Breaking News

ପାଠ ପଢ଼ିଛନ୍ତି ଷଷ୍ଠ ହେଲେ ଫେସବୁକରେ ଡାକ୍ତର ପରିଚୟ ଦେଇ ଫ-ସ-ଉ-ଥି-ଲେ ଝି-ଅ ଙ୍କୁ ,ଆଉ ଲୁ-ଟି ନେଉଥିଲେ ଲକ୍ଷ ଲକ୍ଷ ଟଙ୍କା – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ର ବଡ ଖବର ଯେ ଜଣେ ବ୍ୟକ୍ତି ଙ୍କ ଶିକ୍ଷାଗତ ଯୋଗ୍ୟତା କହିଲେ ଷଷ୍ଠ ଶ୍ରେଣୀ କିନ୍ତୁ ନିଜ କୁ ଡାକ୍ତର ଓ ଆକ୍ଟର , ଖାଲି ସେତିକି ନୁହେଁ ବରଂ ଫେସବୁକ ରେ ଆକାଉଣ୍ଟ ଖୋଲି ଯୁ-ବ-ତୀ ମାନ ଙ୍କୁ ପଟାଇ ଲୁ-ଟି ନେଉଥିଲେ ଲକ୍ଷେ ଲକ୍ଷେ ଟଙ୍କା ଓ ସୁନା ଗହଣା । ତାହେଲେ ବନ୍ଧୁଗଣ ଏହି ବ୍ୟକ୍ତି ଗତକାଲି ସହିଦନଗର ପୋଲିସ ଗି-ର-ଫ କରିଛି ।

ତାହେଲେ ବନ୍ଧୁଗଣ ଏହି ବ୍ୟକ୍ତି ଙ୍କ ନାମ ହେଉଛି ପ୍ରଭାସ ରାଜ , ତେବେ ପ୍ରଭାସ ରାଜ ଏକାଧିକ ଫେ-ସ-ବୁ-କ ଆକାଉଣ୍ଟ ଖୋଲି ଯୁ-ବ-ତୀ ମାନ ଙ୍କୁ ପ-ଟା-ଇ ଡେ-ଟ ରେ ନେଉଥିଲେ । ତେବେ ଡେଟ ସମୟ ରେ କେବେ ଟଙ୍କା ନେଇଥାନ୍ତି ଯୁବତୀ ମାନ ଙ୍କ ପାଖ ରୁ ତ ଆଉ କେତେବବେଳ ୱାଶରୁମ ଯାଇଥିବା ସମୟ ରେ ତାଙ୍କ ବ୍ୟାକ ନେଇ ଛୁ ହେଉଥିଲେ ଏହି ବ୍ୟକ୍ତି ପ୍ରଭାସ ।

ତେବେ ବନ୍ଧୁଗଣ ଏହି ଠକ ପ୍ରଭାସ ଏକ ସପିଙ୍ଗ ମହଲ ଯାଇଥିବା ସମୟ ରେ ଜଣେ ସୁ-ନ୍ଦ-ରୀ ଏହି ଫ୍ର-ଡ ର ଶିକାର ହୋଇଥିଲେ , ତେବେ ଏହି ଯୁ-ବ-ତୀ ଜଣକ ଅଭିଯୋଗ କରିବା ପରେ ପୋଲିସ ତାର ତ-ଦ-ନ୍ତ ଆରମ୍ଭ କରିଥିଲା । ତେବେ କଟକ ଜିଲ୍ଲା ବଡମ୍ବା ଥାନା ରେ ନିଜ ଘର ହୋଇଥିବା ସମୟ ରେ ସେ ଏମକେସିଜି ମେଡିକାଲ କଲେଜ ରେ ଡାକ୍ତର ଅଛନ୍ତି ବୋଲି ପରିଚୟ ଦେଉଥିଲେ ।


ତେବେ ଅନ୍ୟ କାହାକୁ ଆକ୍ଟର କହି ବୁଲେଇ ନେଉଥିଲେ ଓ ହୋଟେଲ ରେ ଖାଇବାକୁ ନେଇ ଯାଉଥିଲେ ଓ ପରବର୍ତ୍ତୀ ସମୟ ରେ ସମୟ ସୁବିଧା ଦେଖି ବ୍ୟାଗ ଧରି ଫେ-ରା-ର ହୋଇ ଯାଇଥିଲେ । ତେବେ ଭୁବନେଶ୍ବର ଏକ ମହଲ ରେ ଜଣେ ଯୁବତୀ ଙ୍କୁ ନିଜ ଜା-ଲ ଫସାଇ ଫେରାର ହୋଇଯାଇଥିଲେ ।

ତେବେ ଯୁ-ବ-ତୀ ଜଣକ ଏ ନେଇ ଥାନା ରେ ଅ-ଭି-ଯୋ-ଗ କରିବା ପରେ ପୋଲିସ ତାର ତଦନ୍ତ ଆରମ୍ଭ କରିଥିଲେ ଓ ପରବର୍ତ୍ତୀ ସମୟ ରେ ସେହି ଯୁବକ ଙ୍କୁ ଧରି ଥିଲେ । ତେବେ ସୂଚନା ଅନୁଯାୟୀ ପ୍ରଭାସ ପ୍ରାୟ 150 ରୁ ଅଧିକ ଯୁ-ବ-ତୀ ଙ୍କୁ ଡାକ୍ତର ଓ ଆକ୍ଟର କହି ଲୁ-ଟି ଛନ୍ତି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ତପସ୍ଵିନୀ – ସୁମିତ ଙ୍କ ବିବାଦରେ Tapaswini ଙ୍କୁ ଲାଗିଲା ବଡ ଝଟକା, ଜାଣନ୍ତୁ କଣ ସେ ଝଟକା – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ର ବଡ ଖବର ଆସି ଯାଇଛି ସୁମିତ ଓ ତପସ୍ଵିନୀ ଙ୍କ ବିବାଦ କୁ …

Leave a Reply

Your email address will not be published. Required fields are marked *