Breaking News

ଓଡିଆ ହିରୋଇନ ଏଲିନା ସାମନ୍ତରାୟ (Elina Samantray) ଏବେ ନୂଆ ଘର କିଣିଲେ! ଦାମ ଜାଣିଲେ ଆପଣ ଚକିତ ହୋଇଯିବେ – ଦେଖନ୍ତୁ ଭିଡିଓ

ବନ୍ଧୁଗଣ ଆପଣ ମାନେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ସମସ୍ତ ଅଭିନେତ୍ରୀ ଙ୍କୁ ଆପଣ ମାନେ ନିଶ୍ଚୟ ଜାଣିଥିବେ , ତେବେ ଏହି ଅଭିନେତ୍ରୀ ମାନ ଙ୍କ ମଧ୍ୟ ରୁ ବହୁତ କମ ଅଭିନେତ୍ରୀ ଅଛନ୍ତି ଯେଉଁ ମାନେ ନିଜ ଜବରଦସ୍ତ ଅଭିନୟ ଓ ନାଚ ଦେଖାଇ ରିଆଲିଟି ସୋ ରେ ବିଜେତା ହୋଇଛନ୍ତି ଓ ବିଜେତା ହେବା ପରେ ଓଡିଆ ଇଣ୍ଡଷ୍ଟ୍ରି ରେ ପାଦ ଦେଇ ବେସ ଲୋକ ପ୍ରିୟ ହୋଇ ପାରିଛନ୍ତି ।

ତାହାଲେ ବନ୍ଧୁଗଣ ସେହି ଭଳି ଜଣେ ଅଭିନେତ୍ରୀ ହେଉଛନ୍ତି ଏଲିନା ସାମନ୍ତରାୟ । ତେବେ ଏଲିନା ବର୍ତ୍ତମାନ ସମୟ ରେ ଏକ ନୂଆ ଘର କିଣିଛନ୍ତି ଯାହା ର ମୂଲ୍ୟ ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ଯିବେ , ତାହେଲେ ଆସନ୍ତୁ ଜାଣିବା ସେ କେଉଁ ସ୍ଥାନ ରେ ନୂଆ ଘର କିଣିଛନ୍ତି ଓ କେତେ ଟଙ୍କା ରେ କିଣିଛନ୍ତି ।

ତାହେଲେ ବନ୍ଧୁଗଣ ଆପଣ ମାନେ ଏଲିନା ସାମନ୍ତରାୟ ଙ୍କୁ ବେସ ଭଲ ଭାବ ରେ ଜାଣିଥିବେ , ତେବେ ଏହି ଅଭିନେତ୍ରୀ ଜଣକ ନିଜ ଜବରଦସ୍ତ ଅଭିନୟ ପାଇଁ ବେସ ଲୋକ ପ୍ରିୟ ହୋଇପାରିଛନ୍ତି । ତେବେ ବନ୍ଧୁଗଣ ଏହି ଅଭିନେତ୍ରୀ ଜଣକ ଏକ ରିଆଲିଟି ସୋ ଜିତିବା ରେ ଓଡିଆ ଚଳଚିତ୍ର ଇସ୍କ ତୁ ହି ତୁ ରେ ପ୍ରଥମ ଥର ପାଇଁ ଅଭିନୟ କରି ବେସ ଲୋକ ପ୍ରିୟ ହୋଇପାରିଥିଲେ ।


ତାହେଲେ ଏଲିନା ପରବର୍ତ୍ତୀ ସମୟ ରେ ବହୁସାରା ଚଳଚିତ୍ର ରେ ଜବରଦସ୍ତ ଅଭିନୟ ଦେଖାଇ ବେସ ଲୋକ ପ୍ରିୟ ହେବା ସହିତ ଓଡିଆ ଇଣ୍ଡଷ୍ଟ୍ରି ରେ ଏକ ସ୍ଵତନ୍ତ୍ର ପରିଚୟ ପାଇ ପାରିଛନ୍ତି । ତାହେଲେ ବନ୍ଧୁଗଣ ଏଲିନା ବର୍ତ୍ତମାନ ସମୟ ରେ ଏଲିନା ଏକ ନୂଆ ଘର କିଣିଛନ୍ତି ଓ ଯାହା ର ମୂଲ୍ୟ 50 ଲକ୍ଷ ଟଙ୍କା ରୁ ଅଧିକ ହେବ । ତେବେ ବର୍ତ୍ତମାନ ସମୟ ରେ ଏଲିନା ନିଜ ପୁରୁଣା ଘର ଛାଡି ନୂଆ ଘରେ ରହୁଛନ୍ତି ଓ ଏହି ନୂଆ ଘର ଭୁବନେଶ୍ବର ରେ ରହୁଛନ୍ତି । ତେବେ ବର୍ତ୍ତମାନ ସମୟ ରେ ଏଲିନା ନିଜ ପରିବାର ଲୋକ ଙ୍କ ସହ ନିଜ ନୂଆ ଘରେ ରହୁଛନ୍ତି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଓଲିଉଡ଼ ସୁପରଷ୍ଟାର ଅନୁଭବ ମହାନ୍ତି ବର୍ଷା ଙ୍କୁ ଦେଲେ ଏପରି Gift ଆପଣମାନେ ଜାଣିଲେ ଖୁସି ହୋଇଯିବେ ଆଉ କହିବେ ଏ ଗିଫ୍ଟ କଣ ପାଇଁ ଦେଲେ…

ବର୍ତ୍ତମାନ ସମୟରେ ଯାହା ଗୋଟେ ଖବର ସାମ୍ନାକୁ ଆସିଛି ଓଲିଉଡ଼ ର ସୁପରଷ୍ଟାର ଅନୁଭବ ମହାନ୍ତି ଓଲିଉଡ଼ କୁଇନ ବର୍ଷା …

Leave a Reply

Your email address will not be published.