Breaking News

ମନାଲିରେ ନିଜର ବିବାହ ବାର୍ଷିକ ପାଳନ କରିଲେ ହିରୋଇନ ଜିନା (Zeena) ଓ ସ୍ଵାମୀ ରୁଦ୍ର (Rudra) – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରି ରେ ଅନେକ ଲୋକ ପ୍ରିୟ ଅଭିନେତ୍ରୀ ଅଛନ୍ତି , ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଛନ୍ତି କି ଏହି ଅଭିନେତ୍ରୀ ମାନ ଙ୍କ ମଧ୍ୟ ରୁ ବହୁ କମ ଅଭିନେତ୍ରୀ ଅଛନ୍ତି ଯେଉଁ ମାନେ ନିଜ ଅଭିନୟ ଆଲବମ ଦୁନିଆ ରେ କରିଛନ୍ତି ଓ ଆଲବମ ଦୁନିଆ ରେ ଲୋକ ପରିଚିତ ହେବା ପରେ ଓଡିଆ ଇଣ୍ଡଷ୍ଟ୍ରି ରେ ପାଦ ଦେଇ ବେସ ଲୋକ ପ୍ରିୟ ହୋଇ ପାରିଛନ୍ତି ।


ତାହେଲେ ବନ୍ଧୁଗଣ ସେହିଭଳି ଜଣେ ଅଭିନେତ୍ରୀ ହେଉଛନ୍ତି ଜିନା ସାମଲ , ଏହି ଅଭିନେତ୍ରୀ ଜଣକ ପ୍ରଥମେ ନିଜ ଅଭିନୟ ଜୀବନ ଆଲବମ ଦୁନିଆ ରୁ କରିଥିଲେ । ଆପଣ ମାନେ ନିଶ୍ଚୟ ଜିନା ଙ୍କୁ ବହୁତ ସାରା ଆଲବମ ରେ ଅଭିନୟ କରିଥିବା ର ନିଶ୍ଚୟ ଦେଖିଥିବେ , ତେବେ ଆଲବମ ଦୁନିଆ ରୁ ଲୋକ ପରିଚିତ ହେବା ପରେ ଓଡିଆ ଇଣ୍ଡଷ୍ଟ୍ରି ରେ ପାଦ ଦେଇଥିଲେ ।


ତେବେ ଓଡିଆ ଇଣ୍ଡଷ୍ଟ୍ରି ରେ ପାଦ ଦେବା ପରେ ନିଜ ଜବରଦସ୍ତ ଅଭିନୟ ପାଇଁ ସେ ଏକ ସ୍ଵତନ୍ତ୍ର ପରିଚୟ ପାଇ ପାରିଥିଲେ । ଜିନା ବହୁ ସାରା ଚଳଚିତ୍ର ଓ ଧାରାବାହିକ ରେ ନିଜର ଜବରଦସ୍ତ ଅଭିନୟ କରି ଥିବାର ଆପଣ ମାନେ ନିଶ୍ଚୟ ଦେଖିଥିବେ । ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଏହି ଅଭିନେତ୍ରୀ ଜଣକ ଏକ ରିଆଲିଟି ସୋ ମାଧ୍ୟମ ରେ ରୁଦ୍ର ଙ୍କୁ ବିବାହ କରିଥିଲେ ।


ତାହେଲେ ବନ୍ଧୁଗଣ ଉଭୟ ଙ୍କ ଗତ କିଛି ଦିନ ତଳେ ବିବାହ ବାର୍ଷିକ ଦିନ ସରି ଯାଇଛି ଓ ଏହି ଦିନ ଟି କୁ ରୁଦ୍ର ଏବଂ ଜିନା ମନାଳୀ ରେ ବେସ ଧୁମଧାମ ରେ ପାଳନ କରିଛନ୍ତି । ତେବେ ନିଜ ବିବାହ ବାର୍ଷିକ ଦିନ ଟି କୁ ପାଳନ କରୁଥିବା ସମୟ ରେ ଅର୍ଦ୍ଦେନ୍ଦୁ ଓ ତାଙ୍କ ପତ୍ନୀ ପଲ୍ଲବୀ ନଜର ଆସିଛନ୍ତି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ରାଜେଶ୍ୱରୀଙ୍କ ଏହି ପର୍ଶନାଲ କଥା କେହି ଜାଣି ନାହାନ୍ତି, ଏହି କଥା ସବୁ ବାହାର ଲୋକ ଜାଣିଲା ପରେ କଣ ଯେ ଘଟିଲା….ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ…

ଓଲିଉଡ ଅଭିନେତ୍ରୀ ରାଜେଶ୍ଵରୀଙ୍କର ଏହି ଶେଷ ଇଚ୍ଛା ଅପୁରଣ ହୋଇ ରହି ଗଲା ଜାଣିଲେ ଆପଣଙ୍କ ଆଖି ଓଦା ହୋଇଯିବ …

Leave a Reply

Your email address will not be published.