ତି ଓ ମା ଅପରାଜିତା ମହାନ୍ତି , ତେବେ ଏହି ଏହି ଦୁଇ ଯୋଡି ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଯୋଡି ଭାବେ ପରିଚିତ ।


ତେବେ ଏହି ଦୁଇ ଙ୍କ ପୁତ୍ର ବାବୁଶନ ହୋଇଥିବା ରୁ ସେ ବେସ ଲୋକ ପ୍ରିୟ ହୋଇ ପାରିଥିଲେ ଅଭିନୟ କରିବା ପୂର୍ବ ରୁ । ତାହେଲେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ବାବୁଷାନ ମଧ୍ୟ ତାଙ୍କ ବାପା ମା ଙ୍କ ଭଳି ନିଜ ଜବରଦସ୍ତ ଅଭିନୟ ପାଇଁ ବେସ ଲୋକପ୍ରିୟ ହେବା ସହିତ ଏକ ସ୍ଵତନ୍ତ୍ର ପରିଚୟ ପାଇ ପରିଛନ୍ତି । ତାହେଲେ ବନ୍ଧୁଗଣ ଆପଣ ମାନେ ବାବୁଷାନ ଙ୍କୁ ବହୁ ସାରା ଚଳଚିତ୍ର ରେ ମୁଖ୍ୟ ଅଭିନେତା ଚରିତ୍ର ରେ ଅଭିନୟ କରି ଥିବାର ଆପଣ ମାନେ ଦେଖିଥିବେ ।


ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଏହି ଅଭିନେତା ଜଣକ ଭଲ ପାଇ ନିଜ ପ୍ରେମିକା କୁ ବିବାହ କରିଛନ୍ତି । ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ ସମୟ ରେ ବାବୁଷାନ ଙ୍କ ଏକ ପୁତ୍ର ସନ୍ତାନ ର ପିତା ହୋଇଛନ୍ତି , ତେବେ ବାବୁଷାନ ନିଜ ପୁଅ ସହିତ ସୋସିଆଲ ମିଡିଆ ରେ ବେସ ଆକ୍ଟିଭ ରହୁଛନ୍ତି ।

ତାହେଲେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ବାବୁଷାନ ଙ୍କ ବହୁ ଗୁଡିଏ ଫଟୋ ସୋସିଆଲ ମିଡିଆ ରେ ବହୁ ପରିମାଣ ରେ ଭାଇରାଲ ହେବା ରେ ଲାଗିଛି ଓ ଏହି ଫଟୋ ରେ ବାବୁଷାନ ଭିନ୍ନ ଅନ୍ଦାଜ ରେ ନଜର ଆସିଛନ୍ତି ଓ ଯାହା ଆପଣ ମାନେ ଆମର ଏହି ପେଜ ମାଧ୍ୟମ ରେ ନିଶ୍ଚିନ୍ତ ଦେଖୁଥିବେ ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ସରିଲା ରିୟା ଦେଙ୍କର ବାହାଘର ରିୟା ବାହାହେଲେ ହେଲେ ଗୋଟେ ବଙ୍ଗାଳି Hero ଙ୍କୁ ଦେଖନ୍ତୁ ବାହାଘର ସମ୍ପୂର୍ଣ ଭିଡ଼ିଓ !

ହେଲୋ ଫ୍ରେଣ୍ଡ୍ ଏବେ ଆସି ଯାଉଛି ଏକ ବୋହୁତ ବଡ ଖୁସୀ ଖବର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଇଛନ୍ତି …

Leave a Reply

Your email address will not be published.