Breaking News

ବାହାଘର ହବ ତ ଏମିତି! ହେଲିକପ୍ଟର ରୁ ଓହ୍ଲାଇଲେ ବର, ମଣ୍ଡପରେ ଆକାଶରୁ ଫୁଲ ବର୍ଷା – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ ସମୟ ରେ ବାହାଘର ସିଜିନ ଚାଲିଛି , ତେବେ ଆପଣ ମାନେ ଜାଣିଥିବେ ଯେ ବିବାହ ଘର ସମୟ ରେ ବର କନ୍ୟା ଘର କୁ କାର ରେ ଯିବା ର ଆପଣ ମାନେ ନିଶ୍ଚୟ ଜାଣିଥିବେ । ତେବେ ବହୁ ବ୍ୟକ୍ତି ଦାମିକିଆ କାର ଧରି କନ୍ୟା ଘର କୁ ଯାଇଥାନ୍ତି ଓ ସାଙ୍ଗ ରେ ବାଜା , ରୋଷଣୀ ,ଓ ସାଙ୍ଗ ସାଥି ଭାଇ ମାନ ଙ୍କ ଜବରଦସ୍ତ ନାଚ କରି ଯାଇଥାନ୍ତି ।

ଡିଜେ ,ଲାଇଟ ଭଳି ଅନେକ ସଯାସାଜି ରେ କନ୍ୟା ଘର କୁ ଆସିଥାଏ , ତେବେ ଆଜି ଆମେ ଏମିତି ଏକ ବିଷୟ ରେ ଆପଣ ମାନ ଙ୍କୁ ଜଣାଇବୁ ଯେ ଜଣେ ବ୍ୟକ୍ତି ନିଜ ବିବାହ ଘର ପାଇଁ ବିବାହ ମଣ୍ଡପ କୁ ଆସିଛନ୍ତି କିଛି ପରିବର୍ତ୍ତନ କରି , କାର ରେ ଆସି ନାହାଁନ୍ତି କି ଘୋଡା ରେ ନୁହେଁ ବରଂ ବର ଆସିଛି ହେଲିକପ୍ଟର ରେ ।

ବର ଆସିଛି ହେଲିକପ୍ଟର ରେ ବିବାହ ମଣ୍ଡପ କୁ ତାହା ପୁଣି ଆକାଶ ମାର୍ଗ ରୁ ଫୁଲ ବର୍ଷା କରି , ତେବେ ବନ୍ଧୁଗଣ ଏହି ନିଆରା ଦୃଶ୍ୟ ସୁରାଟ ରେ ହୋଇଛି ,  ସୁରଟ ସହର ର ଜଣେ ଧନୀ ବ୍ୟକ୍ତି ଙ୍କ ପୁଅ ବିବାହ ଘର ରେ , ତେବେ ବର କନ୍ୟା କୁ ଆଣିବା ପାଇଁ ତାର ଗାଁ କୁ ହେଲିକପ୍ଟର ମଧ୍ୟ ଯାଇଥିଲା । ତେବେ ଏହି ଦୃଶ୍ୟ ଟି ବର୍ତ୍ତମାନ ସମୟ ରେ ସୋସିଆଲ ମିଡିଆ ରେ ବହୁ ପରିମାଣ ରେ ଭାଇରାଲ ହେବା ରେ ଲାଗିଛି ଓ ଆପଣ ମାନେ ଆମର ଏହି ପେଜ ମାଧ୍ୟମ ରେ ନିଶ୍ଚିନ୍ତ ଭାବ ରେ ଦେଖି ପାରୁଥିବେ ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ନାମର ପ୍ରଥମ ଅକ୍ଷର B ଥିଲେ – ଜାଣନ୍ତୁ କିଛି ରହସ୍ୟମୟ କଥା, ଯାହା ଆପଣଙ୍କୁ…….

ବନ୍ଧୁଗଣ ଆମେ ଆଜି ସେହି ପୁଅ ଏବଂ ଝିଅ ମାନଙ୍କ ସ୍ୱଭାବ ବିଷୟ ରେ କଥା ହେବା ଯେଉଁ ମାନଙ୍କ …

Leave a Reply

Your email address will not be published.