ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରି ରେ ଅନେକ ଲୋକ ପ୍ରିୟ ଅଭିନେତ୍ରୀ ଅଛନ୍ତି , ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଛନ୍ତି କି ଏହି ଅଭିନେତ୍ରୀ ମାନ ଙ୍କ ମଧ୍ୟ ରୁ ବହୁ କମ ଅଭିନେତ୍ରୀ ଅଛନ୍ତି ଯେଉଁ ମାନେ ନିଜ ଅଭିନୟ ଆଲବମ ଦୁନିଆ ରେ କରିଛନ୍ତି ଓ ଆଲବମ ଦୁନିଆ ରେ ଲୋକ ପରିଚିତ ହେବା ପରେ ଓଡିଆ ଇଣ୍ଡଷ୍ଟ୍ରି ରେ ପାଦ ଦେଇ ବେସ ଲୋକ ପ୍ରିୟ ହୋଇ ପାରିଛନ୍ତି ।
ତାହେଲେ ବନ୍ଧୁଗଣ ସେହିଭଳି ଜଣେ ଅଭିନେତ୍ରୀ ହେଉଛନ୍ତି ଜିନା ସାମଲ , ଏହି ଅଭିନେତ୍ରୀ ଜଣକ ପ୍ରଥମେ ନିଜ ଅଭିନୟ ଜୀବନ ଆଲବମ ଦୁନିଆ ରୁ କରିଥିଲେ । ଆପଣ ମାନେ ନିଶ୍ଚୟ ଜିନା ଙ୍କୁ ବହୁତ ସାରା ଆଲବମ ରେ ଅଭିନୟ କରିଥିବା ର ନିଶ୍ଚୟ ଦେଖିଥିବେ , ତେବେ ଆଲବମ ଦୁନିଆ ରୁ ଲୋକ ପରିଚିତ ହେବା ପରେ ଓଡିଆ ଇଣ୍ଡଷ୍ଟ୍ରି ରେ ପାଦ ଦେଇଥିଲେ ।
ତେବେ ଓଡିଆ ଇଣ୍ଡଷ୍ଟ୍ରି ରେ ପାଦ ଦେବା ପରେ ନିଜ ଜବରଦସ୍ତ ଅଭିନୟ ପାଇଁ ସେ ଏକ ସ୍ଵତନ୍ତ୍ର ପରିଚୟ ପାଇ ପାରିଥିଲେ । ଜିନା ବହୁ ସାରା ଚଳଚିତ୍ର ଓ ଧାରାବାହିକ ରେ ନିଜର ଜବରଦସ୍ତ ଅଭିନୟ କରି ଥିବାର ଆପଣ ମାନେ ନିଶ୍ଚୟ ଦେଖିଥିବେ । ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଏହି ଅଭିନେତ୍ରୀ ଜଣକ ଏକ ରିଆଲିଟି ସୋ ମାଧ୍ୟମ ରେ ରୁଦ୍ର ଙ୍କୁ ବିବାହ କରିଥିଲେ ।
ତାହେଲେ ବନ୍ଧୁଗଣ ଉଭୟ ଙ୍କ ଗତ କିଛି ଦିନ ତଳେ ବିବାହ ବାର୍ଷିକ ଦିନ ସରି ଯାଇଛି ଓ ଏହି ଦିନ ଟି କୁ ରୁଦ୍ର ଏବଂ ଜିନା ମନାଳୀ ରେ ବେସ ଧୁମଧାମ ରେ ପାଳନ କରିଛନ୍ତି । ତେବେ ନିଜ ବିବାହ ବାର୍ଷିକ ଦିନ ଟି କୁ ପାଳନ କରୁଥିବା ସମୟ ରେ ଅର୍ଦ୍ଦେନ୍ଦୁ ଓ ତାଙ୍କ ପତ୍ନୀ ପଲ୍ଲବୀ ନଜର ଆସିଛନ୍ତି ॥
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ