Breaking News

ପର୍ଶୁରାମ ଦୀକ୍ଷା ନେଇ ଚଉଦ ବର୍ଷ ହେଲା ଘର ଛାଡି ଗାଁରୁ ଗାଁ ବୁଲୁଛନ୍ତି – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆଜି ଆମେ ଆପଣ ଙ୍କୁ ଏମିତି ଜଣେ ବ୍ୟକ୍ତି ଙ୍କ ବିଷୟ ରେ ଜାଣିବାକୁ ଯାଉଛୁ ଯିଏ କି ପର୍ଶୁରାମ ଦିକ୍ଷା ନେବା ପରେ ନିଜ ଘର ଛାଡି ପଳାଇ ଆସିଛନ୍ତି 14 ବର୍ଷ ପାଇଁ ଓ ବର୍ତ୍ତମାନ ସମୟ ରେ ଗାଁ ଗାଁ ବୁଲୁଛନ୍ତି , ବେକ ରେ ମାଳୀ ଶରୀର ରେ ଧୋତି ଓ କାନ୍ଧ ରେ ତୀର ମୁଣି ଓ ପାଟି ରେ ରାମ ଙ୍କ ଗୀତ । ` ତେବେ ନିଜ ଇଚ୍ଛାନୁଯାୟୀ ସେ 14 ବର୍ଷ ପାଇଁ ବାହାର କୁ ଚାଲି ଆସିଛନ୍ତି ।


ତେବେ କେଉଁ ଠାରେ ରହୁଛନ୍ତି କଣ ଖାଉଛନ୍ତି ତାହା ଜଣା ପଡି ନହିଁ , ତେବେ ଏହି ବ୍ୟକ୍ତି ଜଣକ ଗାଁ ଗାଁ ବୁଲୁଥିଲେ ମଧ୍ୟ କୌଣସି ଲୋକ ଙ୍କୁ ଭି-କ୍ଷା ମାଗି ନଥାନ୍ତି ଓ ଲୋକ ମାନେ ଯାହା ବି କିଛି ଦିଅନ୍ତି ସେ ଅତି ଆନନ୍ଦ ରେ ରହି ତାକୁ ହିଁ ରୋଷେଇ କରି ଖାଇଥାନ୍ତି । ତେବେ ସେ ପର୍ଶୁରାମ ଦୀକ୍ଷା ଦୀକ୍ଷିତ ଓ ଯାହା ଫଳ ରେ ସେ ଘର କୁ 14 ବର୍ଷ ପରେ ଫେରିବେ ।


ତେବେ କାହା ଘର କୁ ଯିବେ ନହିଁ ଏମିତି ଯାଯାବର ଭାବେ ବୁଲିବେ , ତେବେ ଆମେ ମାନେ ଅଳ୍ପ ବହୁତେ ଏହି ଦୀକ୍ଷା ବିଷୟ ରେ ଜାଣିଛେ , ତେବେ ଏହି ଦିକ୍ଷା ଟି ଯେତେ କଷ୍ଟ ହୋଇଥିଲେ ମଧ୍ୟ ଏହି ଦୀକ୍ଷା କୁ ସେ ଅପଣାୟ ବେସ ଖୁସି ରେ ଅଛନ୍ତି । ତେବେ ଗାଁ ଗାଁ ବୁଲିବା ସହିତ ବେଦ ପୁରାଣ ମଧ୍ୟ ଜାଣିଛନ୍ତି ଓ ତାଙ୍କ ମୁଖ ରୁ ରାମ ନାମ ଗୀତ ଶୁଣିବା ପାଇଁ ସମସ୍ତେ ତାଙ୍କ ପାଖ କୁ ଚାଲି ଆସିଥାନ୍ତି । ତେବେ ପର୍ସୁରାମ ଦିକ୍ଷା କୁ ମଧ୍ୟ କିଛି ଲୋକ ବଞ୍ଚାଇ ରଖିଛନ୍ତି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ତପସ୍ଵିନୀ – ସୁମିତ ଙ୍କ ବିବାଦରେ Tapaswini ଙ୍କୁ ଲାଗିଲା ବଡ ଝଟକା, ଜାଣନ୍ତୁ କଣ ସେ ଝଟକା – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ର ବଡ ଖବର ଆସି ଯାଇଛି ସୁମିତ ଓ ତପସ୍ଵିନୀ ଙ୍କ ବିବାଦ କୁ …

Leave a Reply

Your email address will not be published. Required fields are marked *