Breaking News

ଯୁବ ସିଙ୍ଗର ସତ୍ୟଜିତ (Satyajit Jena) ପୁଣି ଚର୍ଚ୍ଚାରେ “ବହିରେ ଲେଖିଛି ତୋ ନା” ଭାଇରାଲ ହେଉଛି … – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରି ରେ ଅନେକ ଲୋକ ପ୍ରିୟ କଣ୍ଠଶିଳ୍ପୀ ଅଛନ୍ତି , ତେବେ ଆଜି ଆମେ ଯେଉଁ କଣ୍ଠଶିଳ୍ପୀ ଙ୍କ ବିଷୟ ରେ ଜାଣିବା ଯାହା ଙ୍କ ବୟସ ବହୁତ କମ କିନ୍ତୁ ତାଙ୍କ ପ୍ରତିଭା ସାରା ଭାରତ ରେ ପରିଚିତ । ତେବେ ଏହି କଣ୍ଠଶିଳ୍ପୀ ଜଣକ ହେଉଛନ୍ତି ସତ୍ୟଜିତ , ତାହେଲେ ଆପଣ ମାନେ ସତ୍ୟଜିତ ଙ୍କ କଣ୍ଠ ରୁ ବହୁସାରା ସୁମଧୁର ଗୀତ ନିଶ୍ଚିନ୍ତ ଭାବେ ଶୁଣିଥିବେ ।


ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ସତ୍ୟଜିତ ଓଡିଶା ରେ ବହୁ ନାମ ଅର୍ଜନ କରିବା ପରେ ସେ ଗତ କିଛି ବର୍ଷ ତଳେ ଜାତୀୟ ଟେଲିଭିଜନ ସୋନି ଚ୍ୟାନେଲ ରେ ପ୍ରସାରିତ ହେଉଥିବା ରିଆଲିଟ ସୋ ଯାହାର ନାମ ହେଉଛି ସାରେଗାମପା ରେ ସତ୍ୟଜିତ ନଜର ଆସିଥିଲେ । ତାହେଲେ ବନ୍ଧୁଗଣ ସତ୍ୟଜିତ ନିଜର ପ୍ରଥମ ରାଉଣ୍ଡ ରେ ଏମିତି ଜବରଦସ୍ତ ଗୀତ ଗାଈ ଥିଲେ ଯେ ସମସ୍ତ ଙ୍କ ହୃଦୟ କୁ ବେସ ଛୁଇଁ ଥିଲା ଓ ବେସ ଲୋକ ପ୍ରିୟ ମଧ୍ୟ ହୋଇଥିଲେ , ତେବେ ସ୍ଵାସ୍ଥ୍ୟଗତ ସମସ୍ଯା କାରଣ ରୁ ସେ ଏହି ରିଆଲିଟି ସୋ ରୁ ଅଧା ରୁ ପଳାଇ ଆସିଥିଲେ ।

ତାହେଲେ ବନ୍ଧୁଗଣ ସୋ ଛାଡିବା ପରେ ସତ୍ୟଜିତ ଯୂଟ୍ଯୂବ ରେ ଭିଡିଓ କରି ପୋଷ୍ଟ କରିଥିଲେ ଓ ଏହି ଗୀତ ରତାରାତି ଭାଇରାଲ ହୋଇଥିଲେ , ତେବେ ଏହା ପରେ ସେ ବହୁ ଗୀତ ଗାଈ ସେହି ଗୀତ ଗାଉଥିବା ଭିଡିଓ କରି ୟୁଟ୍ଯୂବ ରେ ପୋଷ୍ଟ କରି ବେସ ସଫଳତା ପାଇଛନ୍ତି । ତେବେ ବର୍ତ୍ତମାନ ସମୟ ରେ ସେ ଅନେକ ଗୁଡିଏ ଗୀତ ଗାଈ ନିଜ ସୋସିଆଲ ମିଡିଆ ଆକାଉଣ୍ଟ ରେ ପୋଷ୍ଟ କରିଛନ୍ତି । ତାହେଲେ ଆପଣ ମାନେ ତାଙ୍କ ସୁ ମଧୁର କଣ୍ଠ ତୁ ବହୁ ସାରା ଗୀତ ଗାଉଥିବାର ନିଶ୍ଚୟ ଦେଖିଥିବେ ।

ତେବେ ବର୍ତ୍ତମାନ ସମୟ ରେ ସତ୍ୟଜିତ ଙ୍କ ଆଉ ଏକ ଭିଡିଓ ସୋସିଆଲ ମିଡିଆ ରେ ବହୁ ପରିମାଣ ରେ ଭାଇରାଲ ହେବା ରେ ଲାଗିଛି ଓ ଏହି ଭିଡିଓ ଟି କୁ ନିଜେ ସତ୍ୟଜିତ ନିଜେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ରେ ପୋଷ୍ଟ କରିଛନ୍ତି , ତାହେଲେ ବନ୍ଧୁଗଣ ଏହି ଭିଡିଓ ରେ ସତ୍ୟଜିତ ଏକ ସ୍ଟେଜ ସୋ ରେ ଗୀତ ଗାଉଥିବାର ଦେଖିବାକୁ ମିଳିଛି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ବର୍ଷା (Varsha) ଅନୁଭବ (Anubhav) ଙ୍କ ଠାରୁ ଅଲଗା ହେବା ପରେ ତାଙ୍କର ଅବସ୍ଥା ଏବେ ଏମିତି, ଦେଖିଲେ ଆଖି ଓଦା ହୋଇଯିବେ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତ୍ରୀ ମାନେ ସୋସିଆଲ …

Leave a Reply

Your email address will not be published. Required fields are marked *