Breaking News

ଫସିଗଲେ ଯୁ-ବ-ତୀ, ଗଛ ମୂଳରେ ବସି କା-ନ୍ଦି-ବା-ର କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ସୋସିଆଲ ମିଡିଆ ରୁ ଅନେକ ଭିଡିଓ ଦେଖିବାକୁ ପାଉଥିବେ , ତେବେ ବନ୍ଧୁଗଣ ସୋସିଆଲ ମିଡିଆ ରେ ପ୍ରାୟତ ଅଧିକ ଭିଡିଓ ଆଶ୍ଚର୍ଯ୍ୟ ଓ ଚକିତ କଳା ଭଳି ଖବର ଦେଖିବା ମିଳିଥାଏ । ଏହି ଆଶ୍ଚର୍ଯ୍ୟ ଓ ଚକିତ କଳା ଭଳି ଖବର ଟି ଅଧିକ ଥାଏ ପ୍ରେ-ମୀ ଯୁଗଲ ମାନ ଙ୍କୁ ନେଇ । ପ୍ରେ-ମୀ ଯୁଗଲ ମାନ ଙ୍କୁ ନେଇ ଆମେ ବହୁତ ଅଜବ ପ୍ରକାର ଖବର ଶୁଣିବାକୁ ପାଉଛେ ସୋସିଆଲ ମିଡିଆ ରୁ ।

ତାହେଲେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଆପଣ ମାନ ଙ୍କୁ ଆମେ ଏମିତି ଏକ ଖବର ବିଷୟ ରେ କହିବାକୁ ଯାଉଛୁ ଯାହା ଆପଣ ମାନେ ଜାଣିବା ପରେ ଆଶ୍ଚର୍ଯ୍ୟ ହୋଇଯିବେ ଓ ଆମେ ମାନେ ଜଣାଇବାକୁ ଯାଉଥିବା ଖବର ଟି ବର୍ତ୍ତମାନ ସମୟ ରେ ସୋସିଆଲ ମିଡିଆ ରେ ବହୁ ପରିମାଣ ରେ ଭାଇରାଲ ହେବା ରେ ଲାଗିଛି , ତାହେଲେ ଆସନ୍ତୁ ଜାଣିବା ।

ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ ସମୟ ରେ ପ୍ରେମୀ ଯୁଗଲ ମାନେ ନିଜ ପ୍ରେମିକ ଓ ପ୍ରେମିକା କୁ ପାଇବା ପାଇଁ କିଛି ବି କରି ପାରନ୍ତି , ନିଜ ଜୀ-ବ-ନ କୁ ମଧ୍ୟ ଦେଇ ପାରନ୍ତି ଓ ସବୁଠୁ ବଡ କଥା ହେଲା ଯେ ପ୍ରେମ ପାଇଁ ନିଜ ବାପା ମା କୁ ଛାଡି ଦେଇଥାନ୍ତି , ତେବେ ବର୍ତ୍ତମାନ ସମୟ ରେ ଠିକ ସେହିଭଳି ଏକ ଘଟଣା ଦେଖିବାକୁ ମିଳିଛି ।

ତାହେଲେ ବନ୍ଧୁଗଣ ଏହି ଘଟଣା ଟି କେଉଁ ଠାରେ ଘଟିଛି ତାହା ସ୍ପଷ୍ଟ ଭାବେ ଜଣା ପଡି ନହିଁ କିନ୍ତୁ ଜଣେ ଯୁବତୀ ଘର ଛାଡି ପଳାଇ ଆସିଛନ୍ତି ନିଜ ପ୍ରେମିକ ସହିତ ଯିବା ପାଇଁ । ତେବେ ଯୁ-ବ-ତୀ ଜଣକ ଘରୁ ଦୁଇ ଟି ବ୍ୟାଗ ସାଙ୍ଗ ରେ ଧରି ଆସିଥିଲେ ମଧ୍ୟ ଯୁବକ ଠକି ଦେଇଛନ୍ତି , ଯୁ-ବ-ତୀ ନିଜ ପ୍ରେମିକ ପାଇଁ ଅପେକ୍ଷା କରିଥିଲେ ମଧ୍ୟ ପ୍ରେମିକ ଆସିଲେ ନହିଁ ଓ ଯାହା ଫଳ ରେ ଯୁ-ବ-ତୀ ଜଣକ କା-ନ୍ଦୁ ଥିବାର ଦୃଶ୍ୟ ଦେଖିବାକୁ ମିଳିଛି ଓ ଆପଣ ମାନେ ଆମର ଏହି ପେଜ ମାଧ୍ୟମ ରେ ଏହି ଭିଡିଓ ଟି କୁ ନିଶ୍ଚୟ ଭଲ ଭାବ ରେ ଦେଖି ପାରୁଥିବେ ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ପ୍ରେମ କରୁଥିବା ସମୟରେ ଧରା ପଡିଲେ ପ୍ରେମୀ ଯୁଗଳ, ଗାଁ ଲୋକ ତାଙ୍କ ସହ ଏପରି କଲେ ଜାଣିଲେ ଆପଣ ମୁଣ୍ଡରେ ହାତ ଦେଇଦେବେ…

ନମସ୍କାର ବନ୍ଧୁଗଣ ପ୍ରେମ କରିବା ସମୟରେ ଧରି ନେଲେ ଗାଁ ଲୋକେ। ସାମ୍ନାକୁ ଆସିଛି ଏପରି ଏକ ଭିଡିଓ ଯାହା …

Leave a Reply

Your email address will not be published.