Breaking News

ଶାଶୂଘର ଛାଡି ବାପ ଘରକୁ ଗଲେ ଅଭିନେତ୍ରୀ ସୋମାଲିନ! (Somalin Parida) – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ର ବଡ ଖବର ଯେ ଅଭିନେତ୍ରୀ ସୋମାଲିନ ପରିଡା ନିଜ ଶାଶୁଘର ଛାଡି ଅନ୍ୟତ୍ର ଜାଗା ଚାଲିଯିବେ , ଆପଣ ଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ କଥା ଟି ସତ ଯେ ଅଭିନେତ୍ରୀ ସୋମାଲିନ ନିଜ ସ୍ଵାମୀ ନିଶୀଥ ଙ୍କ ସହିତ ଘର ଛାଡି ଚାଲିଯିବେ , ତେବେ ଆଜି ଆମେ ଜାଣିବା ଯେ ଏହି ଯୋଡି ଘର ଛାଡି ଯିବା ପରେ କେଉଁଠାରେ ରହିବେ ।


ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତ୍ରୀ ସୋମାଲୀନ ପରିଡା ଯିଏ ଏକ ଏକ ରିଆଲିଟି ସୋ ରେ ବିଜେତା ହେବା ପରେ ଓଡିଆ ଇଣ୍ଡଷ୍ଟ୍ରି ରେ ପାଦ ଦେଇ ଥିଲେ । ତେବେ ସୋମାଲିନ ମାତ୍ର କମ ଦିନ ର ଅଭିନୟ ରେ ବେସ ଲୋକ ପ୍ରିୟ ହୋଇପାରିଥିଲେ । ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଏହି ଅଭିନେତ୍ରୀ ଜଣକ ଏକ ଧାରାବାହିକ ରେ ନଜର ଆସିଥିଲେ ଓ ପରବର୍ତ୍ତୀ ସମୟ ରେ ଏହି ଧାରାବାହିକ ଟି ସରିଯିବା ପରେ ସେ ସଂପୂର୍ଣ୍ଣ ଭାବେ ଦୂରେଇ ଯାଇଥିଲେ ।


ତେବେ ସୋମଳିନ ଅଭିନୟ ଜଗତ ରୁ ଦୂରେଇ ଯାଇଥିଲେ ମଧ୍ୟ ନିଜ ପ୍ରଶଂସକ ପାଇଁ ସୋସିଆଲ ମିଡିଆ ରେ ବେସ ଆକ୍ଟିଭ ରହୁଥିଲେ । ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ଏହି ଅଭିନେତ୍ରୀ ଜଣକ ଗତ କିଛି ଦିନ ତଳେ ନିଶୀଥ ନାୟକ ଙ୍କୁ ବିବାହ କରି ନିଜ ଶାଶୁଘର ପାଣିକୋଇଲି ରେ ରହୁଛନ୍ତି ଓ ବେସ ଖୁସି ରେ ଅଛନ୍ତି ।


ତାହେଲେ ବନ୍ଧୁଗଣ ସୋମାଲିନ ଙ୍କ ସ୍ଵାମୀ ନିଶୀଥ ଜଣେ ସଫ୍ଟୱାର ଇଞ୍ଜିନିୟର ଅଟନ୍ତି ଓ ସେ କୋଲକାତା ରେ କାମ କରନ୍ତି । ତେବେ ନିଜ ବିବାହ ପାଇଁ ସେ ଓଡିଶା ଆସିଥିଲେ ଓ ବର୍ତ୍ତମାନ ସମୟ ରେ ସେ ପୁଣି କୋଲକାତା ପଳାଇ ଯିବେ ନିଜ ପତ୍ନୀ ସୋମାଲିନ ଙ୍କୁ ନେଇ ,  ସୋମାଲିନ ଓ ନିଶୀଥ ଆଗାମୀ ଦିନ ମାନ ଙ୍କ ଭିତରେ ଓଡିଶା ଛାଡି କୋଲକାତା ରହିବେ ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ବର୍ଷା (Varsha) ଅନୁଭବ (Anubhav) ଙ୍କ ଠାରୁ ଅଲଗା ହେବା ପରେ ତାଙ୍କର ଅବସ୍ଥା ଏବେ ଏମିତି, ଦେଖିଲେ ଆଖି ଓଦା ହୋଇଯିବେ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତ୍ରୀ ମାନେ ସୋସିଆଲ …

Leave a Reply

Your email address will not be published. Required fields are marked *