Breaking News

ବାତ୍ୟାରେ ସମୁଦ୍ର କୂଳକୁ ଯାଇ ବହୁତ ବଡ ଅସୁବିଧାର ସମ୍ମୁଖୀନ ହେଲେ ସବ୍ୟସାଚୀ (Sabyasachi) – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଆମ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରି ରେ ଅନେକ ଲୋକ ପ୍ରିୟ ଅଭିନେତା ଅଛନ୍ତି , ତେବେ ଆଜି ଆମେ ଯେଉଁ ଅଭିନେତା ଙ୍କ ବିଷୟ ରେ ଆପଣ ମାନ ଙ୍କୁ ଜଣାଇବାକୁ ଯାଉଛୁ ଏହି ଅଭିନେତା ଜଣକ ନିଜ ଜବରଦସ୍ତ ଅଭିନୟ ପାଇଁ ଯେତିକି ଲୋକ ପ୍ରିୟ ହୋଇ ପାରି ନାହାଁନ୍ତି ତା ଠାରୁ ଅଧିକ ଲୋକ ପ୍ରିୟ ସାମାଜିକ କାମ କରି ହୋଇଛନ୍ତି ।

ତାହେଲେ ବନ୍ଧୁଗଣ ଆପଣ ମାନେ ନିଶ୍ଚୟ ଜାଣି ପାରୁଥିବେ ଆମେ କେଉଁ ଅଭିନେତା ଙ୍କ ବିଷୟ ରେ କହୁଛୁ , ଆମେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତା ସାବ୍ୟଶଚି ଙ୍କ ବିଷୟ ରେ କହୁଛୁ , ତାହେଲେ ବନ୍ଧୁଗଣ ଆପଣ ମାନେ ଏହି ଅଭିନେତା ଙ୍କୁ ବେସ ଭଲ ଭାବ ରେ ଜାଣିଥିବେ ଓ ବହୁ ସାରା ଚଳଚିତ୍ର ରେ ତାଙ୍କ ଜବରଦସ୍ତ ଅଭିନୟ ନିଶ୍ଚୟ ଦେଖିଥିବେ ।


ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ସବ୍ୟସଚି ଅଭିନେତ୍ରୀ ଅର୍ଚ୍ଚିତା ଙ୍କୁ ଶୁଟିଙ୍ଗ ସେଟ ରେ ଭଲ ପାଇବା ପରେ ଦୁହେଁ ବର୍ତ୍ତମାନ ସମୟ ରେ ବିବାହ ବନ୍ଧନ ରେ ବାନ୍ଧି ହୋଇ ବେସ ଖୁସି ରେ ଅଛନ୍ତି । ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ଏହି ଦୁଇ ଯୋଡି କରୋନା ସମୟ ରେ ବହୁ ଲୋକ ଙ୍କୁ ସାହାର୍ଯ୍ୟ କରି ବେସ ଲୋକ ପ୍ରିୟ ହୋଇପାରିଛନ୍ତି ଓ ରିଲ ରୁ ରିଅଲ ଲାଇଫ ର ହିରୋ ପାରିଛନ୍ତି ।

ତାହେଲେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ସବ୍ୟସଚି ଙ୍କ ଏକ ଭିଡିଓ ସୋସିଆଲ ମିଡିଆ ରେ ବହୁ ପରିମାଣ ରେ ଭାଇରାଲ ହେବା ରେ ଲାଗିଛି ଓ ଆଜି ଆମେ ଏହି ଭିଡିଓ ବିଷୟ ରେ ଜାଣିବା , ତେବେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ସୋସିଆଲ ମିଡିଆ ରେ ଭାଇରାଲ ହେଉଥିବା ଭିଡିଓ ରେ ସବ୍ୟସଚି ସମୁଦ୍ର କୁଳ ରେ ବାତ୍ୟା ସମୟ ରେ ଏକଲା ବୁଲୁଥିବାର ନଜର ଆସିଛନ୍ତି ଓ ଏହି ଭିଡିଓ ଟି ଆପଣ ମାନେ ଆମର ଏହି ପେଜ ମାଧ୍ୟମ ରେ ନିଶ୍ଚିନ୍ତ ଭାବ ରେ ଦେଖି ପାରୁଥିବେ ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ରାଜେଶ୍ୱରୀଙ୍କ ଏହି ପର୍ଶନାଲ କଥା କେହି ଜାଣି ନାହାନ୍ତି, ଏହି କଥା ସବୁ ବାହାର ଲୋକ ଜାଣିଲା ପରେ କଣ ଯେ ଘଟିଲା….ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ…

ଓଲିଉଡ ଅଭିନେତ୍ରୀ ରାଜେଶ୍ଵରୀଙ୍କର ଏହି ଶେଷ ଇଚ୍ଛା ଅପୁରଣ ହୋଇ ରହି ଗଲା ଜାଣିଲେ ଆପଣଙ୍କ ଆଖି ଓଦା ହୋଇଯିବ …

Leave a Reply

Your email address will not be published.