Breaking News

ବିବାହ ବନ୍ଧନରେ ବାନ୍ଧି ହେଲେ ଲୋକପ୍ରିୟ ନ୍ୟୁଜ ଆଙ୍କର ସୌଭାଗ୍ୟ (Soubhagya Parida) – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ର ବଡ ଖବର ଯେ ବିବାହ ବନ୍ଧନ ରେ ବାନ୍ଧି ହେଲେ ଓଡିଆ ର ଲୋକ ପ୍ରିୟ ଜର୍ନାଲିଷ୍ଟ ଆଙ୍କର ସୌଭାଗ୍ୟ ପରିଡା । ଜର୍ନାଲିଷ୍ଟ ଆଙ୍କର ସୌଭାଗ୍ୟ ନିଜ ପ୍ରେ-ମି-କା ଶୁଭଶ୍ରୀ ଙ୍କୁ ବିବାହ କରିଛନ୍ତି , ତେବେ ଶୁଭଶ୍ରୀ ଜଣେ ଡାକ୍ତର ଯିଏ ଏମେସ ଏବଂ ସମ ହସ୍ପିଟାଲ ରେ କାର୍ଯ୍ୟରତ ଅଛନ୍ତି ।

ତାହେଲେ ବନ୍ଧୁଗଣ ଆପଣ ମାନେ ଜର୍ନାଲିଷ୍ଟ ସୌଭାଗ୍ୟ ଙ୍କୁ ବେସ ଭଲ ଭାବ ରେ ଜାଣିଥିବେ , ତେବେ ସେ ଲୋକ ପ୍ରିୟ ନ୍ଯୁଜ ଚ୍ୟାନେଲ କନକ ରେ କାର୍ଯ୍ୟରତ ଅଛନ୍ତି । ତେବେ ଜର୍ନାଲିଷ୍ଟ ସୌଭାଗ୍ୟ ଙ୍କ ବିବାହ ରେ ବହୁ ଲୋକ ପ୍ରିୟ ଅଭିନେତା ଓ ଅଭିନେତ୍ରୀ ମାନେ ଆସିବା ସହିତ ବହୁ ଜର୍ନାଲିଷ୍ଟ ମାନେ ଆସିଥିଲେ , ତେବେ ବନ୍ଧୁଗଣ କନକ ନ୍ୟୁଜ ର ସିଇଓ ମଧ୍ୟ ଯୋଗ ଦେଇଥିଲେ ।


ତାହେଲେ ବନ୍ଧୁଗଣ ଆପଣ ମାନେ କନକ ନ୍ଯୁଜ ରେ ସୌଭାଗ୍ୟ ଙ୍କ ଜବରଦସ୍ତ ଆଙ୍କରିଙ୍ଗ କରି ଥିବା ର ଆପଣ ମାନେ ନିଶ୍ଚୟ ଦେଖିଥିବେ । ତେବେ ଏହି ଜର୍ନାଲିଷ୍ଟ ଆଙ୍କର ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଠାରୁ ମଧ୍ୟ ବହୁତ ଆୱାର୍ଡ ପାଇଛନ୍ତି । ତାହେଲେ ବନ୍ଧୁଗଣ ଅତି ନିକଟ ରେ ସୌଭାଗ୍ୟ ତାଙ୍କ ପ୍ରେମିକା ଶୁଭଶ୍ରୀ ଙ୍କୁ ବିବାହ କରିଥିବାର କିଛି ଫଟୋ ସୌଭାଗ୍ୟ ନିଜେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ରେ ପୋଷ୍ଟ କରି ଜଣାଇଥିଲେ ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ସରିଲା ରିୟା ଦେଙ୍କର ବାହାଘର ରିୟା ବାହାହେଲେ ହେଲେ ଗୋଟେ ବଙ୍ଗାଳି Hero ଙ୍କୁ ଦେଖନ୍ତୁ ବାହାଘର ସମ୍ପୂର୍ଣ ଭିଡ଼ିଓ !

ହେଲୋ ଫ୍ରେଣ୍ଡ୍ ଏବେ ଆସି ଯାଉଛି ଏକ ବୋହୁତ ବଡ ଖୁସୀ ଖବର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଇଛନ୍ତି …

Leave a Reply

Your email address will not be published.