Breaking News

ଗ୍ରାହକ ମାନଙ୍କ ପାଇଁ ଫୁଣି JIO ଆଣିଦେଲା ଖୁସି ଖବର, ଜିଓ ଆଣିଲା ସୁପର ଡାଟା ପ୍ଲାନ୍

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଗତ କିଛି ଦିନ ତଳେ ରିଲିଆନ୍ସ ଜିଓ ନିଜ ରିଚାର୍ଜ କୁ ମହଙ୍ଗା କରି ଦେଇ ଗ୍ରାହକ ଙ୍କୁ ଝଟକା ଦେଇଥିବା ସମୟ ରେ ବର୍ତ୍ତମାନ ରିଲିଆନ୍ସ ଜିଓ ତାର ଗ୍ରାହକ ମାନ ଙ୍କ ପାଇଁ ଆଣିଲା ଏକ ଆସ୍ଵାସ୍ଥ ଭଳି ଖବର । ନୂଆ ପ୍ଳାନ ଆଣି ଗ୍ରାହକ ମାନ ଙ୍କୁ ଖୁସି କରିବାକୁ ଚାହୁଞ୍ଛି ଜିଓ । ତାହେଲେ ଅଜହା ସୂଚନା ମିଳିଛି ଯେ ବର୍ତ୍ତମାନ ସମୟ ରେ ଜିଓ ଗ୍ରାହକ ମାନେ କମ ଟଙ୍କା ରିଚାର୍ଜ କରି ପାରିବେ ।


ଏହି କମ ଟଙ୍କା ରିଚାର୍ଜ ରେ ଦିନ କୁ 1 ଜୀବି ଡାଟା ସହିତ ଆହୁରି ଅନେକ ସୁବିଧା ରହିଛି , ତାହେଲେ ବନ୍ଧୁଗଣ ସବୁଠୁ ବଡ କଥା ହେଲା ଏହି ପ୍ଳାନ ର ମୂଲ୍ୟ ଅନ୍ୟ କମ୍ପାନୀ ମାନ ଙ୍କ ପ୍ଳାନ ଠାରୁ ଅଭୁତ କମ । ତାହେଲେ ଆସନ୍ତୁ ଜାଣିବା ଏହି ପ୍ଳାନ ବିଷୟ ରେ ତେବେ 209 ଟଙ୍କା ର ରିଚାର୍ଜ ରେ 28 ଦିନ ର ବୈଧତା ସହ ପ୍ରତିଦିନ 1 ଜୀବି ଡାଟା ସହିତ ଆସିମୀତ କଲିଙ୍ଗ ଏବ ଦିନ କୁ 100 ଟି ମେସେଜ କରି ହେବ ।


ତେବେ 170 ଟଙ୍କା ରିଚାର୍ଜ ପ୍ଳାନ ରେ ଆପଣ ମାନେ 24 ଦିନ ର ବୈଧତା ଓ ଦୈନିକ 1 ଜୀବି ଡାଟା ସହିତ ସୀମିତ କଲିଙ୍ଗ ଓ 100 ଟି ମେସେଜ କରିହେବ । ତେବେ ଏହି ସବୁ ସୁବିଧା 20 ଦିନ ପାଇଁ ସୁବିଧା ପାଇବାକୁ ହେଲେ 149 ଟଙ୍କା ରିଚାର୍ଜ କରିବା କୁ ପଡିବ , ହଁ ବନ୍ଧୁ ଦିନ କୁ 1 ଜୀବି ସହ ଆସିମୀତ କଲିଙ୍ଗ ଏବଂ 100 ଟି ମେସେଜ ଦୈନିକ ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଯେତେବେଳେ ଭୟଙ୍କର ସାପ ପାଖରୁ ଏହି ଛୁଆଙ୍କୁ ବଞ୍ଚେଇବା ପାଇଁ ସ୍ୱୟଂ Mahadeba ଚାଲି ଆସିଲେ, ତାପରେ ଯାହା ହେଲା, ଦେଖିକି ସମସ୍ତେ ଯୋଡ଼ିଦେଲେ ହାତ ଦେଖନ୍ତୁ…

ହେଲୋ ଫ୍ରେଣ୍ଡ୍ ଆଜି ଆପଣଙ୍କୁ ଭଗବାନ ଶିବଙ୍କର ନୀଳା ବିଷୟରେ ଜଡିତ ଗୋଟିଏ ଘଟଣା ବିଷୟରେ କହିବୁ ଯାହାକୁ ଜାଣିବା …

Leave a Reply

Your email address will not be published.