Breaking News

ରାସ୍ତା ଉପରେ ହସ ଖୁସିରେ ଯାଉଥିବା ଦ-ମ୍ପ-ତି କେବେ ବି ଚିନ୍ତା କରିନଥିବେ ଯେ ତାଙ୍କ ସଙ୍ଗେ ଏମିତି ହେବ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆଜି ଆମେ ଆପଣ ଙ୍କୁ ଏମିତି ଏକ ଦୁର୍ଘଟଣା ବିଷୟ ରେ କହିବୁ ଯାହାକି ବେସ ଯ-ନ୍ତ୍ର-ଣା ଦାୟକ ଓ ଆପଣ ମାନେ ଏହି ଭଳି ଦୁ-ର୍ଘ-ଟ-ଣା ଆପଣ ଙ୍କ ଜୀବନ ରେ କେବେ ବି ଦେଖି ନଥିବେ କି ଜାଣି ନଥିବେ । ଏହି ଦୁ-ର୍ଘ-ଟ-ଣା ରେ ଉଭୟ ସ୍ଵାମୀ ସ୍ତ୍ରୀ ଶ-ରୀ-ର ଅଧା ରୁ ଅଧିକ ପୋ-ତି ହୋଇ ଯାଇଥିବା ସମୟ ରେ ମହିଳା ଜଣକ ଉଦ୍ଧାର କରିବା ସହାୟତା ମାଗୁଛନ୍ତି ଲୋକ ମାନ ଙ୍କୁ ।

ତାହେଲେ ବନ୍ଧୁଗଣ ଏହି ଦମ୍ପତି ଙ୍କ ମୁହଁ କୁ ଛାଡି ଦେଲେ ଆଉ ସମସ୍ତ ଶ-ରୀ-ର ପୋ-ତି ହୋଇ ଯାଇଛି ବଡ ବଡ କ୍ରୋମାଇଟ ପଥର । ତେବେ ଉଦ୍ଧାର ପାଇଁ ଲାଗିଥିଲେ ମଧ୍ୟ ଟନ ଟନ କ୍ରୋମାଇଟ ପଥର ରୁ ଉଭୟ ଙ୍କୁ ଉଦ୍ଧାର କରିବା ଅସମ୍ଭବ ହେତୁ ପୋଲିସ ଫୋନ କରିଥିଲେ ଓ ପୋଲିସ ଆସିବା ପରେ ସର୍ବେ ପ୍ରଥମେ ସେହି ଠାରେ ଓଲଟି ପଡି ଯାଇଥିବା ଟ୍ରକ ଟି କୁ ଛିଡା କରି ଥିଲେ ।


ତେବେ ଉଭୟ ଙ୍କ ଉଦ୍ଧାର ସମୟ ରେ ସ୍ଵାମୀ ଜଣକ ଗୋଡ ନ-ଳୀ ରୁ ତଳ କୁ ଦୁଇ ଖଣ୍ଡ ହୋଇ ଯାଇଥିଲା । ତେବେ ଯାଜପୁର ଜିଲ୍ଲା କଳିଙ୍ଗ ନଗର ପଙ୍କପାଲ ବଙ୍ଗଳା ଛକ ରେ ଘଟିଛି ଏହି ଘଟଣା । ଢେଙ୍କାନାଳ ଜିଲ୍ଲା ର ଖଣ୍ଡବନ୍ଧ ଗାଁ ଅ ଅଲେଖ ସିଂ ନାମକ ଯୁବକ ନିଜ ଗ-ର୍ଭ-ବ- ତୀ ସ୍ତ୍ରୀ ସୁଚିସ୍ମିତା ଙ୍କୁ ନେଇ କୌଣସି କାର୍ଯ୍ୟ ରେ ଯାଜପୁର ଯାଉଥିବା ସମୟ ରେ ଗୋଟିଏ କ୍ରୋମଇଡ ଟ୍ରକ ଭାରସାମ୍ୟ ହରାଇ ଓ-ଳ-ଟି ପଡିଲା ଏହି ଦମ୍ପତ୍ତି ଙ୍କ ଉପରେ , ତେବେ ବର୍ତ୍ତମାନ ସମୟ ରେ ଉଭୟ ସ୍ଵାମୀ ଗୁରତର ଅବସ୍ଥା ରେ କଟକ ବଡ ମେଡିକାଲ ରେ ଚିକିତ୍ସିତ ହେଉଥିବା ସମୟ ରେ ଟ୍ରକ ଚଲାଉଥିବା ଡ୍ରାଇଭର ଜଣକ ଫେ-ରା-ର ଅଛି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ତପସ୍ଵିନୀ – ସୁମିତ ଙ୍କ ବିବାଦରେ Tapaswini ଙ୍କୁ ଲାଗିଲା ବଡ ଝଟକା, ଜାଣନ୍ତୁ କଣ ସେ ଝଟକା – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ର ବଡ ଖବର ଆସି ଯାଇଛି ସୁମିତ ଓ ତପସ୍ଵିନୀ ଙ୍କ ବିବାଦ କୁ …

Leave a Reply

Your email address will not be published. Required fields are marked *