Breaking News

ଆଶ୍ଚର୍ଯ୍ୟ ଲାଗିଲେ ବି ସତ !ଶ୍ରୀମନ୍ଦିରକୁ ସକାଳୁ ସକାଳୁ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଆସିଛି ନେଉଳ.. – ଦେଖନ୍ତୁ ଭିଡିଓ

ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ଆମର ଡ଼ିଏଚଆରଏମ ବିଷୟ ରେ କହିଲେ ସାଧାରଣ ଜଗନ୍ନାଥ ଧର୍ମ ବୁଝାଇଥାଏ ଓ ସଂସ୍କୃତି କହିଲେ ଜଗନ୍ନାଥ ଙ୍କ ସଂସ୍କୃତି । ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଅନାର୍ଥ ର ନାଥ ଶ୍ରୀ ଜଗନ୍ନାଥ ଯାହା ଙ୍କ ରଥ ଯାତ୍ରା ବିଶ୍ଵ ରେ ପ୍ରସିଦ୍ଧ , କୋଟି କୋଟି ଓଡିଆ ମାନ ଙ୍କ ର ପ୍ରିୟ ଦେବତା ।


ତାହେଲେ ବନ୍ଧୁଗଣ କୋଟି କୋଟି ଓଡିଆ ଙ୍କ ର ପ୍ରାଣ ବାୟୁ ଶ୍ରୀ ଜଗନ୍ନାଥ , ତେବେ ମହାପ୍ରଭୁ ଜଗନ୍ନାଥ ଙ୍କ ଡୋରୀ ଲାଗିଲେ ଭକ୍ତ ଯେଉଁଠାରେ ଥାଉ ନା କାହିଁକି ଭଗବାନ ଙ୍କୁ ଦେଖିବାକୁ ଚଳାଇ ଆସିଥାଏ ,  ଆପଣ ମାନେ ଅନେକ ଥର ଦେଖିଥିବେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କୁ ଦେଖା କରିବା ପାଇଁ ଭକ୍ତ ମାନେ କାହିଁ କେତେବାତ ରୁ ଆସିଥାନ୍ତି ।


ଦେଶ ବାହାର ରୁ ବହୁ ବିଦେଶୀ ଭକ୍ତ ମାନେ ମହାପ୍ରଭୁ ଙ୍କୁ ଦର୍ଶନ କରି ହାତ ଦୁଇ ଟି ଟେକି ଜୟ ଜଗନ୍ନାଥ କହି ଭଗବାନ ମହାପ୍ରସାଦ ଅଭଡା କୁ ସେବନ କରିଥାନ୍ତି । ତାହେଲେ ବନ୍ଧୁଗଣ ଆଜି ଆମେ ଆପଣ ଙ୍କୁ ଯେଉଁ ବିଷୟ ରେ କହିବାକୁ ଯାଉଛୁ ଯାହା ଆପଣ ମାନେ ଶୁଣିବା ପରେ ଆଶ୍ଚର୍ଯ୍ୟ ହୋଇଯିବେ , ମହାପ୍ରଭୁ ଙ୍କ ଦର୍ଶନ କରିବା ପାଇଁ ଶ୍ରୀକ୍ଷେତ୍ର କୁ ଚାଲି ଆସିଛି ଗୋଟେ ନେଉଳ ।

ଏହି ଦୃଶ୍ୟ ଦେଖିବାକୁ ମିଳିଛି ,  ଗୋଟିଏ ନେଉଳ ମହାପ୍ରଭୁ ଙ୍କ ଶ୍ରୀ ଜଗନ୍ନାଥ ଙ୍କ ଦର୍ଶନ କରିବାକୁ ଶ୍ରୀକ୍ଷେତ୍ର ଆସିଛି ଓ ଲୋକ ମାନ ଙ୍କ ଗହଳି ଦେଖି ସେ ନ ଡରି ଚାଲି ଆସିଛି ଶ୍ରୀକ୍ଷେତ୍ର ତେବେ ବନ୍ଧୁଗଣ କେହି ଜଣେ ବ୍ୟକ୍ତି ଏହା ର ଭିଡିଓ କରି ଦେଇଥିଲେ । ତାହେଲେ ବନ୍ଧୁଗଣ ଆପଣ ମାନେ ମଧ୍ୟ ଏହି ଦୃଶ୍ୟ ଟି ଆମର ଏହି ପେଜ ମାଧ୍ୟମ ରେ ଦେଖିବାକୁ ପାଉଥିବେ ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ରାଜ୍ୟରେ ପୁଣିଥରେ କମିଲା ସୁନା ଦର, ଜାଣନ୍ତୁ କେତେ ଟଙ୍କାରେ ପହଁଚିଲା ସୁନା ଦାମ !

ତେବେ ଦର୍ଶକବନ୍ଧୁ ଆଜି ରାଜ୍ୟରେ ଉନି କମିଛି ସୁନା ଦର 22 କ୍ୟାରେଟ ଓ 24 କ୍ୟାରେଟ ସୁନା ଦାମ …

Leave a Reply

Your email address will not be published.