Breaking News

ଘର ଭିତରେ ଅଭିନେତ୍ରୀ ପ୍ରିୟଙ୍କା (Priyanka Mohapatra) ଙ୍କ ର ସ୍ଵାମୀଙ୍କ ସହ ମଜା ମସ୍ତି ଭିଡିଓ ଭାଇରାଲ ହେଉଛି… – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତ୍ରୀ ଓ ଅଭିନେତା ମାନେ ନିଜ ସୋସିଆଲ ମିଡିଆ ଆକାଉଣ୍ଟ ରେ ବେସ ଆକ୍ଟିଭ ରହୁଛନ୍ତି । ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଏହି ଅଭିନେତା ଓ ଅଭିନେତ୍ରୀ ମାନେ ନିଜ ବ୍ୟକ୍ତିଗତ ଜୀବନ ର କିଛି ଦୃଶ୍ୟ କୁ ନେଇ ସୋସିଆଲ ମିଡିଆ ରେ ବେସ ଚର୍ଚ୍ଚା ରେ ରୁହନ୍ତି ,


ତାହେଲେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ସେହିଭଳି ଜଣେ ଅଭିନେତ୍ରୀ ବେସ ଚର୍ଚ୍ଚା ରେ ଅଛନ୍ତି ନିଜ ବ୍ୟକ୍ତିଗତ ଜୀବନ ର ଭିଡିଓ କୁ ନେଇ , ଏହି ଅଭିନେତ୍ରୀ ଜଣକ ହେଉଛନ୍ତି ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତ୍ରୀ ପ୍ରିୟଙ୍କା ମହାପାତ୍ର , ତେବେ ବନ୍ଧୁଗଣ ଆପଣ ମାନେ ପ୍ରିୟାଙ୍କା ଙ୍କୁ ବେସ ଭଲ ଭାବ ରେ ଜାଣିଥିବେ ।


ତାହେଲେ ବନ୍ଧୁଗଣ ଏହି ଅଭିନେତ୍ରୀ ନିଜ ଜବରଦସ୍ତ ଅଭିନୟ ପାଇଁ ବେସ ଲୋକ ପ୍ରିୟ ହୋଇ ପାରିଛନ୍ତି , ତେବେ ଆପଣ ମାନେ ପ୍ରିୟଙ୍କା ଙ୍କୁ ବହୁ ସାରା ଚଳଚିତ୍ର ରେ ଜବରଦସ୍ତ ଅଭିନୟ କରିଥିବା ର ଆପଣ ମାନେ ନିଶ୍ଚୟ ଦେଖିଥିବେ । ତେବେ ବନ୍ଧୁଗଣ ଏହି ଅଭିନେତ୍ରୀ ଜଣକ ବହୁ ବର୍ଷ ହେଲା ଓଡିଆ ଇଣ୍ଡଷ୍ଟ୍ରି ରେ କାମ କରୁଛନ୍ତି ଓ ଆପଣ ମାନେ ମଧ୍ୟ ବହୁ ପୁରୁଣା ଚଳଚିତ୍ର ରେ ମଧ୍ୟ ଦେଖିଥିବେ ।


ତାହେଲେ ବନ୍ଧୁଗଣ ଏହି ଅଭିନେତ୍ରୀ ଜଣକ ସବୁ ଚରିତ୍ର ରେ ଅଭିନୟ କରିବା ରେ ବେସ ପାରଙ୍ଗମ । ସେ ମୁଖ୍ୟ ଅଭିନେତ୍ରୀ ହେଉ ଭାଉଜ, ମା ଚରିତ୍ର ଭଳି ଅନେକ ଚରିତ୍ର ହେଉ ସେ ସବୁଥିରେ ପାରଙ୍ଗମ । ତାହେଲେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଏହି ଅଭିନେତ୍ରୀ ଙ୍କ ଏକ ଭିଡିଓ ବହୁ ପରିମାଣ ରେ ଭାଇରାଲ ହେବା ରେ ଲାଗିଛି , ତେବେ ଏହି ଭାଇରାଲ ଭିଡିଓ ରେ ପ୍ରିୟଙ୍କା ତାଙ୍କ ସ୍ଵାମୀ ଙ୍କ ସହିତ ମିଶି ନାଚୁଥିବାର ଦେଖିବାକୁ ମିଳିଛି ଓ ବହୁ ସାରା ମଜା ମସ୍ତିକରୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଓଲିଉଡ଼ ସୁପରଷ୍ଟାର ଅନୁଭବ ମହାନ୍ତି ବର୍ଷା ଙ୍କୁ ଦେଲେ ଏପରି Gift ଆପଣମାନେ ଜାଣିଲେ ଖୁସି ହୋଇଯିବେ ଆଉ କହିବେ ଏ ଗିଫ୍ଟ କଣ ପାଇଁ ଦେଲେ…

ବର୍ତ୍ତମାନ ସମୟରେ ଯାହା ଗୋଟେ ଖବର ସାମ୍ନାକୁ ଆସିଛି ଓଲିଉଡ଼ ର ସୁପରଷ୍ଟାର ଅନୁଭବ ମହାନ୍ତି ଓଲିଉଡ଼ କୁଇନ ବର୍ଷା …

Leave a Reply

Your email address will not be published.