Breaking News

ମାତ୍ର ୧ ଟଙ୍କା ଦେଇ ଆପଣ ପାଇ ପାରିବେ ୭ ଲକ୍ଷ ଟଙ୍କା! ଆଶ୍ଚର୍ଯ୍ୟ ଲାଗିଲେ ବି ସତ, ଜାଣନ୍ତୁ କେମିତି ପାଇବେ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ର ବଡ ଖବର ସେହି ଲୋକ ମାନ ଙ୍କ ପାଇଁ ଯେଉଁ ଲୋକ ମାନେ ପୁରୁଣା ମୁଦ୍ରା ବା ନୋଟ ସଂଗ୍ରହ କରୁଛନ୍ତି । ତେବେ ଲୋକ ମାନେ ଘରେ ବସି ମାସ କୁ ଲକ୍ଷେ ଟଙ୍କା ରୋଜଗାର କରି ପାରିବେ , ବର୍ତ୍ତମାନ ସମୟ ରେ 1 ଟଙ୍କିଆ ଏନଆଇଟି ବଦଳ ରେ ଆପଣ 7 ଲକ୍ଷ ଟଙ୍କା ପାଇ ପାରିବେ । ସେହି 1 ଟଙ୍କିଆ ନୋଟ ,ଯେଉଁ 1 ଟଙ୍କିଆ ନୋଟ 26 ବର୍ଷ ପୂର୍ବେ ଭାରତ ସରକାର ପକ୍ଷ ରୁ ପ୍ରଚାଳନ ବନ୍ଦ କରି ଦେଇଥିଲେ ।

ତାହେଲେ ବନ୍ଧୁଗଣ ଏହି 1 ଟଙ୍କିଆ ନୋଟ କୁ 2015 ମସିହା ରେ ଏକ ନୂଆ ରୂପ ରେ ପୁନଃ ସଂସ୍କରଣ କରଯାଇଥିଲା । ତେବେ 1935 ମସିହା ର ବ୍ରିଟିଶ ଶାସନ ସମୟ ରେ ଏହି ନୋଟ କି ବଜାର ରେ ଉପଲବ୍ଧ କରଯାଇଥିଲା , ତେବେ ବର୍ତ୍ତମାନ ସମୟ ରେ ଏହି ନୋଟ ଆପଣ ଙ୍କ ପାଖ ରେ ଥିଲେ 7 ଲକ୍ଷ ଟଙ୍କା ମିଳି ପାରିବ ।

ଏହି ନୋଟ ରେ ଜେଡ଼ବଲଇଉ କେଳି ଙ୍କ ଦସ୍ତଖତ ଥିବ , ତେବେ ଯଦି ଆପଣ ମାନ ଙ୍କ ପାଖ ରେ 1957 ମସିହା ର 1 ଟଙ୍କିଆ ନୋଟ ରହିଛି ତାହେଲେ ଆପଣ ଙ୍କୁ 57 ହଜାର ଟଙ୍କା ପାଇ ପାରିବେ ଓ 1966 ମସିହା ର ନୋଟ ବଦଳ ରେ 45 ଟଙ୍କା ମିଳିବ । ତାହେଲେ ବନ୍ଧୁଗଣ ସବୁଠୁ ବଡ କଥା ହେଲା ଯେ ଏହି ନୋଟ ଟି ରେ ଅର୍ଥ ମନ୍ତ୍ରଣାଳୟ ପୂର୍ବତନ ମୁଖ୍ୟ ସଚିବ ହିରୁଭାଇ ଏମ ପଟେଲ ଙ୍କ ଦସ୍ତଖତ ରହିଥିବା ଆବଶ୍ୟକ , ତେବେ ଦସ୍ତଖତ ନଥିଲେ ଟଙ୍କା ମିଳି ପାରିବ ନହିଁ । ତେବେ 1977 ମସିହା ରୁ 1979 ମସିହା ପର୍ଯ୍ୟନ୍ତ ପ୍ରଧାନ ମନ୍ତ୍ରୀ ମୋରାରଜି ଦେସାଇ ଙ୍କ ଅଧୀନ ହିରୁଭାଇ ଏମ ପଟେଲ କାର୍ଯ୍ୟ କରିଥିଲେ ।

ହିରୁଭାଇ ଇନ୍ଦିରା ଗାନ୍ଧୀ ଙ୍କୁ ପରାସ୍ତ କରିବା ପରେ ନିଜ କ୍ଷମତା କୁ ଆସିଥିଲେ ଓ ସେହି ସମୟ ରେ ଏହା ଭାରତ ର ପ୍ରଥମ ଅଣ କଂଗ୍ରେସ ସରକାର ଥିଲା । ତାହେଲେ ବନ୍ଧୁଗଣ ଯଦି ଆପଣ ଙ୍କ ପାଖ ରେ ଏହି ସବୁ ନୋଟ ଅଛି , ତାହେଲେ ଆପଣ ମାନେ “coinbazzar” ୱେବ୍ସାଇଟ ରେ ନିଜ ନାମ ଇମେଲ ଆଇଡ଼ି ଓ ସଂପୂର୍ଣ୍ଣ ଠିକଣା ଦେଇ ଏହି ଆକାଉଣ୍ଟ ଖୋଲି ପାରିବେ । ଏହା ପରେ ପୁରୁଣା ନୋଟ ବା ମୁଦ୍ରା ଦେଇ ଭଲ ଅର୍ଥ ଉପାର୍ଜନ କରି ପାରିବେ ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ନାମର ପ୍ରଥମ ଅକ୍ଷର B ଥିଲେ – ଜାଣନ୍ତୁ କିଛି ରହସ୍ୟମୟ କଥା, ଯାହା ଆପଣଙ୍କୁ…….

ବନ୍ଧୁଗଣ ଆମେ ଆଜି ସେହି ପୁଅ ଏବଂ ଝିଅ ମାନଙ୍କ ସ୍ୱଭାବ ବିଷୟ ରେ କଥା ହେବା ଯେଉଁ ମାନଙ୍କ …

Leave a Reply

Your email address will not be published.