Breaking News

ସରିଲା ଅଭିନେତ୍ରୀ ଶ୍ରଦ୍ଧା (Shradha) ଙ୍କ ନିର୍ବନ୍ଧ? ଏହି ହିରୋଙ୍କୁ ଏବେ କରିବେ ବିବାହ! – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ସୋସିଆଲ ମିଡିଆ ରେ ଏକ ଭିଡିଓ ବହୁ ପରିମାଣ ରେ ଭାଇରାଲ ହେବା ରେ ଲାଗିଛି ଓ ଏହି ଭିଡିଓ ରେ ଲୋକ ପ୍ରିୟ ଅଭିନେତ୍ରୀ ଶ୍ରଦ୍ଧା ଅଭିନେତା ରାଜେସ ଙ୍କୁ ଛାଡିବା ପରେ ବର୍ତ୍ତମାନ ସମୟ ରେ ଓଡିଆ ଆଲବମ ହିରୋ ଶୋଭନ ଙ୍କୁ ବିବାହ କରିଛନ୍ତି । ବନ୍ଧୁଗଣ ଏହି ଭିଡିଓ ଟି ସୋସିଆଲ ମିଡିଆ ରେ ବହୁ ପରିମାଣ ରେ ଭାଇରାଲ ହେବା ରେ ଲାଗିଛି ତାହେଲେ ଆଜି ଆମେ ଜାଣିବା ଏହି ଭିଡିଓ ପଛ ରେ ଥିବା ରହସ୍ୟ , ତାହେଲେ ଆସନ୍ତୁ ଜାଣିବା ।


ତାହେଲେ ବନ୍ଧୁଗଣ ଆପଣ ମାନେ ଅଭିନେତ୍ରୀ ଶ୍ରଦ୍ଧା ଙ୍କୁ ବେସ ଭଲ ଭାବ ରେ ଜାଣିଥିବେ , ତେବେ ଏହି ଅଭିନେତ୍ରୀ ଜଣକ ବହୁସାରା ଚଳଚିତ୍ର, ଧାରାବାହିକ ଓ ଆଲବମ, ରେ ନିଜ ଜବରଦସ୍ତ ଅଭିନୟ ଦେଖାଇ ବେସ ଲୋକ ପ୍ରିୟ ହେବା ସହିତ ଓଡିଶା ର ଘରେ ଘରେ ପରିଚିତ , ତେବେ ସେ ବର୍ତ୍ତମାନ ସମୟ ରେ ଓଡିଆ ଇଣ୍ଡଷ୍ଟ୍ରି ରେ ଏକ ସ୍ଵତନ୍ତ୍ର ପରିଚୟ ପାଇଛନ୍ତି ।

ତାହେଲେ ବନ୍ଧୁଗଣ ସବୁଠୁ ବଡ କଥା ହେଲା ଯେ ଏହି ଅଭିନେତ୍ରୀ ଗତ କିଛି ଦିନ ତଳେ ରାଜେସ ଙ୍କୁ ଭଲ ପାଉଥିଲେ , ତେବେ ଉଭୟ ପରସ୍ପର କୁ ଭଲ ପାଇ ବିବାହ କରିବା କୁ ଯାଉଥିଲେ ଓ ସେଥିପାଇଁ ମଧ୍ୟ ଉଭୟ ଙ୍କ ନିର୍ବନ୍ଧ ବେସ ଧୁମଧାମ ରେ ହୋଇଥିଲା , ତେବେ ପରବର୍ତ୍ତୀ ସମୟ ରେ ଉଭୟ ଙ୍କ ମଝି ରେ କିଛି ବିବାଦ ହେବା ରୁ ବର୍ତ୍ତମାନ ସମୟ ରେ ପରସ୍ପର ଠାରୁ ଅଲଗା ହୋଇଯାଇଥିଲେ ।


ବର୍ତ୍ତମାନ ସମୟ ରେ ଶ୍ରଦ୍ଧା ଶୋଭନ ଙ୍କ ବିବାହ ର ଭିଡିଓ ସୋସିଆଲ ମିଡିଆ ରେ ବେସ ଚର୍ଚ୍ଚା ରେ ଅଛନ୍ତି । ତାହେଲେ ବନ୍ଧୁଗଣ ଆମେ ଆପଣ ଙ୍କୁ କହି ରଖୁଛୁ ଯେ ଶ୍ରଦ୍ଧା ଓ ଶୋଭନ ଙ୍କ ଏକ ଆଲବମ ଆଗାମୀ ଦିନ ମାନ ଙ୍କ ଭିତରେ ଆସିବାକୁ ଯାଉଛି ଓ ବର୍ତ୍ତମାନ ସମୟ ରେ ଏହା ର ଶୁଟିଙ୍ଗ ସେଟ ଚାଲିଛି ଓ ଭାଇରାଲ ହେଉଥିବା ଭିଡିଓ ଟି ହେଉଛି ଶୁଟିଙ୍ଗ ସେଟ ର ରିଅଲ ଲାଇଫ ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ବର୍ଷା (Varsha) ଅନୁଭବ (Anubhav) ଙ୍କ ଠାରୁ ଅଲଗା ହେବା ପରେ ତାଙ୍କର ଅବସ୍ଥା ଏବେ ଏମିତି, ଦେଖିଲେ ଆଖି ଓଦା ହୋଇଯିବେ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତ୍ରୀ ମାନେ ସୋସିଆଲ …

Leave a Reply

Your email address will not be published. Required fields are marked *